ନିଆରା ବିଶ୍ୱାସର ପରମ୍ପରା : ଜିରାଙ୍ଗ ଗ୍ରାମ ସ୍ଥିତ ବଳଦେବ ଜୀଉଙ୍କଠାରେ ମୁଣ୍ଡନ ହେଲେ ବହୁ ଶ୍ରଦ୍ଧାଳୁ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଆଦିବାସୀ ବହୁଳ ରାୟଗଡ ବ୍ଲକର ତଥା ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବପୀଠ ପବିତ୍ର ମହେନ୍ଦ୍ରଗିରିର ପାଦଦେଶରେ ଥିବା ଜିରାଙ୍ଗ ଗ୍ରାମ ସ୍ଥିତ ବଳଦେବ ଜୀଉଙ୍କ ମନ୍ଦିର ଠାରେ ପବିତ୍ର ରଥଯାତ୍ରାର ହେରାପଞ୍ଚମୀ ଦିନରେ ଅତ୍ୟନ୍ତ ନିଆରା…

ଉତ୍କଳ ଆଲୁମିନାରେ ‘ଉଜ୍ଜ୍ୱଳ ଉତ୍କଳ’ ପ୍ରେସିଡେଣ୍ଟ ଶ୍ରୀମତୀ ହିନା ବେଗ୍‍ଙ୍କ ଦ୍ୱାରା ଏକକ କଳା ପ୍ରଦର୍ଶନୀ

କାଶୀପୁର/ ବୈକୁଣ୍ଠ ଦୁରିଆ: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଲିମିଟେଡର ଓଷାପଡାସ୍ଥିତ ଟାଉନସିପ୍‍ରେ ଏକକ କଳା ପ୍ରଦର୍ଶନୀ ଚଳିତ ମାସ ୨, ୩ ଓ ତାରିଖ ତିନିଦିନ ଧରି ଆୟୋଜିତ ହୋଇଯାଇଛି ।ଉଜ୍ଜ୍ୱଳ ଉତ୍କଳ ଲେଡିଜ୍‍ କ୍ଲବ…

ଜିଲ୍ଳା ପ୍ରଶାସନ ଦ୍ୱାରା ବନ୍ଦ ହେଲା ବାଲ୍ୟ ବିବାହ

ଉଦ୍ଧାର ଦୁଇ ଜଣ ନାବାଳିକା ଙ୍କୁ ଜିଲ୍ଳା ଶିଶୁ ମଙ୍ଗଳ ଅଧିକାରୀ ପାଖରେ ଦାଖଲ ସୁବର୍ଣ୍ଣ ପୁର (ପ୍ରକାଶ କୁମାର ହାତୀ) ସୋନପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହ ଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପରିପ୍ରେକ୍ଷୀରେ ଜିଲ୍ଲାପ୍ରଶାସନ ତରଫରୁ ବହୁ…

ମାଟ୍ରିକ୍‍ ପରୀକ୍ଷା: କିସ୍‍ର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଏଥିରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି । ସ୍କୁଲ୍‍ର ୧୦୨୫ ଛାତ୍ରଛାତ୍ରୀ ୬୦ପ୍ରତିଶତରୁ ଅଧିକ…

ମାଟ୍ରିକ ପାସ୍‌ କଲେ ବିଧାୟକ ଅଙ୍ଗଦ କହଁର

ଘୁ.ଉଦୟଗିରି(ଗଗନ କୁମାର ପ୍ରାଧାନ); ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମାଟ୍ରିକ ପାସ୍‌ କରିଛନ୍ତି । ସେ ବି-୧ ଗ୍ରେଡ୍‌ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି । ବିଧାୟକ ଅଙ୍ଗଦ କହଁର ମୋଟ୍‌ ୫୦୦ ମାର୍କରୁ ୩୬୪ ମାର୍କ ରଖିଛନ୍ତି l ଯାହାକି ମୋଟ୍‌ ମାର୍କର ୭୨ ପ୍ରତିଶତ । ବିଧୟାକ ଚଳିତ ୨୦୨୨…

