ସାମ୍ବାଦିକ ରାଧାମୋହନଙ୍କ “ଶେଷ ପୃଷ୍ଠା” ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର:- ଆଜି ରାଜଭବନରେ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେସି ଲାଲ୍ ରାଧାମୋହନ ମହାପାତ୍ର ଙ୍କ କବିତା ପୁସ୍ତକ “ଶେଷ ପୃଷ୍ଠା” ଉନ୍ମୋଚନ କରିଛନ୍ତି । ରାଧାମୋହନ ଜଣେ ଯୁବ ସମାଜସେବୀ, ସରକାରି ସ୍ବୀକୃତି ପ୍ରାପ୍ତ ସାମ୍ବାଦିକ, ଦରଦୀ ପରୋପକାରି,ଦକ୍ଷ ସଙ୍ଗଠକ ଓ କନ୍ଧମାଳ ଜିଲ୍ଲାର ଜଣେ ଚର୍ଚ୍ଚିତ…

ବିପୁଳ ପରିମାଣ ରେ ଗଞ୍ଜେଇ ଜବତ, ଦୁଇ ଗିରଫ

ଭଦ୍ରକ: (ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି)ବୁଧବାର ଭଦ୍ରକ ସହରାଞ୍ଚଳ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଦୁଇ ଜଣ ଯୁବକ ବସଷ୍ଟାଣ୍ଡ ନିକଟରେ ସନ୍ଦେହ ଜନକ ଭାବେ ବୁଲୁଥିବା ଦେଖିବାକୁ ପାଇଥିଲେ, ଯାଞ୍ଚ ପରେ ସେମାନଙ୍କ ବ୍ୟାଗ ରୁ ୧ ୧ କେଜି ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ , ଦୁହିଁଙ୍କ…

“ଶାସକ ପ୍ରଶାସକ”ର ବଡ ପ୍ରଭାବ,ବାପା ମାଆ ଛେଉଁଣ୍ଡ ୩ ଶିଶୁ ଙ୍କୁ ଉଦ୍ଧାର କଲା ଶିଶୁ ସୁରକ୍ଷା ବିଭାଗ।

ଗଣମାଧ୍ୟମ ଭାବେ ଆମେ ଆମ ଦାୟିତ୍ୱ ତୁଲାଇଥିଲୁ, ପ୍ରଶାସନ ତୁଲାଇଲେ ତାଙ୍କ ଦାୟିତ୍ୱ | କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ /ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକସଦର ପଞ୍ଚାୟତର ଦାଣ୍ଡିଆ ସାହିର ବାପା ମାଆ ଛେଉଁଣ୍ଡ ୩ ଜଣ ଅସହାୟଙ୍କ ସମସ୍ୟା ବିଷୟରେ ଶାସକ ପ୍ରଶାସକରେ ଖବର ପ୍ରକାଶ ପାଇବା…

ପୁଅର ପନିକ ଚୋଟରେ ମାଆର ମୃତ୍ୟ ।

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ)- ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡା ଗ୍ରାମରେ ଘଟିଯାଇଛି ଲୋମଟାଙ୍କୁରା ବିଭତ୍ସକର ଘଟଣା । ପାରିବାରିକ ଗଣ୍ଡଗୋଳ ମଧ୍ୟରେ ପୁଅ ମଧ୍ୟ ମାଆକୁ ମାରିବାକୁ ପଛାଇନାହିଁ । ମାଆ ପୁଅ ମଧ୍ୟରେ ଥିବା ମମତା ର ର ସମ୍ପର୍କ ଆଜି କ୍ଷଣିକ ରେ ଛାନଭିନ ହୋଇଯାଇଛି ।…

ବନମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବନ ବିଭାଗ ଏବଂ ଉପଖଣ୍ଡ ତାଳୁକ ଆଇନ ସେବା କେନ୍ଦ୍ର ପକ୍ଷରୁ ବନ ମହୋତ୍ସବ ପାଳିତ ଟିଟିଲାଗଡ଼(ରଶ୍ମି ରେଖା ମହାପାତ୍ର): ଟିଟିଲାଗଡ଼ ବନବିଭାଗ ଏବଂ ଉପଖଣ୍ଡ ସ୍ତରୀୟ ତାଳୁକ ଆଇନ ସେବା ତରଫରୁ ମିଳିତ ଭାବରେ ବନମହୋତ୍ସବ ସପ୍ତାହ ଅବସରରେ ଟିଟିଲାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ…

