ହାତରୁ ଝିଅ ବାହାଘରର ମେହେନ୍ଦୀ ଲିଭିବା ପୂର୍ବରୁ ଲିଭିଗଲା ଜୀବନ ଦୀପ

ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ ବିଦ୍ୟୁତ ବିଭାଗ ବିରୋଧରେ ବଢ଼ିବାରେ ଲାଗିଛି ଜନଅସନ୍ତୋଷ ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଅଂଚଳରେ ଗତ କିଛି ଦିନ ମଧ୍ୟରେ ବିଦ୍ୟୁତ ଆଘାତ ରେ ଦୁଇଗୋଟି ବହୁମୂଲ୍ୟ ଜୀବନ ଚାଲିଯାଇଛି । ଗତ କିଛି ସପ୍ତାହ ତଳେ ମିଠାପଲି ପଞ୍ଚାୟତ ର…

ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ

ତହସିଲ ଅଫିସ ଓ ରେଭେନ୍ୟୁ କୋର୍ଟର ସମସ୍ୟା, ସ୍ୱାସ୍ଥ୍ୟ ସେବାରେ ସୁଧାର, ବିଦ୍ୟୁତ୍ ସମସ୍ୟାର ପ୍ରତିକାର ଓ ଜିଲ୍ଲାର କେତେକ ଅଫିସର ଓ କର୍ମଚାରୀଙ୍କ ଅସାଳୀନ ବ୍ୟବହାର ଏବଂ ଏସବୁର ପ୍ରତିକାର ସମ୍ବନ୍ଧରେ ଆଲୋଚନା ନବରଙ୍ଗପୁର /ଅଶୋକ ସାହୁ :: ନବରଙ୍ଗପୁର ଜିଲ୍ଲାପାଳ ଡଃ କୋମଳ ଲୋଚନ…

ଟେମରି ଉଚ୍ଚ ବିଦ୍ୟାଳୟରେ ପାଳନ ହେଲା ବନମହୋତ୍ସବ

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଟେମରି ଉଚ୍ଚ ବିଦ୍ୟାଳୟ, ଟେମରିରେ ବନମହୋତ୍ସବ ପାଳନ କରାଯାଇଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡୋଳାମଣି ଭୋଇଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଏହି ଅବସରରେ ପାଇକମାଳ ବନଖଣ୍ଡର ଫରେଷ୍ଟର ଖେଳପ୍ରିୟ ସାହୁ, ସ୍କୁଲକୁ…

କାଶୀପୁର ରେ ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

କାଶୀପୁର ରୁ ବୈକୁଣ୍ଠ ଦୁରିଆ:ରାୟଗଡା ଜିଲ୍ଲା କାଶୀପୁର ଠାରେ ଥିବା ଚେତକ କ୍ଲବ ଠାରେ ଜିଲ୍ଲାର ଅଷ୍ଟମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି |ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ପ୍ରଥମେ ଶ୍ୟାମା ପ୍ରଶାଦ ମୁଖାର୍ଜୀ ଙ୍କ ଜନ୍ମଦିନ ଅବସରରେ ଦୀପ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ତ ନେହୁରୁ ଯୁବ କେନ୍ଦ୍ର ତରଫରୁ ପଣ୍ଡିତ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରେ…

ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ମହମବତୀ ପ୍ରସ୍ତୁତି ତାଲିମ କାର୍ଯ୍ୟକ୍ରମର ଉଦଯାପନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନରେ ୧୦ ଦିନ ଧରି ଚାଲିଥିବା ମହମବତୀ ପ୍ରସ୍ତୁତି ତାଲିମ କାର୍ଯ୍ୟକ୍ରମର ଉଦଯାପନୀ…

ମହିଳା କଲେଜ ପରିସରରେ ଆଣ୍ଟି ରାଗିଙ୍ଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା କଲେଜ ପରିସରରେ ଆଣ୍ଟି ରାଗିଙ୍ଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀ ଆଲୋକ ପ୍ରଧାନ ଓ ସହକାରୀ ଜିଲ୍ଲାପାଳ ଶ୍ରୀ ଜୁବୁଲି…

ବିଶିଷ୍ଟ ଜନନେତା ସ୍ବର୍ଗତ ବିଷ୍ଣୁ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ବିଶିଷ୍ଟ ଜନନେତା ସ୍ବର୍ଗତ ବିଷ୍ଣୁ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ମାନ୍ୟବର ବିଧାୟକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମାନ୍ୟବର ସରକାରୀ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି…

ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ହେରା ପଞ୍ଚମୀ ଉପଲକ୍ଷେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜ଼ିଲ୍ଲା ର ପୁରାଣ ପ୍ରସିଦ୍ଧ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ମାଉସୀ ମା ପୀଠରେ ପବିତ୍ର ହେରା ପଞ୍ଚମୀ ଉପଲକ୍ଷେ ଜ଼ିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କ୍ରିଷ୍ଣା କଲଚରଳ ଗ୍ରୁପ ପକ୍ଷରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

ଜିଲ୍ଲା ପ୍ରଶାସନ ତରଫରୁ ସାଂସ୍କୃତିକ ଦଳ ପରିଚାଳନା ଚୟନ ପ୍ରକ୍ରିୟା

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଓଡିଶା ସରକାରଙ୍କ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଜଗତସିଂହପୁରର ଜିଲ୍ଲରେ ସାଂସ୍କୃତିକ ଦଳମାନଙ୍କର ଚୟନ ପ୍ରକ୍ରିୟା ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଆରମ୍ଭ ହୋଇଛି l ଏହି କାର୍ଯ୍ୟକ୍ରମ ଚଳିତ ମାସ ୬ ତାରିଖ ଠାରୁ…