ଅବସର କାଳୀନସମ୍ବର୍ଦ୍ଧନା ଉତ୍ସବ

0

ଜଗତସିଂହପୁର /ପ୍ରିତିରଞ୍ଜନ ଦାସ: ଜଗତସଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଗାରୋଇ ବିଦ୍ୟାଳୟ ରୂପାନ୍ତରିକରଣର ଶୁଭ ଶିଳାନ୍ୟାସ ଉତ୍ସବ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଜେନା ଓ ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ହଟ୍ଟକିଶୋର ବିଶ୍ୱାଳଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠାନର ସହକର୍ମୀ, ଛାତ୍ର ଛାତ୍ରୀ ଓ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଦ୍ୟାଳୟ ପରିସରରେ ତା -୦ ୫.୦୮.୨୦୨୨ ରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ଏହି ସଭାରେ ମୁଖ୍ୟବକ୍ତା ଭାବରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଉପ ନିର୍ଦେଶକ ଶ୍ରୀଯୁକ୍ତ ଅଭୟ କୁମାର ମଲ୍ଲିକ | ପ୍ରତିଷ୍ଠାତା, ଶ୍ରୀଯୁକ୍ତ ବେଣୁଧର ମହାନ୍ତି, ନାଉଗାଁ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀମତୀ ତୃଷ୍ଣା ଲେଙ୍କା, ନାଉଗାଁ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସୁଜିତ ପୁହାଣ, ନାଉଗାଁ ମଣ୍ଡଳ ଶିକ୍ଷଧିକାରିଣୀ ଶ୍ରୀମତୀ ମନୋରମା ରାଉତ, କୋରୁଅ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସନ୍ଧ୍ୟାରାଣୀ ବେହେରା, କୋରୁଅ ଗ୍ରାମପଞ୍ଚାୟତର ସମିତିସଭ୍ୟ ଶ୍ରୀଯୁକ୍ତ ପପୁରଞ୍ଜନ ମଲ୍ଲିକ ଯୋଗଦେଇଥିଲେ |

Leave A Reply

Your email address will not be published.