ଦକ୍ଷତା ଭିତ୍ତିକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଦକ୍ଷତା ଭିତ୍ତିକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଜିଲ୍ଲା ସ୍ତରୀୟ ବକୃତା , ପ୍ରବନ୍ଧ , କବିତା ଆବୃତ୍ତି ,…

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରତିଯୋଗିତା ଅନୁଷ୍ଠିତ

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏହାର ପ୍ରତିଷ୍ଠା ଦିବସ ଉପଲକ୍ଷେ ସାହିତ୍ୟ ସମ୍ବର୍ଦ୍ଧିୟ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ସହ କୃତୀ ଛାତ୍ରଛାତ୍ରୀ ମାନଙ୍କ ର ପୁରସ୍କାର ବିତରଣୀ ଉତ୍ସବ ଆଜି…

କାମରେ ଆସୁନାହିଁ ୫-ଟି ସ୍କୁଲ, ବାରଣ୍ଡାରେ ଚାଲିଛି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ

ବଲାଙ୍ଗିର: ରାଜ୍ୟ ସରକାର ପ୍ରତ୍ୟେକ ସ୍କୁଲକୁ ୫ଟିରେ ସାମିଲ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି | ହେଲେ ସେ ସବୁ ପାଣିରେ ପଡିଲା ଭଳି ମନେ ହେଉଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବା ପାଇଁ ୫ଟିରେ ସ୍କୁଲ ଗୁଡିକୁ ରୂପାନ୍ତରିତ କରାଯାଇଛି। ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା…

ଦ୍ରୌପଦୀଙ୍କ ପାଇଁ ସମର୍ଥନ ଯୋଗାଡ଼ ଅଭିଯାନ : ପିସିସି ସଭାପତିଙ୍କୁ ଭେଟି ଅନୁରୋଧ କଲେ ବିଜେଡି ନେତୃବୃନ୍ଦ

ଭୁବନେଶ୍ୱର : ଓଡ଼ିଶାର ନାରୀନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଦଳମତ ନିର୍ବିଶେଷରେ ସମର୍ଥନ ଦେବାପାଇଁ ରାଜ୍ୟର ସମସ୍ତ ବିଧାୟକ, ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଦିନରୁ ନିବେଦନ କରିଛନ୍ତି | ଏହି ମର୍ମରେ ଆଜି ସ୍ୱାଧୀନ ବିଧାୟକ ମକରନ୍ଦ…

ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କ ନାମରେ ଟଙ୍କା ଆତ୍ମସାତ ଅଭିଯୋଗ ଆଣିଲେ ବିଦ୍ୟାଳୟ ପରିଚାଳନା କମିଟି ଚେୟାରମ୍ୟାନ ।

ପଦ୍ମପୁର(ଶାସକପ୍ରଶାସକ)- ବିଦ୍ୟାଳୟ ଗୁଡିକୁ ସୁନ୍ଦର ଓ ସ୍ବାସ୍ଥ୍ୟକର ପରିବେଶ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ସ୍ଥାନରେ ଏହି ଉନ୍ନୟନ ମୂଳକ କାର୍ଯ୍ୟର ଟଙ୍କା ମଧ୍ୟ ହଡ଼ପ ହେଉଥିବା ଖବର ସାମନାକୁ ଆସିଛି । ଏଭଲି…

ଜମି ଅଧିଗ୍ରହଣ ପ୍ରାପ୍ୟ ପାଇଁ ଧାରଣା

ଭଦ୍ରକ: (ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି) ମଙ୍ଗଳବାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖ ରେ ଚାନ୍ଦବାଲି ବ୍ଲକ ଶାଶୁ ଭୂଆସୁଣୀ ଗ୍ରାମ ର କିଛି ଗ୍ରାମବାସୀ ଧାରଣା ରେ ବସିଥିଲେ, 2020 ଗ୍ୟାସ ପାଇପ ଲାଇନ ପାଈଁ ଅଧିଗ୍ରହଣ ହୋଇଥିବା ଜମି ହିତାଧିକାରୀ ମାନଙ୍କୁ ଉପଯୁକ୍ତ ପ୍ରାପ୍ୟ…

ସାମାନ୍ୟ ବର୍ଷାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ସାଜିଲା କୃତ୍ରିମ ଜଳାଶୟ

ଭଦ୍ରକ (ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି): ସାମାନ୍ୟ ବର୍ଷାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି କୃତିମ ଜଳାଶୟ। ୪ଗୋଟି ଜିଲ୍ଲାରେ ଏକମାତ୍ର ଭରସା ଯୋଗ୍ୟ ସରକାରୀ ମେଡିକାଲ ହେଉଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ତେବେ ଏଠି ରୋଗୀ ପହଁଚିଲା ପରେ ନାହିଁ ନଥିବା…

ରୁଚିକା ମହାନ୍ତି ଆତ୍ମହତ୍ୟା ପରେ ଛାତ୍ରୀ ସୁରକ୍ଷାରେ ବିଫଳ ରାଜ୍ୟ ସରକାରଙ୍କୁ ରାଜରାସ୍ତାରେ ଘେରିଲା ଏବିଭିପି

ଭଦ୍ରକ,(ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଭଦ୍ରକ ନଗର ତରଫରୁ ଆଜି ବିଜେବି ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତିର ଆତ୍ମହତ୍ୟାରେ ସଂପୃକ୍ତ ଦୋଷୀ ମାନଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ…

ପୁଣି ଓଡିଶା ଏକନମ୍ବର : ଷ୍ଟେଟ ରାଙ୍କିଙ୍ଗ ଇଣ୍ଡେକ୍ସ ଏନଏଫଏସଏରେ ପ୍ରଥମ ସ୍ଥାନରେ ଓଡିଶା

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀତାରେ ଓଡିଶା ସବା ଆଗରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଯୋଗୁ ଏହା ସମ୍ଭବ ହୋଇପାରିଛି : ଖାଦ୍ୟ-ଯୋଗାଣ ମନ୍ତ୍ରୀ ଭୁବନେଶ୍ୱର : ପୁଣି ଓଡିଶାକୁ ମିଳିଛି ଆଉ ଏକ ସଫଳତା | 'ଏକ ସଶକ୍ତ ଖାଦ୍ୟ ସୁରକ୍ଷା ପ୍ରଣାଳୀ ସୃଷ୍ଟି କରିବା ତଥା…