Sign in
Sign in
Recover your password.
A password will be e-mailed to you.
ଜିଗ୍ନିପୁର ସ୍ଥିତ ବ୍ରହ୍ମକ୍ଷେତ୍ର ପୀଠରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ
ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ସ୍ଥିତ ବ୍ରହ୍ମକ୍ଷେତ୍ର ପୀଠରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ବାହୁଡା ଯାତ୍ରା ପ୍ରଶାସନିକ ସହଯୋଗ ଓ ବହୁ ଭକ୍ତ ଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ଧୂପ ସରିବାପରେ,…
ଲୋକପ୍ରିୟ କୋରାପୁଟିଆ ଆଦିବାସୀ ଗାୟକ ବୌଦ୍ଧଦେବ ସିଂଙ୍କ ଦେହାନ୍ତ
ନବରଙ୍ଗପୁର/ ଅଶୋକ ସାହୁ : ପ୍ରସିଦ୍ଧ କୋରାପୁଟିଆ ଆଦିବାସୀ ଭାଷାର ଗାୟକ ବୌଦ୍ଧ ଦେବସିଂଙ୍କ ଦେହାନ୍ତ ହୋଇଯାଇଛି ।ସେ ଅନେକ ଆଞ୍ଚଳିକ ଦେଶୀୟ ଭାଷାରେ ଗୀତ ଗାଈ ୟୁଟ୍ୟୁବରେ ପ୍ରସିଦ୍ଧ ଲାଭ କରିଥିଲେ । ମାତ୍ର ତେତିଶି ବର୍ଷ ବୟସରେ ଅନେକ ପ୍ରସିଦ୍ଧ ଗୀତ ଗାଈ ଏହି କଳାକାର ଘରେ ଘରେ ପରିଚିତ…
ସୁଗୁଡ଼ା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ନିଲମ୍ବିତ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ତିଲେଇବଣି ବ୍ଲକ୍ ସୁଗୁଡ଼ା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ଲୀଳାବତୀ ବେହେରା ଙ୍କୁ ଆଜି ନିଜ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି।ସୂଚନା ମୁତାବକ, ପଞ୍ଚାୟତର ନିର୍ବାହୀ ଅଧିକାରୀ ଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ…
ଖ୍ୟାତିସମ୍ପନ୍ନ ତଥା ଅଗ୍ରଣୀ ବିଶାରଦ କାରିଗରଙ୍କୁ ସମ୍ମାନିତ କଲା ଡାଲମିଆ ଭାରତ ଲିମିଟେଡ
ଭୁବନେଶ୍ୱର: ରଥଯାତ୍ରା ୨୦୨୨ ସଂସ୍କରଣ ଅବସରରେ ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍) ରଥ ନିର୍ମାଣରେ ସଂପୃକ୍ତ ଥିବା କାରିଗର ସମୁଦାୟଙ୍କ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ‘ସାଲ୍ୟୁଟିଂ ଦି ଏକ୍ସପର୍ଟ’ ପ୍ରୟାସ ଜରିଆରେ ଓଡିଶାରେ ନିଜର ଅଞ୍ଚଳ-ନିର୍ମାଣ ପଦକ୍ଷେପ ପ୍ରତି ପ୍ରତିବଦ୍ଧତାକୁ…
ଇଣ୍ଡିଆନ ଇମ୍ୟୁନୋଲୋଜିକାଲ୍ସ ପକ୍ଷରୁ ବ୍ୟାପକ ରାବିସ୍ ପ୍ରତିଷେଧକ ଟିକାକରଣ ଅଭିଯାନ ଆୟୋଜିତ
ଦେଶବ୍ୟାପୀ ଟିକାକରଣ ଶିବିରରେ ୧ ଲକ୍ଷ ମାଗଣା ଟିକାକରଣ
ଭୁବନେଶ୍ୱର, ଜୟପୁର, ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ, ବାଙ୍ଗାଲୋର ଆଦି ସମେତ ୧୦୦ ସହରରେ ଅଭିଯାନ ଆୟୋଜିତ
ଭୁବନେଶ୍ୱର,: ଏକ ଅଗ୍ରଣୀ ଟିକା ଉତ୍ପାଦନକାରୀ କମ୍ପାନୀ ଇଣ୍ଡିଆନ ଇମ୍ୟୁନୋଲୋଜିକାଲ୍ସ ଲିମିଟେଡ…
