ନୟାଗଡ଼ବାସୀଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ଅରୁଣ

https://youtu.be/N9G6d7P2Z40 ନୟାଗଡ : ନୟାଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିର ବିପୁଳ ବିଜୟ ଓ ଆଶାତୀତ ସଫଳତା ପରିପ୍ରେକ୍ଷୀରେ ନୟାଗଡ ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ବିଧାୟକ ତଥା ରା଼କ୍ୟ କୃଷି, କୃଷକକଲ୍ୟାଣ, ମତ୍ସ୍ୟ-ପଶୁସମ୍ପଦ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର…

ଅତୁଟ ପ୍ରତାପଙ୍କ ତାପ , ଵେଦାଗ ନବୀନଙ୍କ ଲୋକପ୍ରିୟତା

ମାହାଙ୍ଗା ନିର୍ବାଚନ ମଣ୍ଡଳୀ ୮ଟି ଜିଲ୍ଲାପରିଷଦ ଜୋନ୍‌ ପୋଛିନେଲା ବିଜେଡ଼ି ଜନମତ ପ୍ରମାଣିତ କଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ଲୋକପ୍ରିୟତା ଓ ସାଙ୍ଗଠନିକ ଦକ୍ଷତା ମାହାଙ୍ଗା/ଦେବେନ୍ଦ୍ର ଷଢଙ୍ଗୀ : ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେଡି ଜାହିର କରିଛି ତା ଦବଦବା | ମନ୍ତ୍ରୀ…

ସଡକ ଦୁର୍ଘଟଣାରେ ଗୁରୁତର ଯୁବ ସାମ୍ବାଦିକ

ବରଗଡ :- ବଡ଼ଖବର ପଦ୍ମପୁର ପ୍ରତିନିଧି ଡିଲେଶ୍ବର ବାଗ ଗତକାଲି ବିଳମ୍ବିତ ରାତିରେ ଶୀବରାତ୍ରୀ ଖବର ସଂଗ୍ରହ କରି କଣ୍ଠେଶ୍ବର ପୁରରୁ ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ଥ ହୋଇଥିବା ଜଣା। ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା କୁ ନିଆଯାଇଥିଲା । ଅବସ୍ଥା ଗୁରୁତର…

ଶିକ୍ଷିତା ସମିତି ସଭ୍ୟ ପ୍ରାର୍ଥୀ ଶାନ୍ତା ଦାସଙ୍କ ବିପୁଳ ବିଜୟ

ବାଲେଶ୍ୱର/ରେମୁଣା- ଯୁଗ ବଦଳୁଛି ଏବଂ ଯୁଗ ସହିତ ତାଳ ଦେଇ ଲୋକଙ୍କ ରୁଚି ଏବଂ ମନୋଭାବରେ ମଧ୍ୟ ପରିବର୍ତ୍ତନ ହେଉଛି I ଶିକ୍ଷା ଓ ଭଦ୍ରତାର ମୂଲ୍ୟବୋଧକୁ ସାଧାରଣ ଲୋକେ ଖୁବ ଭଲଭାବେ ବୁଝିବା ଆରମ୍ଭ କରିଛନ୍ତି I କେବଳ ଅର୍ଥ ବିନିଯୋଗ କରି ନିର୍ବାଚନ ଜିତିବା ସମୟ ଏବେ ଶେଷ ହୋଇଛି I ବରୁଣସିଂ…

ବିଜେପିର ନିର୍ବାଚିତ ପ୍ରତିନିଧି ଓ କାର୍ଯ୍ୟକର୍ତାଙ୍କୁ ଅଭିନନ୍ଦନ ଜଣାଇଲେ ଧର୍ମେନ୍ଦ୍ର

"କାର୍ଯ୍ୟକର୍ତା ମାନେ କଠିନ ପରିଶ୍ରମ କରିଥିବାରୁ ଧନ୍ୟବାଦ" ଭୁବନେଶ୍ୱର - ରାଜ୍ୟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଜନତାଙ୍କ ରାୟକୁ ସମ୍ମାନ ଜଣାଇବା ସହ ରାଜ୍ୟ ବିଜେପିର ନିର୍ବାଚିତ ପ୍ରତିନିଧି ଓ କାର୍ଯ୍ୟକର୍ତାଙ୍କୁ ଟ୍ୱିଟ୍ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି…

