କିଡ଼ନୀ ରୋଗୀ ଙ୍କୁ ସହାୟତାର ହାତ ବଢାଇଲେ ବିଧାୟକ ପ୍ରତାପ ଜେନା l

0

(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ)- କୀଡନି ରୋଗୀ ଶିବପ୍ରସାଦ ବାରିକ ଙ୍କୁ ପୂର୍ବତନ ମନ୍ତ୍ତୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ସହାୟତା ପ୍ରଦାନ କରାଯାଇଛି l ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବାଲିଆପଦା ଗ୍ରାମ ପଞ୍ଚାୟତ ର ଶିବପ୍ରସାଦ ବାରିକ ଙ୍କର କିଡନୀ ଖରାପ ଖବର ପାଇ ବିଧାୟକ ଶ୍ରୀ ଜେନା ଙ୍କ ନିର୍ଦେଶ କ୍ରମେ ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ବିଜୁ ଜନତା ଦଳ ବ୍ଲକ ସଭାପତି ରମାକାନ୍ତ ମହାନ୍ତି, ଯୁବନେତା ପ୍ରମୋଦ ସ୍ୱାଇଁ, ସମିତିସଭ୍ୟ ରାଜେଶ ବେହେରା, ସୁଶାନ୍ତ ନାୟକ, ସରପଞ୍ଚ ଏବଂ ବାଲିଆପଦା ଅଞ୍ଚଳର ବିଜୁ ଜନତା ଦଳ କର୍ମୀ କୀଡୀନି ରୋଗରେ ଚିକିତ୍ସିତ ଶିବ ପ୍ରସାଦ ବାରିକ ଙ୍କ ଘରେ ପହଁଚି 5 ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି l ଏପରିକି ବିଧାୟକ ଶ୍ରୀ ଜେନା ଶିବଙ୍କ ଚିକିତ୍ସା ନିମନ୍ତେ ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି l

Leave A Reply

Your email address will not be published.