ଶ୍ରୀ ରଘୁନାଥ ଜିଉ ମନ୍ଦିର ପରିଦର୍ଶନ କଲେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଶନିବାର ଅପରାହ୍ନରେ ଉତରପ୍ରଦେଶ ଚିତ୍ରକୂଟରୁ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ପରିଦର୍ଶନ କରି ଭାବବିହ୍ୱଳ ହୋଇ ପଡିଥିଲେ । ପ୍ରଭୁଙ୍କ ସ୍ୱପ୍ନାଦେଶ ବଳରେ ରାମଭଦ୍ରାଚାର୍ଯ୍ୟ ଜି ଏଠାରେ ପହଁଚି…

କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କଲେ ସ୍ଥାନୀୟ ଜନପ୍ରତିନିଧି

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ଅନୁଷ୍ଠିତ ୧୦ମ ଶ୍ରେଣୀ ପରୀକ୍ଷାରେ ଓଡ଼ଗାଁ ଥାନ ନୂଆଗାଁ ବ୍ଳକ ସୋମନାଥ ଦେବ ବିଦ୍ୟାପୀଠ ହରିପୁରର କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ଜନପ୍ରତିନିଧି ଓ ଶିକ୍ଷାବିତ ମାନେ ସମ୍ବର୍ଦ୍ଦିତ କରିଥିଲେ । ଶନିବାର…

ଝାଡଖଣ୍ଡରେ ପହଁଚିଲା ‘ଉତ୍କଳ ପ୍ରସଙ୍ଗ’ ର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା

(ଝାଡ଼ଖଣ୍ଡ ରାଜ୍ୟର ଚକ୍ରଧରପୁର ଠାରେ ଓଡ଼ିଆ ଭାଇଭଉଣୀମାନଙ୍କୁ ଖରସୁଆଁ ଗୁଣ୍ଡିଚା ମନ୍ଦିର ନିକଟରେ ଉତ୍କଳ ପ୍ରସଙ୍ଗ ବିତରଣ) ପତ୍ରିକା ପାଇ ଭାବ ବିହ୍ୱଳ ହେଲେ ଷଢେଇକଳା ଓ ଖରସୁଆଁବାସୀ ଓଡିଆ ଭୁବନେଶ୍ୱର : ‘ଉତ୍କଳ ପ୍ରସଙ୍ଗ’ର ‘ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା’ ପବିତ୍ର ବାହୁଡା ଅବସରରେ…

ବେଆଇନ ଷଣ୍ଢ ବୋଝେଇ ପିକ ଅପ୍ ଗାଡ଼ି ଜବତ

ଧକ୍କା ଦେଲା ମାରୁତି କାରକୁ :ଉଦ୍ଧାର୧୧ ଷଣ୍ଢ ମଧ୍ୟ ରୁ ଦୁଇ ମୃତ, ପୋଲିସ ର ତଦନ୍ତ ଜାରି।   ବାସୁଦେବପୁର/ପ୍ରତାପ ପାଢ଼ୀ:- ବାସୁଦେବପୁର ବଜାର ନିକଟ ରେ ରାତ୍ର ଚାରି ଘଟିକା ସମୟ ରେ ଧାମରା ରୁ ଜାମୁଝ।ଡି ଅଭିମୁଖେ ଯାଉଥିବା ଏକ ବେଆଇନ ଷେଣ୍ଢ ବୋଝେଇ ପିକ୍ ଅପ୍ ଗାଡ଼ି ନୋ OR 01ର4716…

ବେକରେ ଓଢଣୀ ଦେଇ କ୍ରିଡ଼ା ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା।

ଉମରକୋଟ/ଜିତେନ୍ଦ୍ର ମହାନ୍ତି-ବେକରେ ଓଢ଼ଣୀ ଦେଇ କ୍ରୀଡ଼ା ଶିକ୍ଷୟତ୍ରୀ ତନୁଜା ବିଶ୍ବାସଙ୍କ ଆତ୍ମହତ୍ୟା। ତନୁଜା ଜାମୁରୁଣ୍ଡା ସ୍ଥିତ ବାଳିକା ଆଶ୍ରମ ଉଚ୍ଚ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଉମରକୋଟ ୧୨ ନମ୍ବର ୱାର୍ଡ ହଠାତ୍ କଲୋନୀରେ ରହୁଥିଲେ। ଆଜି ସକାଳେ…