ସୋଆର ପ୍ରତିଷ୍ଠାତା ସଭାପତିଙ୍କ ସହ ମରକ୍କୋ ରାଷ୍ଟ୍ରଦୂତଙ୍କ ସୌଜନ୍ୟମୂଳକ ଆଲୋଚନା
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଭାରତରେ ଅବସ୍ଥାପିତ ମରକ୍କୋର ରାଷ୍ଟ୍ରଦୂତ ଶ୍ରୀ ମହମ୍ମଦ ମଲିକି । ଅଧିନା ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ମଲିକି ସୋଆ ପରିଦର୍ଶନରେ ଆସି ପ୍ରଫେସର ନାୟକଙ୍କୁ…
“ପ୍ରେରଣା ଅନୁଷ୍ଠାନ” ଆନୁକୂଲ୍ୟରେ ମାଗଣା ସ୍ବାସ୍ଥ୍ୟ ଶିବିର
ବିଜେପୁର: ରଥଯାତ୍ରା ଅବସରରେ ପବିତ୍ର ନବମୀ ତିଥିରେ "ପ୍ରେରଣା ଅନୁଷ୍ଠାନ", ଯୋଖିପାଲି ଆନୁକୂଲ୍ୟରେ ଯୋଖିପାଲି ବସ୍ ଷ୍ଟାଣ୍ଡରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେପୁର ସ୍ବାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ପ୍ରଜ୍ଞା ପରିମିତା ପାତ୍ର ଏବଂ ଡାକ୍ତର ଲିଙ୍ଗରାଜ ଦାସଙ୍କ ସହ ଅନ୍ୟ…
ମୃତ ହାତୀ ଦେହରେ ୨ରୁ ଅଧିକ ଗୁଳି ବାଜିଥିବା ସୂଚନା
ଭଞ୍ଜନଗର,. ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଦର୍ପଙ୍ଗିଆ ଜଙ୍ଗଲ ମଧ୍ୟରେ ଶିକାରୀ ଗୁଳିରେ ମୃତ୍ୟୁବରଣ କରିଥିବା ହାତୀର ଶୁକ୍ରବାର ବ୍ୟବଚ୍ଛେଦ କରାଯାଇଛି।ଏହି ସମୟରେ ହାତୀ ଦେହରେ ୨ରୁ ଅଧିକ ଗୁଳି ବାଜିଥିବା କାରଣରୁ ତାର ମୃତ୍ୟୁ ଘଟିଥିବା ଜଣାପଡିଛି।ମୃତ ଅଣ୍ଡିରା ହାତୀଟିର…
ପଂଚାୟତ ଭୋଟ ରାଗ କମିନି : ଏବେ ବି ବାକି ଅଛି ନିର୍ବାଚନୀ ହିଂସା
ଭଦ୍ରକ (ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି) ଜିଲ୍ଲା ତିହିଡି ବ୍ଲକ ସ୍ଥିତ ତଳଗୋପବିନ୍ଧା ପଂଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଚଳିତ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ଭାବେ ଲଢ଼ୁଥିବା ପ୍ରାର୍ଥୀନୀଙ୍କୁ ଭୋଟ ନ ଦେବାରୁ ତାଙ୍କ ସ୍ୱାମୀ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଏକ ଲାଠି…
ଜଗତସିଂହପୁରର ଆଶୀର୍ବାଦ ସେବା ସଂଗଠନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଦୁଇଦଫା ଦାବିପତ୍ର ଦାଖଲ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁରର ଆଶୀର୍ବାଦ ସେବା ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦୁଇଦଫା ଦାବି ସମ୍ବଳିତ ଏକ ଦାବିପତ୍ର ସଂଗଠନର ସଭାପତି ଜଗନ୍ନାଥ ବେହେରାଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି । ପ୍ରଥମ ଦାବି ମୁତାବକ ଚାରିପୋଲିଆ ବଉଳପୁର ଗ୍ରାମର କ୍ଷୀରୋଦ ବେହେରାଙ୍କ ପୁତୁରା…