ବରେଲିରେ ପ୍ରଥମ ରଥ ଉତ୍ସବ

0


ବରେଲି: ଗୁରୁଜୀ ଡ. ଚନ୍ଦ୍ର ଭାନୁ ଶତପଥୀ ଜୀ ଙ୍କ ଦିବ୍ୟ ମାର୍ଗଦର୍ଶନରେ ଉତ୍ତର ପ୍ରଦେଶ,ବରେଲିରେ ପ୍ରଥମ ରଥ ଉତ୍ସବ ଅତ୍ୟନ୍ତ ଶ୍ରଦ୍ଧା ଏବଂ ଆନ୍ଦର ସହିତ ପାଳନ କରାଗଲା।

ହଜାର ହଜାର ଭକ୍ତ ଏକତ୍ରିତ ହୋଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥ ଟାଣିଲେ, ଭଜନ କୀର୍ତନ କଲେ ଏବଂ ତାଙ୍କର ଆଶୀର୍ବାଦ ଲାଭ କଲେ। ଏହା ଶ୍ରଦ୍ଧା, ଏକତା ଏବଂ ପ୍ରେମର ଏକ ସୁନ୍ଦର ନିଦର୍ଶନ ଥିଲା। ପ୍ରକାଶ ଥାଉ କି ଗତ ବର୍ଷ ଜୁଲାଇ 14 ରେ ଗୁରୁଜୀ ଶ୍ରୀ ଶତପଥୀ ପ୍ରତିଷ୍ଠାରେ ଯୋଗ ଦେଇଥିଲେ l

Leave A Reply

Your email address will not be published.