ହରିଶଙ୍କର ପାନ୍ଥ ନିବାସ ଏବଂ ସାରସ୍ ଫାର୍ମକୁ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା

ଖେଳ ପଡିଆଓ ଷ୍ଟାଡିୟମ ପାଭିଲିୟନ ନିର୍ମାଣ ଏବଂ ଡାଏରୀ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ। ଗାନ୍ଧି ଷ୍ଟାଡିୟମର ଉନ୍ନତିକରଣ ପାଇଁ 2 କୋଟି 40 ଲକ୍ଷ ଟଙ୍କା ମଞ୍ଜୁର । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛକ ଠାରେ ଓମଫେଡ ପାର୍ଲୋର ଉଦଘାଟିତ । ବଲାଙ୍ଗୀର (ନିରୋଜ ମିଶ୍ର)…

ବିଶିଷ୍ଟ ଶିକ୍ଷକଙ୍କ ପରଲୋକ

ଜୁନାଗଡ / ଆଦିତ୍ୟ ମହାନ୍ତି - କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଲ ଗ୍ରାମର ବିଶିଷ୍ଟ ସମାଜ ସେବୀ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ନୀଳକଣ୍ଠ କର(୭୬)ଙ୍କ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି ।…

ବଡ଼ବିଲ୍ ସିଏଚସିରେ ଡାୟାଲିସିସ୍ କେନ୍ଦ୍ର ଉଦଘାଟିତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବଡ଼ବିଲ୍ ସିଏଚସି (ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର) ରେ ସ୍ଥାିତ ଡାୟାଲିସିସ୍ ସେଣ୍ଟର ଉଦଘାଟିତ ହୋଇଯାଇଛି । ଚଳିତ ୨୭ତାରିଖ ବୁଧବାର ଦିନ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉକ୍ତ ଡାୟାଲିସିସ୍ କେନ୍ଦ୍ରକୁ…

କଟରପଡ଼ା ଠାରୁ ଲେଙ୍କାସାହି ଭାୟା-ସାଙ୍କିଲୋ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା କାର୍ଯ୍ୟ ଆରମ୍ଭରେ ବିଳମ୍ବ

ଟେଣ୍ଡର ସରିଥିଲେ ବି ଠିକାଦାରଙ୍କ ମର୍ଜିରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ; ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କ କର୍ତବ୍ୟରେ ଚରମ ଅବହେଳା ପାଇଁ ଲୋକେ ହଟହଟା ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ):-ନିଶ୍ଚିନ୍ତକୋଇଲି ବ୍ଲକ ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ…

ବିଜେଡିରେ ଯୋଗ ଦେଲେ ସାମ୍ବାଦିକ ସ୍ୱୟଂପ୍ରକାଶ

ଭୁବନେଶ୍ୱର: ଜଣାଶୁଣା ଟିଭି ଉପସ୍ଥାପକ, ବୈଦ୍ୟୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ସ୍ୱୟଂପ୍ରକାଶ ମହାପାତ୍ର ବୁଧବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କ…

କିମ୍‍ସରେ ଯୋଗଦେଲେ ଦୁଇ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଡାକ୍ତର

ଭୁବନେଶ୍ୱର,: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ହେପାଟୋପାଥୋଲୋଜିଷ୍ଟ ଡା. ଅସୀମ ଦାସ ଓ ବିଶିଷ୍ଟ ହେପାଟୋଲୋଜିଷ୍ଟ ଡା. ଅଶୋକ କୁମାର ଚୌଧୁରୀ କିମ୍‍ସରେ ଭିଜିଟିଂ ପ୍ରଫେସର ଭାବେ ଯୋଗ ଦେଇଛନ୍ତି । ଡା. ଦାସ ୧୯୮୭ରେ କଲିକତା ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ ପରେ ଚଣ୍ଡିଗଡସ୍ଥିତ ପିଜିଆଇଏମ୍‌ଆରରୁ…

ସମତା ଏକ୍ସପ୍ରେସ ପୂର୍ବଭଳି ଚଳାଚଳ କରିବ

ଭୁବନେଶ୍ୱର : ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ପ୍ରାଧିକରଣରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ରାୟଗଡା-ଟିଟିଲାଗଡ ଏବଂ ରାୟପୁର ମାର୍ଗ ଦେଇ ଚଳାଚଳ କରୁଥିବା ବିଶାଖାପାଟନମ୍-ହଜରତ ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସକୁ ବିଶାଖାପାଟନମ୍ ଠାରୁ 26…

ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା କେକୀସିଙ୍ଗ ଗ୍ରାମରେ ଛତୁଚାଷ ତାଲିମ…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ରାୟଗଡ ବ୍ଲକର ଲୋବା ପଞ୍ଚାୟତ ଅନ୍ତର୍ଗତ କେକୀସିଙ୍ଗ ଗ୍ରାମରେ ୧୦ ଦିନିଆ ଛତୁଚାଷ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ହୋଇଛି। ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ…

ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରକାରୀ ମହେନ୍ଦ୍ର ଗିରି ପୌର ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା , ଭୁବନେଶ୍ୱର ଆନୁକୂଲ୍ୟରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ…