Sign in
Sign in
Recover your password.
A password will be e-mailed to you.
“ଯୌତୁକ ପାଇଁ ନିର୍ଯାତନା ଦେଇ ଦେଇ ଶେଷରେ ଜାଳି ଦେଲେ”
କିରୋସିନି ଢାଳି ପୋଡି ମାରି ଦେଇଥିବା ବାପଘର ଲୋକେ ଥାନାରେ କଲେ ଅଭିଯୋଗ ।
ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ- ଆଜିର ଏହି ଆଧୁନିକ ସମାଜରେ ମାନବ ସମାଜ ନିଜର ସ୍ୱାର୍ଥ ହାସଲ ପାଇଁ ନିଜ ପରିବାର କୁ ମଧ୍ୟ ମାରିବାକୁ ପଛାଉନାହିଁ । ଯାହାର ଏକ ନଗ୍ନ ନମୁନା ଘଟିଯାଇଛି ବୈବାହିକ ସମ୍ପର୍କ ମଧ୍ୟରେ…
ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା
ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ଉଚ୍ଚ ବିଦ୍ୟାଳୟରେ ପରିସରରେ ପୁରାତନ ଛାତ୍ର ସଂସଦ ଏବଂ ପରିଚାଳନା କମିଟି ତରଫରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଲମକୁନ୍ଦ ସାହୁଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟର ପୁର୍ବତନ ଅବସରପ୍ରାପ୍ତ…
ମାହାଙ୍ଗା: ବିଜେଡି ରେ ଯୋଗଦାନ କଲେ ବିଜେପି କର୍ମୀ ।
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ):- ଓଡ଼ିଶାର ୪ କୋଟି ଜନତା ଙ୍କ ପାଇଁ ଲୋକପ୍ରିୟ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ଏବଂ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦୃଢ ନେତୃତ୍ବ ତଥା ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ…
ବିିଭିନ୍ନ ସ୍ଥାନରେ ବନମହୋତ୍ସବ ପାଳିତ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ୭୩ତମ ବନମହୋତ୍ସବ ସପ୍ତାହ ୨୦୨୨ ପାଳନ ଅବସରରେ ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଂଚଳର କୁରାଳ ଡିପିଏଫ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲା ସନ୍ନିକଟ ନାଉରିଆଗୋଡା ପଂଚୁପାଣ୍ଡବ ପାହାଡ଼ ପାଦଦେଶରେ ୧୫ ହେକ୍ଟର ଟାଙ୍ଗରା ବୁଇଁରେ ଶୁକ୍ରବାର ଦିନ ବୃକ୍ଷଚାରା ରୋପଣ…
ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ : ଦିବ୍ୟେଶ, ଆୟୁଷ, ଗାୟତ୍ରୀ ଓଡ଼ଗାଁ ବ୍ଳକ୍ ଟପର
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅନୁକୁଲ୍ୟରେ ଆୟୋଜିତ ୨୦୨୨ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ଓଡ଼ଗାଁ ବ୍ଳକ ସରକାରୀ ରଘୁନାଥ ବିଦ୍ୟାପୀଠର ଛାତ୍ର ଦିବ୍ୟେଶ କୁମାର ପାଣିଗ୍ରାହୀ ୫୭୫ ମାର୍କ ରଖି ଓଡ଼ଗାଁ ବ୍ଳକ ଟପର ହୋଇଛନ୍ତି । ତାଙ୍କର…
ବାହୁଡ଼ିବେ ମହାପ୍ରଭୁ; ପୋଡ଼ପିଠା ପାଇଁ ମାଉସୀ ଘର ଚଳଚଞ୍ଚଳ
ପୁରୀ (ଅନିମେଶ ପଟ୍ଟନାୟକ): ଆସନ୍ତାକାଲି ଶ୍ରୀମନ୍ଦିର ବାହୁଡ଼ିବେ ମହାପ୍ରଭୁ । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମାଉସୀ ଘର । ଯୋରସୋରରେ ଚାଲିଛି ପୋଡ଼ପିଠା ପ୍ରସ୍ତୁତି ।
ପୋଡ଼ପିଠା ହେଉଛି ମହାପ୍ରଭୁଙ୍କ ଅତିପ୍ରିୟ । ନବଦିନାତ୍ମକ ଯାତ୍ରା ସାରି ମାଉସୀମାଆଙ୍କ ହାତ ରନ୍ଧା ଖାଇବା ଏକ ଅପୂର୍ବ…
ଆଜି ମୁଁ ଯାହା ହୋଇଛି, ବିଜେପି ପାଇଁ ହୋଇଛି: ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର ବିମାନବନ୍ଦରରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ୱାଗତ
ମୋଦି ସରକାରରେ ଓଡ଼ିଆ ସମ୍ମାନିତ: ସମୀର ମହାନ୍ତି
ଭୁବନେଶ୍ୱର: ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିଥିବା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାତ୍ୟ…
ମାଟିର ଗୌରବ କାର୍ତ୍ତିକ – କହିଲେ “କଠିନ ପରିଶ୍ରମ, ଆତ୍ମବିଶ୍ବାସ ଏବଂ ଆତ୍ମସମୀକ୍ଷା ହିଁ ସଫଳତାର…
ସୁବର୍ଣ୍ଣପୁର ( ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଙ୍କ ଅନୁରୋଧ କ୍ରମେ ସୁବର୍ଣ୍ଣପୁର ମାଟିର ସୁଯୋଗ୍ୟ ସନ୍ତାନ କାର୍ତ୍ତିକ ପାଣିଗ୍ରାହୀ ,ସ୍ଥାନୀୟ ଜିଲ୍ଲା ପାଠାଗାରର ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ସଫଳ ହେବା ପାଇଁ ଆବଶ୍ୟକ ଉଦବୋଧନ ଦେଇଛନ୍ତି l…
ଷଢେଇକଳା ଓ ଖରସୁଆଁବାସୀଙ୍କ ପାଇଁ‘ଉତ୍କଳ ପ୍ରସଙ୍ଗ’ ର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ପ୍ରେରଣ ।
ଭୁବନେଶ୍ୱର (ଶାସକ ପ୍ରଶାସକ): ଓଡିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ମହାନ୍ ସଂସ୍କୃତି ଓ ମହିମା ସହିତ ଓଡିଆ ଭାଷା,ସାହିତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରାରେ ପ୍ରକାଶ ପାଇଥିବା ଓଡିଶା ରାଜ୍ୟ ସରକାରଙ୍କ ମୁଖପତ୍ର…
‘ମହାପ୍ରଭୁଙ୍କ ମହିମା ବଖାଣ ମଧ୍ୟ ଏକ ଅନନ୍ୟ ସେବା’
‘ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମହୋତ୍ସବ’ ଲୋକାର୍ପିତ
ଭୁବନେଶ୍ୱର(ଶାସକ ପ୍ରଶାସକ):ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନର ମହାବିଗ୍ରହ ଶରଣପଂଜର ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏକ ବିଶ୍ୱପ୍ରସିଦ୍ଧ ଆଧ୍ୟାତ୍ମିକ ମହାପର୍ବ । ରଥଯାତ୍ରା ସଂପର୍କରେ ଗବେଷଣା, ଅଧ୍ୟୟନ ଓ ଆଲୋଚନା…