ଆଖୁଆପଦାଠାରେ ବିପଦ ସଙ୍କେତ ଦେଇଚି ବୈତରଣୀ

0

ଭଦ୍ରକ (ସତ୍ୟବ୍ରତ ନାୟକ) ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା। ସେପଟେ କେନ୍ଦୁଝର ଜିଲ୍ଲା ତଥା ଉପରେ ମୁଣ୍ଡରେ ବର୍ଷା ଲାଗି ରହିଥିବା ରୁ ବୈତରଣୀରେ ନଦୀରେ ବନ୍ୟା ଆଶଙ୍କା କରାଯାଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଜଗନ୍ନାଥ ପ୍ରସାଦ ନିକଟରେ ଥିବା ଆଖୁଆପଦାଠା ଆନିକୋଟ ନିକଟରେ ବିପଦ ସଙ୍କେତ ଦେଇଚି ବୈତରଣୀ। କିନ୍ତୁ ବର୍ତ୍ତମାନ ସୁଦ୍ଧା ବୈତରଣୀ ନଦୀ ଆଖୁଆପଦା ଠାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି. ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ଥିବା ବେଳେ,ସକାଳ ୧୨ ଟା ସୁଦ୍ଧା  ୧୭.୭୨ରେ ପାଣି ପ୍ରବାହିତ ହେଉଛି।ଜଳ ସ୍ତର ଉପର ତଳ ହେଉଥିବା ବେଳେ ଉପର ମୁଣ୍ଡରେ ମେଘର ପରିମାଣ ଅନୁଯାୟୀ ଆଖୁପଦା ଠାରେ ସାମାନ୍ୟ ଵିପଦ ସଙ୍କେତ ଛୁଇଁ ପାରେ ବର୍ଷା ଜଳ।

Leave A Reply

Your email address will not be published.