ଭୁବନେଶ୍ୱର : ଆଜି ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ପରେ ବିଭିନ୍ନ ବୋର୍ଡ, ନିଗମରେ ନିଯୁକ୍ତ ହୋଇଥିବା ଅଧ୍ୟକ୍ଷ, ସଭାପତି ଓ ବିଭାଗୀୟ ଉପଦେଷ୍ଟାଙ୍କ ପୂର୍ବ ନିଯୁକ୍ତିକୁ ରଦ୍ଦ କରିଛନ୍ତି ମୁଖମନ୍ତ୍ରୀ | ଏଥିନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି | ସେମାନଙ୍କ କାର୍ଯ୍ୟକାଳ ଆଜି ସରୁଥିବା ଜଣାପଡିଛି |
Sign in
Sign in
Recover your password.
A password will be e-mailed to you.