ସିମୁଳିଆ(ଅକ୍ଷୟ କୁମାର ଜେନା): ବାଲେଶ୍ୱର ଜିଲ୍ଲାପାଲ ଦତ୍ତାତ୍ରୟ ଭାଉ ସାହେବ୍ ସିନ୍ଧେ ସିମୁଳିଆ ବ୍ଲକ ରେ ଅଚାନକ ପରିଦର୍ଶନ ରେ ଆସି ବିଭିନ୍ନ ପ୍ରକଳ୍ପ ସ୍କୁଲ୍ ମେଡିକାଲ ଉନ୍ନତି ମୂଳକ କାର୍ଯ୍ୟ ର ତଦାରଖ କରିଥିଲେ। ଜିଲ୍ଲା ପାଳ ଙ୍କ ଏପରି ଗସ୍ତ ସରକାରୀ ମହଲ ରେ ଛନକା ସୃଷ୍ଟି କରିବା ସହ ସବୁ ସରକାରି ଅଫିସ ତତ୍ପର ହେଉଥିବା ର ଦେଖାଯାଉଛି। କଳାସୁଣି ସ୍ଥିତ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ଛତୁ ଚାଷ ପ୍ରଣାଳୀ ଦେଖି ଖୁସି ହେବା ସହ ଆଗାମୀ ଦିନରେ ସବୁ ପ୍ରକାର ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇ ଥିଲେ।
Sign in
Sign in
Recover your password.
A password will be e-mailed to you.