Sign in
Sign in
Recover your password.
A password will be e-mailed to you.
ପାରଳାଖେମୁଣ୍ଡି ଠାରେ ଶ୍ରୀଗୁଣ୍ଡିଚା ରଥଯାତ୍ରା : ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
https://youtu.be/aYXuHUUGNLo
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଚତୁର୍ଦ୍ଧାମୁର୍ତ୍ତୀଙ୍କ ଶ୍ରୀଗୁଣ୍ଡିଚା ଅଭିମୁଖେ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଓଡଶା ଆନ୍ଧ୍ର ସୀମାନ୍ତ ପାରଳାଖେମୁଣ୍ଡି ଠାରେ ଏହି ରଥାଯାତ୍ରାରେ ଚଳିତ ଥର ହଜାର…
ମହାପ୍ରଭୁଙ୍କ ଟାହିଆ ଭକ୍ତଙ୍କୁ ବ୍ୟାକୁଳ କରୁଥିଲା
ପୁରୀ (ଅନିମେଶ ପଟ୍ଟନାୟକ): ଚଳିତଥର ରଥଯାତ୍ରା ଥିଲା ବେଶ ମନ ମୁଗ୍ଧକର । ଏକାକାର ହୋଇଯାଇଥିଲେ ବଡଦାଣ୍ଡରେ ଥିବା ପ୍ରତ୍ଯେକଟି ବ୍ୟକ୍ତି । ବେଶ ମନୋରମ ଥିଲା ଚଳିତଥର ତିନି ଠାକୁରଙ୍କ ପହଣ୍ଡିବିଜେ । ମନମୁଗ୍ଧକର ଥିଲା ମହାପ୍ରଭୁ ଜଗନ୍ନାଥଙ୍କ ଟାହିଆ ହଲାଇ ରଥକୁ ବିଜେ କରିବା । ହରିବୋଲ…
ଦାଇଁଲୋ ପଞ୍ଚାୟତ ରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ
ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ ର ବିଭିନ୍ନ ପଂଚାୟତ ରେ ଚାଲିଛି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ l ଏହି କାର୍ଯ୍ୟରେ କେବଳ କାଗଜ ପତ୍ରରେ ମୁଲିଆ ଦିନ ମଜୁରିଆ ଦର୍ଶାଇ ପ୍ରକୃତ ଜେସିବି ମେସିନ…
ନୂତନ ଲଫଫା ଓ ପୋଷ୍ଟକାର୍ଡ ଉନ୍ମୋଚନ
ଭଞ୍ଜନଗର: ଭାରତୀୟ ଡାକସେବା ତରଫରୁ ଦେଶ ବ୍ୟାପି ନୂତନ ଭାବେ ଲଫାଫା ଓ ପୋଷ୍ଟକାର୍ଡ ଉନ୍ମୋଚିତ ହୋଇଯାଇଛି।ତାହାର ଅଂଶ ସ୍ୱରୂପ ଓଡ଼ିଶା ଡାକସେବା ମଣ୍ଡଳ ତରଫରୁ ଆସିକା ଡ଼ାକମଣ୍ଡଳ ଅଧିନ ଭଞ୍ଜନଗର ମୁଖ୍ୟ ଡାକ ଘରେ ମଧ୍ୟ ଏହି ଉନ୍ମୋଚନ ଉତ୍ସବ ପାଳନ କରା ଯାଇଥିଲା।ଏହି ଅଵସରରେ ଘୁମୁସର ବରିଷ୍ଠ…
ଘୁ.ଉଦୟଗିରି ଠାରେ ଅନନ୍ଦ ଉଲହାସର ସହ ରଥଯାତ୍ରା ପାଳିତ.
