Sign in
Sign in
Recover your password.
A password will be e-mailed to you.
ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ନୟାଗଡ଼(ବିଶ୍ଵଜିତ ନାୟକ) :- ନୟାଗଡ଼ ସହରରେ ଅବସ୍ଥିତ ଗାଲାକ୍ସି ସ୍ୱାସ୍ଥ୍ୟ ବୀମା କମ୍ପାନୀ ପକ୍ଷରୁ ଆଜି ଏକ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ନୟାଗଡ଼ ସାମ୍ବାଦିକ ଭବନଠାରେ ଆୟୋଜିତ ହୋଇଯାଇଛି । ଆପୋଲ ହସ୍ପିଟାଲ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିବାବେଳେ ଭେଷଜ…
ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ଉଦଘାଟିତ ।
କେନ୍ଦ୍ରାପଡ଼ା:୦୬.୦୩(ପ୍ରଫୁଲ୍ଲ କୁମାର ମଲ୍ଲ) ମାନ୍ୟବର କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଭୁବନେଶ୍ୱର ଇଡକୋ ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ କେନ୍ଦ୍ରାପଡ଼ାର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନାର ଉଦଘାଟନ କରିଥିଲେ। କେନ୍ଦ୍ରାପଡ଼ା…
ଏପ୍ସିଲନ ଫାଉଣ୍ଡେସନ୍ ଦ୍ବାରା ଝାରସୁଗୁଡାରେ ଶିଶୁ ଏବଂ ଚର୍ମ ରୋଗ ସ୍ବାସ୍ଥ୍ୟ ଶିବିର ଆୟୋଜନ : 116 ଜଣ ରୋଗୀ ଉପକୃତ
ଝାରସୁଗୁଡା, ୬ ମାର୍ଚ୍ଚ ୨୦୨୬: ଏପ୍ସିଲନ କାର୍ବନ ପ୍ରାଇଭେଟ୍ ଲିମିଟେଡ୍ର CSR ଶାଖା ଏପ୍ସିଲନ ଫାଉଣ୍ଡେସନ୍ ଦ୍ବାରା ଝାରସୁଗୁଡା ଜିଲ୍ଲାର ଶ୍ରୀପୁରା ସମୁଦାୟ କେନ୍ଦ୍ରରେ ଶିଶୁ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଚର୍ମ ରୋଗ ସମ୍ବନ୍ଧୀୟ ଏକ ବିଶେଷ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା I ଏହି…
ଜରାଜୀର୍ଣ୍ଣ ଅବସ୍ଥାରେ ଲଚ୍ଚିପେଟା ଛକ ଯାତ୍ରୀ ପ୍ରତୀକ୍ଷାଳୟ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୬/୩/୨୬: ଲୋକଙ୍କ ସୁବିଧା ପାଇଁ ପୂର୍ବ ସରକାରଙ୍କ ପକ୍ଷରୁ ଲକ୍ଷ୍ମୀ ବସ୍ ଯୋଜନାରେ ମାଲକାନଗିରି ଜିଲା କାଲିମେଳା ବ୍ଲକ୍ ତାଣ୍ଡବାଇ ପଞ୍ଚାୟତ ଅଧୀନ MV-୭୯ ୩୨୬ ତମ ଜାତୀୟ ରାଜପଥ ମୁଖ୍ୟ ରାସ୍ତା ପାର୍ଶ୍ବ ତଥା ଲଛୀପେଟା ଗାଁ ଛକରେ ଯାତ୍ରୀ…
ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ ଡାକ୍ତରଙ୍କ ଯୋଗଦାନ
ବରଗଡ଼ ଜିଲ୍ଲାର ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିସିନ ବିଭାଗରେ ଡାକ୍ତର ମିସ୍ ଅପର୍ଣ୍ଣା ଜୋସି ନୂତନଭାବେ ଯୋଗଦାନ କରିଛନ୍ତି। ଦୀର୍ଘଦିନ ଧରି ଏହି ବିଭାଗରେ ଡାକ୍ତରଙ୍କ ଅଭାବ ଥିବାରୁ ସ୍ଥାନୀୟ ଅଞ୍ଚଳର ରୋଗୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି କାରଣରୁ ଛୋଟ ଛୋଟ ରୋଗ…
