ସୋଆ ସହରାଂଚଳ ପଶୁ ଚିକିତ୍ସାଳୟର ଶୁଭାରମ୍ଭ

ଭୁବନେଶ୍ୱର, : ଗୁରୁବାର ଏଠାରେ ସୋଆ ବିଶ୍ଵବିଦ୍ୟାଳୟ ପରିଚାଳିତ ସହରାଂଚଳ ପଶୁ ଚିକିତ୍ସାଳୟର ଶୁଭାରମ୍ଭ ହୋଇଛି । ରାଜ୍ୟର ଏହି ପ୍ରଥମ ବେସରକାରୀ ପଶୁ ଚିକିତ୍ସାଳୟ କୃଷି, କୃଷକ ସଶକ୍ତିକରଣ ଓ ପଶୁସମ୍ପଦ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଏବଂ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ)…

ଓଲଟି ପଡ଼ିଲା ଗଞ୍ଜେଇ ଭର୍ତ୍ତି କାର

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଆଜି ଅପରାହ୍ନ ଘ ୨.୩୦ମି. ରେ ଘୁ.ଉଦୟଗିରି ଠାରୁ କଳିଙ୍ଗା ଯିବା ରାସ୍ତାର ରାଇପଦା ଛକ ବୁଲାଣି ରାସ୍ତାରେ ଭାରସାମ୍ୟ ହରେଇ ଏକ ଗଞ୍ଜେଇ ଭର୍ତ୍ତି କାର ନମ୍ବର (ଓଆର-୦୨ ଏଆର ୩୬୦୫) ଓଲଟି ପଡ଼ିଥିବା ସୂଚନା ମିଳିଛି I ଉକ୍ତ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ…

“ବଙ୍ଗୋପସାଗର ହେଉ କଳିଙ୍ଗ ସାଗର”

ମଧୁବାବୁଙ୍କ ଜୟନ୍ତୀରେ ଦାବି କଲା 'ବିଶ୍ବ ଓଡ଼ିଶା'  ଭୁବନେଶ୍ୱର : ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ ଅବସରରେ ବିଶ୍ଵବ୍ୟାପୀ ଓଡ଼ିଆ ଜାତୀୟତା ଜାଗରଣ ଅଭିଯାନ 'ବିଶ୍ବ ଓଡ଼ିଶା' ପୂର୍ବ ଭାରତର ସମୁଦ୍ର ତ୍ରୁଟିବଶତଃ ବଙ୍ଗ ଉପସାଗର ଭାବରେ ନାମିତ ହୋଇଥିବାରୁ ଏହାକୁ ଐତିହାସିକ ଓ ପୌରାଣିକ…

ଆଇସିଆଇସିଆଇ ବ୍ୟାଙ୍କ୍ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ପାଇଁ ଭାରତର ପ୍ରଥମ ବ୍ୟାପକ, ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଡିଜିଟାଲ୍…

- ଅନ୍ୟ ବ୍ୟାଙ୍କ୍‌ର ଗ୍ରାହକମାନଙ୍କ ସମେତ ଏମ୍‌ଏସ୍‌ଏମ୍‌ଇ ସେବା ଗୁଡ଼ିକୁ ହାସଲ କରିପାରିବେ - ଯକୌଣସି ଏମ୍‌ଏସ୍‌ଏମ୍‌ଇ ତତ୍କାଳ ଓଭର୍‌ଡ୍ରାଫ୍ଟ (ଓଡି) ମଂଜୁରି ପାଇପାରିବେ -ଏହି ବ୍ୟବସ୍ଥା ଭିଡିଓ କେୱାଇସି ଜରିଆରେ ସମ୍ପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମରେ ଓ ତୁରନ୍ତ ଚଳନ୍ତୀ…

ସ୍ପାଇସ୍ ମନି ଓ ରେଲିଗେୟାର୍ ବ୍ରୋକିଂ ଏଲ୍‌ଆଇସି ଆଇପିଓକୁ ୧୦ କୋଟି ଗ୍ରାମୀଣ ପରିବାରରେ ପହଂଚାଇବେ

ଭାରତ ଏଲ୍‌ଆଇସି ଆଇପିଓକୁ ଚାହିଁରହିଥିବା ବେଳେ ଗ୍ରାମୀଣ ଭାରତରେ ଡିମାଟ୍ ଖାତା ଖୋଲିବା ବ୍ୟବସ୍ଥାକୁ ସରଳ କରିବା ପାଇଁ ଏକ ପ୍ରଥମ ଧରଣର ସହଯୋଗିତା ପାଇଁ ସ୍ପାଇସ୍ ମନି ଓ ରେଲିଗେୟାର୍ ବ୍ରୋକିଂ ହାତ ମିଳାଇଛନ୍ତି ଯାହା ଫଳରେ ୧ ନିୟୁତ ସ୍ପାଇସ୍ ମନି ଅଧିକାରୀମାନଙ୍କ ସହାୟତାରେ ସହଜରେ ପୁଂଜି…

