ଭଦ୍ରକ, ସୀତାକାନ୍ତ ପାଢ଼ୀ –:ଗତକାଲି ମଧ୍ୟରାତ୍ରିରେ ଭଦ୍ରକ ଜିଲ୍ଲା ନଳlଙ୍ଗ ସାଇ ମନ୍ଦିର ସମ୍ମୁଖରେ ହାଇୱା ଧକ୍କାରେ ଜଣେ ସାଇକେଲେ ଆରୋହୀ ଙ୍କ ମୃତ। ସୂଚନା ଯୋଗ୍ୟ ହାଇୱା ଗାଡ଼ି ଟି କଲିକତା ରୁ କଟକ ଅଭିମୁଖେ ଦୃତବେଗରେ ଯାଉଥିବା ସମୟରେ ଏକ ସାଇକେଲ ଆରୋହୀ ଙ୍କ ପଛପଟୁ ଜୋରରେ ଧକ୍କା ଦେଇଥିଲା ଯାହା ଫଳରେ ସାଇକେଲ ଆରୋହୀ ଜଣଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଧକ୍କାଦେବା ପରେ ଡ୍ରାଇଭର ଫେରାର ଥିବାବେଳେ ହେଲପର ଜଣଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.