ଭଜନ ଓ ଆଧୁନିକ ନୃତ୍ଯ ଗୀତରେ ଝୁମିଲେ ଦର୍ଶକ
ପୁରୀ,୬/୨-ପୁରୀଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ କଳା ପରମ୍ପରା ଓ ଐତିହ୍ଯ ସମ୍ପନ୍ନ ଗ୍ରାମ ଶ୍ରୀରାମଚନ୍ଦ୍ରପୁର ଶାସନ ପ୍ରଥମ ଖଣ୍ଡି କୋଠ ଆନୁକୁଲ୍ଯରେ ଦୋଳପୂର୍ଣ୍ଣିମା ଅବସରରେ ଭୁବନେଶ୍ଵର ଡ୍ରିମ ନାଇଟ ଡ୍ଯାନ୍ସ ଗ୍ରୁପ ପକ୍ଷରୁ ଗୋପୀନାଥ ମନ୍ଦିର ସମ୍ମୁଖରେ ଭଜନନୃତ୍ଯ ଓ ଆଧୁନିକ ନୃତ୍ଯ ଗୀତ…
୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ
ପୁରୀ,୬/୨- ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ମଙ୍ଗଳବାର ସଂଧ୍ଯାରେ ପୁରୀଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଐତିହ୍ଯ ସମ୍ପନ୍ନ ଗ୍ରାମ ଶ୍ରୀରାମଚନ୍ଦ୍ରପୁର ଶାସନ ଆଚାର୍ଯ୍ଯ ହରିହର କ୍ଲବ ସମ୍ମୁଖରେ ୫୪ତମ ଆଚାର୍ଯ୍ଯ ସ୍ମାରକୀ ସର୍ବଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆନନ୍ଦ ଉଲ୍ଲାସର ସହ ଉଦଘାଟିତ…
ଭାରତୀୟ ସେନା “ଅଗ୍ନିବୀର” ନିଯୁକ୍ତି – ୨୦୨୬ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ
• ଓଡ଼ିଶାରୁ ଅଧିକରୁ ଅଧିକ ପଞ୍ଜୀକରଣ କରିବାକୁ ଆହ୍ୱାନ
• ଯୋଗ୍ୟ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ
• ଯେତେ ପଞ୍ଜୀକରଣ ସଂଖ୍ୟା ବୃଦ୍ଧି ପାଇବ, ସେହି ଅନୁସାରେ ଅଧିକ ପଦବୀ ସୃଷ୍ଟି ହେବ
• ଜିଲ୍ଲାସ୍ତରରେ ବ୍ୟାପକ ସୂଚନା ଓ ପଞ୍ଜୀକରଣ ସୁବିଧା…
କ୍ଲାସ ରୁମ ରୁ କଣ୍ଟ୍ରୋଲ ରୁମ୍ ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ଉଦାହରଣ ସାଜିଛନ୍ତି…
ଭୁବନେଶ୍ଵର, 05/03/2026: ସଶକ୍ତିକରଣ ସେତେବେଳେ ସଫଳ ହୋଇଥାଏ ଯେତେବେଳେ ଏହା ଶିକ୍ଷା, ଆତ୍ମବିଶ୍ୱାସ-ନିର୍ମାଣ ଏବଂ ନିଜ ଘର ନିକଟରେ କ୍ୟାରିୟର ଗଢ଼ିବାର ସୁଯୋଗ ତୃଣମୂଳ ସ୍ତରରୁ ଆରମ୍ଭ ହୋଇଥାଏ। ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ଼ରେ ଶିକ୍ଷା କ୍ଷେତ୍ରରେ ନିବେଶ ସହିତ ଘର ନିକଟରେ ନିଯୁକ୍ତି…
ୟୁନିଭରସିଟି ଅଫ୍ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଏସ୍ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ…
ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ଏସ୍ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍ ଦି ପ୍ରିନସିପାଲ ସାଇଣ୍ଟିଫିକ ଆଡଭାଇଜରଙ୍କର ଏକ ପ୍ରୟାସ) ଭାରତର ସମସ୍ତ ରାଷ୍ଟ୍ରୀୟ ବିଜ୍ଞାନ ଓ ପ୍ରଯୁକ୍ତି (ଏସ୍ ଆଣ୍ଡ ଟି)…