ଜଳବନ୍ଦୀରେ ଆୟତପୁର ପଞ୍ଚାୟତ ଚାଷୀ ମୁଣ୍ଡରେ ଚଡ଼କ

0

ହାଟଡିହି/ମକରଧ୍ବଜ ଯେନା: ଶ୍ରାବଣୀ ବର୍ଷାର ଭୟଙ୍କର ରୂପଧରିଛି ମା ବୈତରଣୀ ନଦୀ। ଆୟତପୁର ଗ୍ରାମ ପଞ୍ଚାୟତଟି ଛଅ ଗୋଟି ଗ୍ରାମ କୁ ନେଇ ପବାୟତ ଶାସନ ଚାଲିଛି। ଏହି ପଞ୍ଚାୟତ ର ସରପଞ୍ଚ ଦାୟିତ୍ୱରେ ଅଛନ୍ତି ଶ୍ରୀମତୀ ଲତିକା ଜେନା ପ୍ରବଳ ବର୍ଷା ଯୋଗୁ ନଦୀ ବନ୍ଧ କୁଳରେ ଥିବା ଗ୍ରାମ ଗୁଡିକ ନୁଆଗାଁ, ରାଘପୁର, ଆୟତପୁର, ମଦରଙ୍ଗା, ଅମୃତପୁର ଗ୍ରାମ ଗୁଡିକ ପ୍ରବଳ ବର୍ଷା ଯୋଗୁ ଜଳ ବନ୍ଦୀରେ । ଆଜି କାଲିର ସମସ୍ୟା ଚାଷି ଜମି ଚାଷ କରିବା ପାଇଁ ବିଲରେ ତଳି ପକେଇବା ସାଙ୍ଗକୁ ଧାନ ରୁଆ ପୋତା କରିବାପାଇଁ ଯୈଜନା କରିଥିଲେ ବର୍ଷକୁ ଖାଦ୍ୟ ସଙ୍ଗରହ କରିବାପାଇଁ। ନଦୀ ପାଣି ଶ୍ରାବଣୀ ବର୍ଷା ଦାଉ ସାଜିଲା । ଆଠସହ ହେଟର ଜମି ରୁ ଉର୍ଦ୍ଧ୍ବ ଧାନ ଚାଷୀ ମୁଣ୍ଡରେ ଚଡ଼କ ବେଳେ ପାଳ ଗୈଦାମ ବାଇଗଣ, ଭେଣ୍ଡି,ଆଦି ଫସଲ ନଷ୍ଟ ହୋଇଯାଇଛି। ଚାଷୀ ବିଜୟ ଯେନା,ସୁଗ୍ରିବ ଯେନା, ବିରଭର୍ଦ୍ଦ ଯେନା, ପ୍ରଭୁତି। ଏହି ଗ୍ରାମ ଗୁଡିକ ଚତୁଃପାର୍ଶ୍ଵରେ ଭୟଙ୍କର ଜଳ ବନ୍ଦୀରେ ରହିଛନ୍ତି। ଏଠି ଅଭାବି ଲୋକ ଖାଦ୍ୟ ପେୟରୁ ବଂଚିତ। ଏଣୁ ଉଚ୍ଚକତୁପଷ ସରକାରୀ କର୍ମଚାରୀ ଏହି ପଞ୍ଚାୟତ ଦୃଷ୍ଟିଦେଇ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦାବି।

Leave A Reply

Your email address will not be published.