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବଡ଼ ଦାଣ୍ଡରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ଵଜ ଏବଂ ମାତା ସୁଭଦ୍ରାଙ୍କ ଦେବଦଳନ ତିନି ରଥଙ୍କୁ ଉପସ୍ଥିତ ଭକ୍ତ ଏବଂ ଶ୍ରଦ୍ଧାଳୁ ମହାଆନନ୍ଦରେ ଟାଣି ଟାଣି ନେଇତାଙ୍କ ମାଉସୀମାଙ୍କ ମନ୍ଦିର…
ଜଗତସିଂହପୁର ବ୍ଲକ ର ବିଭିନ୍ନ ସ୍ଥାନରେ ପବିତ୍ର ଘୋଷଯାତ୍ରା
ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ମହାପ୍ରଭୁ ଜଗନ୍ନାଥ ଙ୍କର ଘୋଷ ଯାତ୍ରା ମହାଡ଼ମ୍ବର ସହିତ ଭକ୍ତ ମାନେ ପାଳନ କରିଛନ୍ତି l ମହାମାରୀ କରୋନା ପାଇଁ ଦୀର୍ଘ ୨ ବର୍ଷ ଧରି ଏହି ଘୋଷ ଯାତ୍ରା ହୋଇନଥିଲା l ଦୀର୍ଘ ୨ ବର୍ଷ ପରେ ଏହି ଘୋଷ ଯାତ୍ରା…
ଜୁଲାଇ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁଲାଇ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ହେବାକୁ ଥିବା ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି l ଜୁଲାଇ ୪ ତାରିଖ ରେ ଏରସମା ବ୍ଲକ, ଜୁଲାଇ ୧୧ ତାରିଖ ରେ ରଘୁନାଥପୁର ବ୍ଲକ, ଜୁଲାଇ…
ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଙ୍କ ରଥ ଯାତ୍ରା ଅନୁଷ୍ଠିତ ।
ବାସୁଦେବପୁର ରୁ ପ୍ରତାପ କୁମାର ପାଢୀ : ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଙ୍କ ପୀଠ ରେ ପ୍ରଭୁ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କରନା ମହାମାରୀ କାରଣ ରୁ ଗତ ଦୁଇ ବର୍ଷ ରଥ ଯାତ୍ରା ଉପରେ କଟକଣା ଥିବାରୁ ଭକ୍ତ ମାନଙ୍କ ମଧ୍ୟ ରେ…
ରାସ୍ତା କଡରେ ଏକ କନ୍ୟା ସନ୍ତାନ ଜନ୍ମ,ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଲେ୧୦୮ଆମ୍ବୁଲାନ୍ସ କର୍ମଚାରୀ।
ଜନନୀ ଯନ୍ତ୍ରଣା ରେ ଛଟପଟ ହୋଉଥିବା ମହିଳାଙ୍କୁ ଷ୍ଟ୍ରେଚରରେ ବୋହିଆଣି ,ମାଆ ଓ ଶିଶୁଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କଲେ ଭର୍ତ୍ତି
କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ : ପୁଣି ଜନନୀ ଯନ୍ତ୍ରଣା । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶ୍ୱ।ଲି ପଞ୍ଚାୟତର ଦୁର୍ଗମ ନିୟମଗିରି…
ଏଏସଜି ନେତ୍ର ଚିକିତ୍ସାଳୟ ଓ ଆପଣଙ୍କ ସେବା ସଙ୍ଘ ତରଫରୁ ସେବା କାର୍ଯ୍ୟ ।
ଅସ୍ତରଙ୍ଗ(ଦୁଃଶାସନ ନାୟକ) : ଭୁବନେଶ୍ୱରର ଏଏସଜି ନେତ୍ର ଚିକିତ୍ସାଳୟ ଓ ପୁରୀ ଜିଲ୍ଲାର ପ୍ରମୁଖ ସେବା ସଂଗଠନ ଆପଣଙ୍କ ସେବା ସଂଘ ତରଫରୁ ପୁରୀର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ର ରଥଯାତ୍ରା ଅବସରରେପୁରୀକୁ ଆସୁଥିବା ଭକ୍ତମାନଙ୍କ ସେବାନେଇ ବଡ଼ ଦାଣ୍ଡରେ ଚାରିଗୋଟି ଷ୍ଟଲ ଖୋଲାଯାଇ ଖାଦ୍ୟ…