ଜାଇକା ସହାୟତାରେ “ଓଡ଼ିଶା ସମନ୍ବିତ ପରିମଳ ବ୍ୟବସ୍ଥା ଉନ୍ନତିକରଣ ପ୍ରକଳ୍ପ” ସଂପର୍କରେ ସମୀକ୍ଷା

କାର୍ଯ୍ୟ ତ୍ୱରାନିତ କରି ଖୁବ ଶୀଘ୍ର କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ମନ୍ତ୍ରୀ ଶ୍ରୀ ଜେନାଙ୍କ ନିର୍ଦ୍ଦେଶ ଭୁବନେଶ୍ୱର, :ରାଜ୍ୟରେ ଜାଇକା ସାହାଯ୍ୟ ପ୍ରାପ୍ତ “ଓଡ଼ିଶା ସମ୍ମନ୍ୱିତ ପରିମଳ ବ୍ୟବସ୍ଥା ଉନ୍ନତିକରଣ ପ୍ରକଳ୍ପ” ସଂପର୍କରେ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ…

ସାରଦା ଏକାଡେମୀ 1977ବ୍ୟାଚ ସହପାଠୀ ସମ୍ମେଳନ

ଜଗତସିଂହପୁର,/ସୁମନ୍ତ କୁମାର ଦାସ:  ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆଦିକବି ସାରଳା ଦାସଙ୍କ ସମାଧି ପୀଠ ମୁନିଗୋସେଇଁ ମଠ ସ୍ଥିତ ଆଦିକବି ଭବନରେ ସାରଦା ଏକାଡେମୀ କନକପୁରର ୧୯୭୭ ବ୍ୟାଚ ସହପାଠୀ ସମ୍ମେଳନ ଓ ପୂଜ୍ୟ ପୂଜା ସମ୍ମାନ ଅନୁଷ୍ଠିତ ହୋଇଯାଇଛି| ନିମନ୍ତିତ ଅତିଥି ଓ ପ୍ରାତନ ବିଦ୍ୟାଥୀ…

ବିଶ୍ୱ ଟୀକାକରଣ ସପ୍ତାହ-୨୦୨୨

ଜଗତସିଂହପୁର/ସୁମନ୍ତ କୁମାର ଦାସ: ତା. ୨୪ ରୁ ୩୦ ଏପ୍ରିଲ ଶେଷ ସପ୍ତାହରେ ସାମୁହିକ ପଦକ୍ଷେପର ଓ ସମସ୍ତ ବୟସର ଲୋକଙ୍କୁ ରୋଗରୁ ସୁରକ୍ଷିତ ରଖିବା ପାଇଁ ଟୀକାର ବ୍ୟବହାର କୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଲକ୍ଷ୍ୟରେ "ବିଶ୍ୱ ଟୀକାକରଣ ସପ୍ତାହ" ପାଳନ କରାଯାଇଥାଏ ।ସେହିପରି ଆଜି ଅପରାହ୍ନରେ…

ଦୁଇ ଦିନିଆ ପୌରାଧ୍ୟକ୍ଷମାନଙ୍କ କର୍ମଶାଳାରେ ଗଜପତିର ଦୁଇ ସହରାଞ୍ଚଳ ପୌରାଧ୍ୟକ୍ଷା

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ଲୋକସେବା ଭବନ ଠାରେ ଅନୁଷ୍ଠିତ ହେଇଥିବା ମେୟର ଓ ପୌରାଧ୍ୟକ୍ଷଙ୍କ ପାଇଁ “ପୌର ଶାସନ ପ୍ରଣାଳୀ ଏବଂ ଉନ୍ନୟନ ପଦ୍ଧତି କର୍ମଶାଳା”ରେ ଗଜପତି ଜିଲ୍ଲାର ଦୁଇ ଗୋଟି ସହରାଞ୍ଚଳ ଯଥା ପାରଳାଖେମୁଣ୍ଡି ପୌରପରିଷଦ ଓ କାଶୀନଗର ଏନ୍‌ଏସିର…

ଗଜପତିରେ ମୁଖ୍ୟ ସଚିବଙ୍କ ସହ ପାଣ୍ଡିଆନ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ମୂଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ.ପାଣ୍ଡିଆନ ଓ ଜଳସମ୍ପଦ ସଚିବ ଅନୁ ଗର୍ଗ ଆଜି ଗଜପତି ଜିଲ୍ଲା ଗସ୍ତ କରି ଛେଳିଗଡ ଜଳସେଚନ (ଜଳବିଦ୍ୟୁତ)ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା ସହ ଟନେଲ କାମ…