ପିସିସି ସଭାପତି ଶରତ ପଟନାୟକ ଙ୍କ ଉମରକୋଟ ଓ ରାଇଘର ଗସ୍ତ

ଉମରକୋଟ.ଜିତେନ୍ଦ୍ର ମହାନ୍ତି:  ନବରଙ୍ଗପୁର ଜିଲାରୁ କଂଗ୍ରେସ ଆରମ୍ଭ କରିଛି ଜନସମ୍ପର୍କ ଓ ମିଶ୍ରଣ ଯାତ୍ରା! ଶରତ ପଟନାୟକ ପିସିସି ସଭାପତି ନିର୍ବାଚିତ ହେବାପରେ ପ୍ରଥମ କରି ନବରଙ୍ଗପୁର ଜିଲ୍ଲା ଗସ୍ତ କରି ରାଇଘର ଠାରେ ଜନସମ୍ପର୍କ ଯାତ୍ରା ଓ ମହା ମିଶ୍ରଣ ପର୍ବ ରେ ସାମିଲ ହୋଇଛନ୍ତି! ଏକଦା…

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦେବଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଚେତାବନୀ ଦିବସ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ଦେବଗଡ଼ ଓକିଲ ସଂଘ ପକ୍ଷରୁ ଚେତାବନୀ ଦିବସ ପାଳିତ ହୋଇଯାଉଛି। ଆଜି ପୂର୍ବାହ୍ନରେ ଜିଲ୍ଲା ଓକିଲ ସଂଘ ସଭାପତି…

ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ଛାତ୍ରୀ ଙ୍କୁ ନିର୍ଯାତନା

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ଛାତ୍ରୀ ଙ୍କୁ ରାଗିଂ ଅଭିଯୋଗକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ସହ ଗ୍ରହଣ କରିଛି। ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ ଅନୁସାରେ ଡେପୁଟି କଲେକ୍ଟର କୈବଲ୍ୟ କିଶୋର କର, ବନମାଳୀ…

ନୂତନ ଜିଲ୍ଲା ସ୍ତରୀୟ ସଂଘ “ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ ଡ଼ିଷ୍ଟ୍ରିକ୍ଟ”ର ଶୁଭ ଉଦଘାଟନ

ରାୟଗଡ(ସରୋଜ କୁମାର ସାହୁ): ଆଜି ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରା। ଆଜିର ଏହି ପବିତ୍ର ଦିନ ଅବସରରେ "ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ ଡ଼ିଷ୍ଟ୍ରିକ୍ଟ"ର ଶୁଭ ଉଦଘାଟନ ସ୍ଥାନୀୟ ସାଇପ୍ରିୟା ନଗର ଠାରେ ଥିବା ସାଇପ୍ରିୟା ୱେଲଫର ଷ୍ଟ୍ରଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…

ସିଂହଦ୍ୱାରେ ପହଞ୍ଚିଲେ ଚତୁର୍ଦ୍ଧାବିଗ୍ରହ; କାଲି ସୁନାବେଶ

ପୁରୀ (ଅନିମେଶ ପଟ୍ଟନାୟକ): ସିଂହଦ୍ୱାର ସମ୍ମୁଖରେ ତିନିରଥ । ନବଦିନାତ୍ମକ ଯାତ୍ରା କରି ଫେରିଲେ ଚତୁର୍ଦ୍ଧାବିଗ୍ରହ । ସିଂହଦ୍ୱାରରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବିଶ୍ୱବିଧାତା । ଆସନ୍ତାକାଲି ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେଇ ଦର୍ଶନ ଦେବେ ଭାଇ ଭଉଣୀ । ନିର୍ଦ୍ଧାରିତ ସମୟର ବହୁ…