ରାଜ୍ୟସ୍ତରୀୟ ତ୍ରିଦିବସୀୟ ମାଧ୍ୟମିକ ଇଂରାଜୀ ଶିକ୍ଷକ ଦକ୍ଷତା ବିକାଶ କର୍ମଶାଳା ଉଦଘାଟିତ

ଝାରସୁଗୁଡ଼ା: ଡିଏଭି ସେଣ୍ଟର ଫର ଏକାଡେମିକ ଏକ୍ସଲେନ୍ସ, ନୂଆଦିଲ୍ଲୀର ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ଡିଏଭି ଅନୁଷ୍ଠାନସମୂହଙ୍କ ରିଜିଓନାଲ ଟ୍ରେନିଂ ସେଣ୍ଟରର ସହଯୋଗରେ ରାଜ୍ୟର ୭ଟି କ୍ଲଷ୍ଟରର ମାଧ୍ୟମିକ ବର୍ଗ ଇଂରାଜୀ ବିଷୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ତ୍ରିଦିବସୀୟ ଶିକ୍ଷକ ଦକ୍ଷତା…

୧୪ ତାରିଖରେ ପୁରୀ ବିଜେଡିର ଏସ୍ପି ଅଫିସ
ସମ୍ମୁଖରେ ପ୍ରତିବାଦ

ପୁରୀ ଜିଲ୍ଲାରେ ଆଇନର ଶାସନ ଚାଲୁନାହିଁ ଅପରାଧୀ ମାନଙ୍କୁ ରାଜନୈତିକ ସୁରକ୍ଷା ଦେଉଛି ବିଜେପି ଭୁବନେଶ୍ୱର, ୧୨/୦୫/୨୦୨୬: ରାଜ୍ୟରେ ଆଇନ ଶୃଙ୍ଖଳା ରସାତଳଗାମୀ । ଏନ୍ସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମହିଳା ମାନେ ଅସୁରକ୍ଷିତ । ନିକଟରେ ରାଜ୍ୟରେ ଏମିତି କିଛି ଅପରାଧିକ…

ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ ପକ୍ଷରୁ ଆନ୍ତର୍ଜାତିକ ନର୍ସେସ ଦିବସ ପାଳିତ

ଭୁବନେଶ୍ୱର, ମେ ୧୨: ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ ଫୁଲନଖରା ଅଧିନସ୍ଥ ନର୍ସିଂ ବିଭାଗ ପକ୍ଷରୁ ମଙ୍ଗଳବାର ଆନ୍ତର୍ଜାତିକ ନର୍ସେସ୍ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ଉତ୍ସବ ପାଳନ କରାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କର ଅବଦାନକୁ ସମ୍ମାନ ଜଣାଇବା ସହ ତାଙ୍କ…

ସାରସକଣା ବ୍ଲକ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ପଞ୍ଚାୟତ ମନ୍ତ୍ରୀ ରବି ନାଏକ।

୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବୃହତ ପାନୀୟ ଜଳ ପ୍ରକଳ୍ପ ୨୯ଟି ଗ୍ରାମର ୪୦୭୦ରୁ ଅଧିକ ପରିବାର ଉପକୃତ ହେବେ ୨୨୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ରାସ୍ତା ଓ ୨୫ ଲକ୍ଷ ଟଙ୍କା ବ୍ୟୟରେ ନୂତନ ହୋ ଗୋଷ୍ଠୀ କେନ୍ଦ୍ର ଉଦଘାଟନ। ମୟୁରଭଞ୍ଜ ରୁ ଦିପୁ ମହାପାତ୍ର : ଗ୍ରାମ୍ୟ ଉନ୍ନୟନ,…

ଦୁର୍ବଳ ସରକାର ପାଇଁ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ,ସାଧାରଣ ଜନତା ଭୟଭୀତ : ଅରୁଣ

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଏସ୍‌ପି ଅଫିସ ଘେରାଉ ପାଇଁ ଅରୁଣଙ୍କ ଚେତାବନୀ, ୧୪ରେ ଦିଆଯିବ ଦାବିପତ୍ର ନୟାଗଡ଼(ବିଶ୍ୱଜିତ ନାୟକ) :- ସାରା ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ପୁଲିସ ପ୍ରତି ଲୋକଙ୍କ ମନରେ ଭୟ ନାହିଁ । ଥାନାରେ…

ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ: ୨୪ ଘଣ୍ଟା ମଧ୍ୟରେ ୪ ଅଭିଯୁକ୍ତ ଗିରଫ

ବେଆଇନ ମାଙ୍କଡ଼ା ପଥର ଖଣି ମାଫିଆଙ୍କ ସମ୍ପୃକ୍ତି ସୂଚନା ଓଡ଼ଗାଁ, ୧୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାରେ ଚର୍ଚ୍ଚିତ ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ ଘଟଣାରେ ବେଆଇନ ମାଙ୍କଡ଼ା ପଥର ଖଣି ମାଫିଆଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଥିବା ବେଳେ, ଘଟଣାର ୨୪ ଘଣ୍ଟା ନପୁରୁଣୁ…

ନିରୀହ ଆଦିବାସୀଙ୍କ ଅଭିଯୋଗ ଶୁଣିବାକୁ କେହି ନାହିଁ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି

ନିମ୍ନମାନର ରାସ୍ତା ନିର୍ମାଣକୁ ବିରୋଧ କରି ଗ୍ରାମବାସୀଙ୍କ ରାସ୍ତା ଉପରେ ଧାରଣା।          କେନ୍ଦୁଝର,ତା୧୨/୫- ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଗୌଣୀଘଷା ଗ୍ରାମ ପଞ୍ଚାୟତର ଅର୍ଜୁନଚୁଆ ଠାରୁ ଖଡ଼ିଖମଣ ଯାଏ ଏବେ ତିଆରି ହେଉଥିବା ରାସ୍ତାରେ ଅତି ନିମ୍ନ ମାନର…

ଗାୟତ୍ରୀ ମହାବିଦ୍ୟାଳୟରେ ବିଶ୍ୱ ସେବିକା ଦିବସ ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ୧୨/୫/୨୬ ଗୁଣପୁର ସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟ ପରିସରରେ ନର୍ସିଂ ବିଭାଗ ପକ୍ଷରୁ ବିଶ୍ୱ ସେବିକା ଦିବସ ପାଳିତ ହୋଇଯାଇଛି । ନର୍ସିଂ ବିଭାଗୀୟ ମୁଖ୍ୟ ଅଜିତ ଦାସ ଏବଂ ଫର୍ମାସୀ ଡିପ୍ଲୋମା ବିଭାଗୀୟ ମୁଖ୍ୟ ପ୍ରଫେସର କୃଷ୍ଣ ଚୈତନ୍ୟ ଗୌଡ଼ ଅତିଥି…

ଏମିନେନ୍ସୀ ଇନଷ୍ଟିଚ୍ୟୁଟ ଅଫ୍ ନର୍ସିଂରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ

 "ସେବା ହିଁ ମାନବତାର ସର୍ବୋତ୍ତମ ଉଦାହରଣ" ସୁବର୍ଣ୍ଣପୁର, ୧୨/୫(ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଏମିନେନ୍ସୀ ଇନଷ୍ଟିଚ୍ୟୁଟ ଅଫ୍ ନର୍ସିଂ ପକ୍ଷରୁ ଆନ୍ତର୍ଜାତୀୟ ନର୍ସ ଦିବସ ଅତ୍ୟନ୍ତ ଆଡମ୍ବର, ଉତ୍ସାହ ଓ ଭାବବିହ୍ବଳ ପରିବେଶ ମଧ୍ୟରେ ପାଳିନ କରାଯାଇଛି। ଆଧୁନିକ…

ମୁଖ୍ୟ ରାସ୍ତାରେ ଖୁଲମଖୁଲା ଟ୍ରାଫିକ ନିୟମକୁ ଧୂଳିସାତ୍ କରି ଗତି କରୁଛି କେନ୍ଦୁପତ୍ର ବୋଝେଇ ଗାଡ଼ି।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ସହରର ମୁଖ୍ୟ ରାସ୍ତାରେ ଖୁଲମଖୁଲା ଟ୍ରାଫିକ ନିୟମକୁ ଧୂଳିସାତ୍ କରି ଗତି କରୁଛି କେନ୍ଦୁପତ୍ର ବୋଝେଇ ଗାଡ଼ି।ଏହି ଦୃଶ୍ୟ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଗାଡ଼ିର କ୍ଷମତାଠାରୁ ଦୁଇ ଗୁଣା ଅଧିକ ଉଚ୍ଚତାରେ କେନ୍ଦୁପତ୍ର ବସ୍ତା ଏଥିରେ…