ନିମାଇଁ ଚରଣ ପଟ୍ଟନାୟକ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଭା

ଜଗତସିଂହପୁର,/ସୁମନ୍ତ କୁମାର ଦାସଜଗତସିଂହପୁର ର ଗର୍ବ , ଗୈାରବ, ଜଗତସିଂହପୁର ସହର କୁ ଜମି ଦାନ ଦେଇଥିବା, ଓଡ଼ିଶାର ଜଣେ ପ୍ରସିଦ୍ଧ ଓକିଲ, ଜମିଦାର ପରିବାରରେ ଜନ୍ମ ହୋଇ ଗରୀବ ମେହନତି ମଣିଷ ପାଇଁ ସଂଗ୍ରାମ ରେ ସାମିଲ ହୋଇଥିବା , ଆମ ଗ୍ରହଣରୁ ୧୯୯୦ ମସିହା ଜୁନ ୨୯ ତାରିଖ ରେ ସବୁଦିନ ପାଇଁ…

ସାତଦରିଆ ପାର ହୋଇ ୨୯ ବର୍ଷ ପରେ ଜନ୍ମ ମାଟିରେ ପହଞ୍ଚିଲେ ମାମିନା ରାଣା

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ରାଇକିଆ ବ୍ଲକ ଅନ୍ତର୍ଗତ ଗୁଜାପାଙ୍ଗା ଗ୍ରାମର କୃଷ୍ଣଚନ୍ଦ୍ର ରଣା I ତାଙ୍କର ୫ ଟି ପୁଆ ଓ ଝିଅ I ଆର୍ଥିକ ଅନାଟନ ହେତୁ ୧୯୯୩ ମସିହାରେ ନିଜର ୩ ମାସର ଶିଶୁ କନ୍ୟାକୁ ଘୁ.ଉଦୟଗିରି ସୁଭଦ୍ରା ମହତାବ ଆଶ୍ରମ ଠାରେ ଛାଡ଼ିଥିଲେ I କିଛି ଦିନ ପର୍ଯ୍ୟନ୍ତ…

ଆରଟିଆଇ କର୍ମକର୍ତ୍ତାଙ୍କୁ କାଶୀପୁର ତହସିଲ କାର୍ଯ୍ୟାଳୟରେ ଉପେକ୍ଷା।

କାଶୀପୁର ରୁ ବୈକୁଣ୍ଠ ଦୁରିଆ: କାଶୀପୁର ତହସିଲଦାର କାର୍ଯ୍ୟଳୟ ରେ କାଶୀପୁର ଜନସାଧାରଣଙ୍କୁ ନାହିଁ ନଥିବା ହୋଇରାଣ ହେଉଥିବା ସମସ୍ୟା ସମ୍ପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶିତ ହେଉଥିବାବେଳେ ଆଜି କାଶୀପୁର ସୂଚନା ଅଧିକାର କର୍ମୀ ମାନଙ୍କୁ କାର୍ଯ୍ୟାଳୟ ରେ ଉପେକ୍ଷା…

ବେଙ୍ଗାଲୁରୁରେ ଦକ୍ଷତା ପ୍ରଦର୍ଶନ କରି ନିଯୁକ୍ତିଦାତାଙ୍କୁ ପ୍ରଭାବିତ କଲେ ସୋଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ କେବଳ ଜ୍ଞାନ ଆହରଣ କରି ନାହାନ୍ତି ବରଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସେମାନଙ୍କର ଯେ ଯଥେଷ୍ଟ ପାରଦର୍ଶତା ରହିଛି ତାହା ସେମାନେ ଦର୍ଶାଇ ପାରିଛନ୍ତି । ନିକଟରେ ବେଙ୍ଗାଲୁରୁ ଠାରେ ଆଗଧାଡିର ପ୍ରାୟ…

ସୁଜିତଙ୍କୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦାୟୀତ୍ବ; କଂଗ୍ରେସ କର୍ମୀ ଉତ୍ସାହିତ

ପୁରୀ (ଅନିମେଶ ପଟ୍ଟନାୟକ): ଯୁବ ନେତା ସୁଜିତ ମହାପାତ୍ରଙ୍କୁ ମିଳିଲା ଜିଲ୍ଲା ଦାୟୀତ୍ବ । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ତରଫରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସୁଜିତଙ୍କୁ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି…