ଲଣ୍ଡନରେ ଭାରତୀୟଙ୍କ ଉପରେ ଆକ୍ରମଣ : ଉଦବେଗ ପ୍ରକାଶ ସହ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

0

ଲଣ୍ଡନ : ଲଣ୍ଡନର ଲିସେଷ୍ଟରରେ ଭାରତୀୟ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି ଭାରତ | ଲଣ୍ଡନସ୍ଥିତ ଭାରତର ହାଇ କମିଶନ ଏ ଘଟଣାର ନିନ୍ଦା କରିବା ସହ ଏହି ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।  ଏହାସହିତ ପ୍ରଭାବିତ ଭାରତୀୟଂକୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବା ପାଇଁ ମଧ୍ୟ ହାଇ କମିଶନ ଦାବି କରିଛନ୍ତି |

Leave A Reply

Your email address will not be published.