Sign in
Sign in
Recover your password.
A password will be e-mailed to you.
ନୀଳମାଧବ ପୀଠର ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
୧୦୦ କୋଟି ଟଙ୍କା ଖର୍ଚ୍ଚହେବ , ୧୮ ମାସରେ ସଂପୂର୍ଣ୍ଣ
କଣ୍ଟିଲୋ ଜନସାଧାରଣଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ…
ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୧ ତମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭାଗୃହରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୧ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ସମାରୋହରେ ଜିଲ୍ଲା ପରିଷଦ…
ଦିବ୍ୟାଙ୍ଗ କ୍ରୀଡ଼ା ବିତ ଙ୍କୁ ଜିଲ୍ଲାପାଳ ଙ୍କ ସହାୟତା
ଜଗତସିଂହପୁର, /ସୁମନ୍ତ କୁମାର ଦାସ: ଶ୍ରୀ ପ୍ରଫୁଲ୍ଲ କୁମାର ଖଣ୍ଡାୟତ ରାୟ, ଗ୍ରାମ-ଓଡିଶାଗଡ ,ପୋଷ୍ଟ -ଆଶ୍ରମ ପାଟଣା ଜଣେ ଶତ ପ୍ରତିଶତ ଭିନ୍ନ କ୍ଷମ କ୍ରୀଡ଼ାବିତ୍ l ସେ ଜଣେ ଦିବ୍ୟାଙ୍ଗ କ୍ରୀଡ଼ା ବିତ୍ ହେଲେ ମଧ୍ୟ ୨୦୨୧-୨୨ ମସିହାରେ ଜାତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ହୁଇଲ ଚେୟାର…
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୦ ଜୟନ୍ତୀ ପାଳିତ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଧୁନିକ ଓଡିଶାର ନିର୍ମାତା ଥିଲେ ମହାରାଜା କୃଷ୍ଣଚନ୍ଦ୍ର ,ଯୋଗଜନ୍ମା ମହାରାଜା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୦ତମ ଜୟନ୍ତୀ ଆଜି ଜଗତସିଂହପୁର ସାରସ୍ଵତ ପରିଷଦ ପକ୍ଷରୁ ୧୦ ନମ୍ବର ସ୍ଥିତ ଗାୟତ୍ରୀ ଏଜୁକେଶନ ପଏ…
ଜେଲରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ଖୋର୍ଦ୍ଧା:(ସେକ କୌଶର )ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲରୁ ମୁକୁଳିଛନ୍ତି। ବିଧାୟକ ବାଣପୁର ସବଜେଲରୁ ମୁକୁଳିଛନ୍ତି। ବିଧାୟକଙ୍କୁ ଉଚ୍ଚ ନ୍ୟାୟାଳୟ ୭ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ ପରେ ସେ ଆଜି ସାମୟିକ ଭାବେ ଜେଲରୁ ମୁକୁଳିଛନ୍ତି। ସ୍ୱାସ୍ଥ୍ୟଗତ ଚିକିତ୍ସା ନିମନ୍ତେ ସାତ…
ଅବାଧ ଗୋ-ଚାଲାଣ ବେଳେ ମାଡି ବସିଲା ପୋଲିସ
ସାରସକଣା/ନବକିଶୋର ମହାପାତ୍ର: ଓଡ଼ିଶା, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତର ମୟୂରଭଞ୍ଜଜିଲ୍ଲାର ଝାରପୋଖରିଆ ଥାନା ଏକ ସମ୍ବେଦନଶୀଳ ଥାନା ହୋଇଥିବା ବେଳେ ପୂର୍ବରୁ କର୍ମଚାରୀଙ୍କ ଅବହେଳା ଲାଗି ଅଞ୍ଚଳରେ ବିଭିନ୍ନ ପ୍ରକାର ବେଆଇନ କାର୍ଯ୍ୟ ଦିନ ଖୁଲମଖୁଲା ଚାଲୁଥିବା ଦେଖିବାକୁ ମିଳୁଛି ।…
ଭାରତର ଅର୍ଥନୀତି ଅଭିବୃଦ୍ଧିକୁ ସାରା ବିଶ୍ବ ସ୍ବାଗତ କରୁଛି: ବୈଜୟନ୍ତ
ରାଏସିନା ଆଲୋଚନା ଚକ୍ର- ୨୦୨୨
ନୂଆଦିଲ୍ଲୀ / ଭୁବନେଶ୍ବର - ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଓ ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ନୂଆ ଦିଲ୍ଲୀଠାରେ ରାଏସିନା ଆଲୋଚନା ଚକ୍ର- ୨୦୨୨ ର ୭ତମ ସଂସ୍କରଣ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଗତକାଲି…
୨୦୨୪ ସୁଦ୍ଧା ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ
ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ: ଜଳସଂପଦ ବିଭାଗର ରୂପାନ୍ତର ଉପକ୍ରମ ଉପରେ ଉପସ୍ଥାପନା
ପ୍ରଯୁକ୍ତି ବିଦ୍ୟା, ଟିମ୍ ୱାର୍କ, ଦାୟିତ୍ବବାନ ପୁନର୍ବାସ ନୀତି, ଶ୍ରମିକ କଲ୍ୟାଣ ଆଦିର ସଫଳ ପ୍ରୟୋଗ
ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ସବୁ ବିଭାଗ ଏହିପରି ଅଭିନବ ପ୍ରୟୋଗରେ…
ଯଶସ୍ବୀ ସାଧକ ମନୋଜ ଦାସଙ୍କ ସ୍ମୃତିରେ ଆନ୍ତର୍ଜାତୀୟ ପୁରସ୍କାର ନିୟମାବଳୀରେ ପରିବର୍ତ୍ତନ
ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଭାରତୀୟ ଭାଷାର ସାହିତ୍ୟିକଙ୍କୁ ପୁରସ୍କାର ଦିଆଯିବ
ମନୋଜ-କିଶୋର ସାହିତ୍ୟ ପ୍ରତିଭା ପୁରସ୍କାର ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି
ମନ୍ମଥ-ମନୋଜ ସ୍ମାରକୀ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ କରି ଖୁବଶୀଘ୍ର କାର୍ଯ୍ୟକାରୀ…
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଟୋଇ ମାନଙ୍କ ପାଇଁ ଜଳଛତ୍ର କାର୍ଯ୍ୟକ୍ରମ ।
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଛାତ୍ର ଯୁବ ଜନତା ଦଳ ତରଫରୁ ନିଶ୍ଚିନ୍ତକୋଇଲି ଥାନା ଛକ ନିକଟରେ ବିଶାଳ ମେଗା ଜଳଛତ୍ର କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏହି ଶିବିରରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୋଜି ସେଠୀ, ନିଶ୍ଚିନ୍ତକୋଇଲି…