ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ଠାରେ ଆଜି ଅଜାଦି କା ଅମୃତ ମହୋତ୍ସବ ଅବସରରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାରେ ପାଇକମାଲ ଆଂଚଳର ଅନେକ ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀ , ସ୍ଥାନୀୟ ବଣିକ ସଂଘ , ଯୁବା ମଞ୍ଚର କର୍ମକର୍ତା , ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ , ପାଇକମାଲ ଥାନା ଅଂଚଳରେ ମୁତୟନ ଥିବା କେନ୍ଦ୍ରୀୟ ରିଜର୍ବ ପୋଲିସ ଫୋର୍ସ ର ଯବାନ ମାନେ ଜାତୀୟ ପତାକା ତ୍ରିରଙ୍ଗା ଧରି ରେଳିରେ ସାମିଲ ହୋଇଥିଲେ । ଦେଶଭକ୍ତି ର ନାରା ଓ ସଙ୍ଗୀତ ରେ ପ୍ରକମ୍ପିତ ହେଉଥିଲା ସମଗ୍ର ପାଇକମାଲ । ମନେ ହେଉଥିଲା ତ୍ରିରଙ୍ଗା ମୟ ହୋଇ ପଡିଛି ସମଗ୍ର ପାଇକମାଲ ।
Sign in
Sign in
Recover your password.
A password will be e-mailed to you.
Prev Post