ମୋଦି ସରକାର ଙ୍କ ବିରୋଧ ରେ ଯୁବ କଂଗ୍ରେସ ର ଶୋଭାଯାତ୍ରା

0

ବାସୁଦେବପୁର(ପ୍ରତାପ ପାଢ଼ୀ) -ସବୁ କ୍ଷେତ୍ର ରେ ମୋଦି ସରକାର ଙ୍କ ବିଫଳତା ଦର୍ଶାଇ ଆଜି ବାସୁଦେବପୁର ରେ ଯୁବ କଂଗ୍ରେସ ପକ୍ଷ ରୁ ସ୍ଥାନୀୟ ବଜାର ରେ ଏକ ଶୋଭାଯାତ୍ରା କରା ଯାଇଛି। ଯୁବ କଂଗ୍ରେସ କର୍ମୀ ମାନେ ବିଭିନ୍ନ ନା ରା ବାଜି କରି ବଜାର ରେ ଏକ ଶୋଭାଯାତ୍ରା କରି ଶାନ୍ତି ପୂର୍ଣ୍ଣ ଭାବ ରେ ପ୍ରତିବାଦ କରି ଥିଲେ। ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟ କାରୀ ସଭାପତି ସୁବ୍ରତ ବେହେରା ଙ୍କ ସହ ବାସୁଦେବପୁର ଯୁବ କଂଗ୍ରେସ ନଗର ସଭାପତି ସୁଶାନ୍ତ ମହାକୁଡ, ସୁଦର୍ଶନ ମହାକୁଡ, ରାକେଶ ମହାନ୍ତି, ରମେଶ ଚାନ୍ଦ ଙ୍କ ସହ ଅନେକ ଯୁବ କଂଗ୍ରେସ କର୍ମୀ ଶୋଭାଯାତ୍ରା ରେ ଭାଗ ନେଇ ଥିଲେ।

Leave A Reply

Your email address will not be published.