ଗୁଦେରପାଲି ହାଇସ୍କୁଲ ରେ ବନମହୋତ୍ସବ

ଗୁଦେରପାଲି- ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ହାଇସ୍କୁଲ ର ବରିଷ୍ଠ ଶିକ୍ଷକ ଚନ୍ଦ୍ରମଣି ସାହୁ ଙ୍କ ଅଧ୍ୟକ୍ଷତାରେ ୭୩ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ରାମଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଘେଁସ ବନାଞ୍ଚଳ ର ବନପାଲ ରମେଶ ଚନ୍ଦ୍ର ପ୍ରଧାନ…

ମେଲଛାମୁଣ୍ଡା କେନ୍ଦୁପତ୍ର ରେଂଜରେ ବନ ମହୋତ୍ସବ

ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡା କେନ୍ଦୁପତ୍ର ରେଂଜ ଅଧିନସ୍ଥ ଦିପ୍ତିପୁର ସ୍ଥିତ କେନ୍ଦୁପତ୍ର କାର୍ଯ୍ୟାଳୟ ପରିସରରେ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ୭୩ ତମ ବନ ମହୋତ୍ସବ ଅତିରିକ୍ତ ଭାରପ୍ରପ୍ତ ବନ ଅଧିକାରୀ ପହିଲ ବେହେରାଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସମାଜ…

ମଲାଇଖମନ ଜଙ୍ଗଲରେ ବନ ମହୋତ୍ସବ

ମେଲଛାମୁଣ୍ଡା(ମନୋଜ ଭୋଇ)-ଘେଁସ ରେଂଜ ଅଧିନସ୍ଥ କେଲେଣ୍ଡା ମଲାଇଖମନ ସଂରକ୍ଷିତ ଜଙ୍ଗଳରେ ବନ ବିଭାଗ ତରଫରୁ ରେଂଜର ଗଜେନ୍ଦ୍ର ଏଣ୍ଡଜାଙ୍କ ନେତୃତ୍ୱରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବନ ସୁରକ୍ଷା ସମିତି ସଭାପତୀ ଜିତେନ୍ଦ୍ର ପଧାନ, ସ୍ଥାନୀୟ ସରପଂଚ ସୁମତୀ ବୁଡେକ, ଓାଡସଭ୍ୟା କିଶୋରୀ…

ରାତ୍ରୀ କାଳୀନ ଚଢ଼ାଉ :ବେନିୟମ ବାଲି ଚାଲାଣ, ୩ଟ୍ରାକ୍ଟରକୁ ୭୫ହଜାର ଟଙ୍କା ଜୋରିମାନା

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀ ରୁ ୩ ଟ୍ରାକ୍ଟରକୁ ବେନିୟମ ବାଲି ଚାଲାଣ କରୁଥିବା ସମୟରେ ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ତତ୍ୱାବଧାନରେ ତହସିଲଦାର ସୋନପୁର ନଵୀନ କିଶୋର ପାଢ଼ୀ , ଆର ଆଇ ସୁଧୀର ପାଣ୍ଡିଆ…

ପ୍ରତ୍ୟେକ ଶନି ଓ ରବିବାର ଦିନ ହେବ ହେଲମେଟ ଦିବସ

ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟିର ନିଷ୍ପତ୍ତି  ସୁବର୍ଣ୍ଣପୁର,(ପ୍ରକାଶ କୁମାର ହାତୀ): ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ କରିବା ପାଇଁ ଗତ ଜୁନ ୧ ତାରିଖ ଠାରୁ ସୁବର୍ଣ୍ଣପୁର ଜିଲ୍ଲାରେ ନୋ ହେଲମେଟ ନୋ ପେଟ୍ରୋଲ କଡାକଡି ଭାବେ କାର୍ଯ୍ୟକାରୀ କରାଯାଉଛି l ତେବେ ଏହି ଧାରାକୁ ବଜାୟ…