କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ :କାଶିପୁର ରେ ହୋଇଜା ପରିସ୍ଥିତି ଜଟିଳ ହେବାରେ ଲାଗିଛି | ଦୁଇଦିନ ପୂର୍ବରୁ ଟିକିରି ପଞ୍ଚାୟତ ଜାମୁଗୁଡା ଜଣେ ଓ ପାନ ବନ୍ଦ ଗ୍ରାମର ଜଣେ ଝାଡା ବାନ୍ତି ରେ ମୃତ ଘଟି ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତ ଙ୍କ ସଂଖ୍ୟା ୩୦୦ ର ଉର୍ଧ ରେ ପହଞ୍ଚିଲାଣି।ପୁଣି ଜାମୁଗୁଡା ଗ୍ରାମର ୩ଜଣ ଆକ୍ରାନ୍ତ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଛିନ୍ତି।
ରାୟଗଡା ଜିଲାପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ ଓ ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ ଜାମୁଗୁଡା ଓ ପାନବନ୍ଦ ମୃତକ ପରିବାରକୁ ଭେଟି ଆଶ୍ଵାସନା ଦେବା ସହ ହୋଇଜା ହେଲେ କିପରି ସତର୍କତା ଅବଲମ୍ବନ କରିବାକୁ ହେବ ବୁଝାଇବା ସହ କିପରି ମୋବାଇଲ ହେଲତ ଟିମ ଗାଁ ଗାଁ ବୁଲି ରୋଗିସେବା କରୁଛନ୍ତି ପଚାରିବୁଝିଥିଲେ।
Sign in
Sign in
Recover your password.
A password will be e-mailed to you.