ମନ୍ଦାକିନୀ କର ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା

0

ଭୁବନେଶ୍ୱର: ବିଜୁ ଜନତା ଦଳର ଯୁବନେତ୍ରୀ ମନ୍ଦାକିନୀ କର ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଭାବରେ ନିଯୁକ୍ତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏଥି ନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି |  ସୂଚନାଯୋଗ୍ୟ ଯେ ମନ୍ଦାକିନୀ  ପୂର୍ବରୁ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟ ଥିଲେ।

Leave A Reply

Your email address will not be published.