ମାରଓ୍ବାଡି ଯୁବାମଞ୍ଚ ପକ୍ଷରୁ କେର୍ମେଲାବାହାଲ ଠାରେ କାଉଡିଆ ସେବା ।

0 1

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ନୄସିଂହନାଥ ପିଠରେ ଜଳ ଉଠାଇବା ପାଇଁ କାଉଡିଆ ମାନଙ୍କ ସମାଗମ ହୋଇଥାଏ । ଶ୍ରାବଣ ମାସର ଶେଷ ସୋମବାର କାରଣରୁ ଶତାଧିକ କାଉଡିଆ ଆଖପାଖ ଅଞ୍ଚଳରୁ ଆସି ନୄସିଂହନାଥ ପିଠରୁ ଜଳ ନେଇ ନିଜ ଗାଁ ମନ୍ଦିରରେ ଜଳ ଲାଗି କରିଛନ୍ତି । ଚାପିଚାଲି କାଉଡିଆ ମାନେ ଆସିଥାନ୍ତି ତେଣୁ ସେମାନଙ୍କ ସେବାପାଇଁ ମାରଓ୍ବାଡି ଯୁବାମଞ୍ଚର ସଦସ୍ୟ ମାନେ କେମେର୍ଲାବାହାଲ ଛକଠାରେ ଆୟୋଜନ କରିଥିଲେ । ଯୁବାମଞ୍ଚ ପକ୍ଷରୁ କାଉଡିଆ ମାନଙ୍କ ଖାଇବା ,ବିଶ୍ରାମ ନେବା ର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.