ସୁଶାନ୍ତଙ୍କର ସଫଳ ରଣନୀତି : ବିଜେପି ଗଡରେ ବିଜେପିକୁ କଲେ ଧରାଶାୟୀ

ବିଜେପିର ପ୍ରୋଜେକଟେଡ଼ ଜିଲ୍ଲା ପରିଷଦ ସଭାପତି ପ୍ରାର୍ଥୀଙ୍କୁ ହରାଇ ଜିତିଲା ବିଜେଡି ବରଗଡ :- ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କୁ ଦଳ ଓ ସରକାର ଯେତେବେଳେ ଯେଉଁ ଦାଇତ୍ଵ ଦେଇଥାନ୍ତି ସେହି ଦାଇତ୍ଵ କୁ ଶ୍ରୀ ସିଂ ଅତି ନିଷ୍ଠା ର ସହିତ ସଫଳତା ପୂର୍ବକ ନିର୍ବହନ…

୩ଜିଲ୍ଲା ପରିଷଦ ଆସନରେ ବିଜେଡ଼ି; ବିଜେଡ଼ି ହାତରେ ୧୨ସରପଞ୍ଚ ଓ ୧୩ସମିତି ସଭ୍ୟ

ଭଞ୍ଜନଗର,/ନିଲୁ ବିଷୋୟୀ - ଭଞ୍ଜନଗର ବ୍ଲକରେ ୩ଟି ଜିଲ୍ଲା ପରିଷଦ ଆସନ ୫୦,୫୧ ଓ ୫୨ନଂ ଜୋନରେ ବିଜେଡ଼ି ବାଜିମାତ କରିଛି।ସେହିପରି ମୋଟ ୨୨ଟି ପଞ୍ଚାୟତ ମଧ୍ୟରେ ବିଜେଡ଼ି ଓ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ମୋଟ ୭ଟି ପଞ୍ଚାୟତ କୁ ନେଇ ଗଠିତ ୫୦ନଂ ଜୋନ…

ରାୟଗଡ ଜିଲ୍ଲାପାଳଙ୍କ ପୁଟ।ସିଂ ଗସ୍ତ , ନୂତନ ମାତୃ ଓ ଶିଶୁ ପୋଷଣ କେନ୍ଦ୍ର ଉଦଘାଟନ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆଜି ଗୁଣପୁର ବ୍ଲକ ଅନ୍ତର୍ଗତ ପୁଟ।ସିଂ ଅଞ୍ଚଳ ଗସ୍ତ କରି କେରେବା ଓ ଅବଡ ଠରେ ନୂତନ ନିର୍ମିତ ମାତୃ ଶିଶୁ ପୋଷଣ କେନ୍ଦ୍ର ଉଦଘାଟନ କରିଥିଲେ । ପୁଟ। ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ମାତୃ ଶିଶୁ…

କଟକଣା ଭିତରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହେଶଙ୍କ ଜାଗର ଯାତ୍ରା ଅନୁଷ୍ଠିତ।

କେନ୍ଦୁଝର(ସିଦ୍ଧେଶ୍ୱର ସାହୁ) : କେନ୍ଦୁଝର ଜିଲ୍ଲାର ବୋଦାପଳସାସ୍ଥ ପ୍ରସିଦ୍ଧ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହେଶଙ୍କ ଜାଗର ଯାତ୍ରା କଟକଣା ଭିତରେ ସମ୍ପନ୍ନ ହେଉଛି । ଏଠାରେ ପ୍ରଭୁ ଶିବଙ୍କ ପ୍ରତ୍ୟକ୍ଷ ଲିଙ୍ଗ ସ୍ୱୟଂଶମ୍ଭୁତ କେଉଁ ଆବାହମାନ କାଳରୁ ପୂଜା ପାଉଛନ୍ତି । ପରେ କେନ୍ଦୁଝରଗଡ଼ର ରାଜା…