ମେଲଛାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାସ ବୈଠକ

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ପରିସରରେ ବୁଧବାର ଦିନ ଜନ ଆରୋଗ୍ୟ ସମିତି (ଜାସ)ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ପରିଷଦ ସଭ୍ୟ ପୂର୍ଣ୍ଣିମା ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିପିଏମଓ ଜମଳା ସିଏଚସି ଇନଚାର୍ଯ୍ୟ…

ଖାକି ବର୍ଦ୍ଦିରେ ଲାଗିଲା ଦାଗ, ଦୁଷ୍କର୍ମ ଅଭଯୋଗ ରେ ଜେଲ ଗଲେ ପୋଲିସ ଡ୍ରାଇଭର

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) ସୋନପୁର ଜିଲ୍ଲା ରେ ଖାକି ବର୍ଦ୍ଦିରେ ଲାଗିଲା ଦାଗ । ଦୁସ୍କର୍ମ ଭଳି ସଂଗିନ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର । ଏଭଳି ଅଭିଯୋଗରେ ଜେଲ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଂଜିତ ପଧାନ । ବୁଧବାର ସେନପୁର…

ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ୪ଜଣ ଗୁରୁତର

ସୁବର୍ଣ୍ଣପୁର ( ପ୍ରକାଶ କୁମାର ହାତୀ)ସୋନପୁର ଜିଲ୍ଲା ତରଭା ବ୍ଲକ କୁମ୍ଭାରମୁଣ୍ଡା ଗ୍ରାମ ରେ ଗୋଷ୍ଠୀ ସଙ୍ଘର୍ଷ ।ଜମି ବିବାଦକୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ପକ୍ଷର ଡୋଲେଶ୍ୱର ବାରିକ (୩୫), ଲକ୍ଷ୍ମୀ ମେହେର (୫୫), ନରୋତ୍ୱମ ମିଶ୍ର (୭୦), କୁନି ମେହେର(୩୦), ଗଙ୍ଗାଧର…

ଆଜି ମୁକ୍ତିଲାଭ କରୁଛି ଦ୍ୱିଭାଷୀ “ମାୟାଦର୍ପଣ”

ଭୁବନେଶ୍ୱର : ଆଜି (ଜୁଲାଇ ୧୫ ତାରିଖ)ରେ ମୁକ୍ତିଲାଭ କରିବ ଦ୍ୱିଭାଷୀ ଚଳଚ୍ଚିତ୍ର ମାୟାଦର୍ପଣ । ଉଭୟ ଓଡିଆ ଓ ହିନ୍ଦୀ ଭାଷାରେ ପ୍ରସ୍ତୁତ ଏହି ସିନେମାଟି ପ୍ରଥମେ ହିନ୍ଦୀ ଭାଷାରେ ସାରା ଭାରତରେ ବଡ ପରଦାକୁ ଆସିବ ବୋଲି ଏହାର ପ୍ରଯୋଜିକା ଝରଣା ସାମଲ କହିଛନ୍ତି । ସାରା ଭାରତରେ ୫୦ଟି…

ପାଚେରୀ ଭୁଶୁଡ଼ି ଗୋଟିଏ ପରିବାରର ଦୁଇ ମୃତ ଓ ଦୁଇ ଗୁରୁତର

ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲାର ସଦର ମହକୁମା ଠାରେ ଏକ ଅଭାବନୀୟ ଘଟଣା ଘଟିଛି I ଫୁଲବାଣୀ ପୋୖର ପରିଷଦ ଅନ୍ତର୍ଗତ ୧୧ ନଂ ୱାର୍ଡ ଅଧିନସ୍ଥ ତ୍ରିଦେଵ ନଗର ଠାରେ ଘର ପଛପଟ ଥିବା ପାଚେରୀ ଭୁଶୁଡି ପଡିବାରୁ ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ…

ଢୋଲବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସ୍କୁଲ ଗେଟ୍ ରେ ତାଲା ଦେଲେ ଗ୍ରାମବାସୀ

ପଦ୍ମପୁର :ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସର୍ଗିବାହାଲ ପଞ୍ଚାୟତ ଅଧିନସ୍ଥ ଢୋଲବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ର ଛାତ୍ରୀ ଉଭେୟେ ମିଶି ପାଠ ପଢନ୍ତି। କିନ୍ତୁ ଦୁଃଖର ଏବଂ ପରିତାପର ବିଷୟ ଏହି ଯେ, ସମୁଦାୟ ଆଠ ଟି ଶ୍ରେଣୀ…

ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ

ବଡ଼ବିଲ: ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବେ ଦେଶର ଅଗ୍ରଣୀ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ, ଜେଏସ୍‌ଡବ୍ଲ୍ୟୁଏହାର କାର୍ଯ୍ୟାଳୟ ପରିସରଏବଂ ଖଣି ଅଞ୍ଚଳରେ ଚାରାରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ।କମ୍ପାନୀର ଭଦ୍ରସାହି ଅଫିସ୍‌ରେ ୧୨ ଚାରାରୋପଣ କରାଯାଇଛି । ସେଗୁଡ଼ିକ ଭଲ ଭାବେ ବଢ଼ିବା…

ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଆଣିଦେଇଛି ମନୋଜଙ୍କୁ ସଫଳତା

ବଲାଙ୍ଗୀର : ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଆଜି ବିଭିନ୍ନ ସିନେମା ଇଣ୍ଡଷ୍ଟ୍ରିରେ ସେ ବେଶ ସଫଳ । ନିଜ କ୍ୟାମେରା ଲେନ୍ସରେ ସେ ଶତାଧିକ ସିନେମା କଏଦ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଖାଲି ବଲିଉଡ଼ ନୁହେଁ, କନ୍ନଡ, ତେଲୁଗୁ, ତାମିଲ ଭାଷାର ଅନେକ ହିଟ୍‌ ଫିଲ୍ମ ସମେତ…

ରାଜ୍ୟରେ ୧୮ରୁ ୫୯ ବର୍ଷଙ୍କ ପାଇଁ ମାଗଣା ବୁଷ୍ଟର ଡ଼ୋଜ୍ ୧୫ ତାରିଖ ଜୁଲାଇରୁ ଆରମ୍ଭ

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ଼୍ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ ଟିକାକରଣ, ସତର୍କତା ଓ ସଠିକ୍ ସୂଚନା ପ୍ରସାରଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଭୁବନେଶ୍ୱର,:ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି । ତେବେ…

ବୃକ୍ଷ ରୋପଣ କଲେ ଜ୍ୟୋତିଷ ପରିବାର

ବରଗଡ଼: ବୃକ୍ଷ ହିଁ ଜୀବନ' କହିବା ଆଦ୍ୟୈ ଅସମୀଚୀନ ନୁହେଁ। ଏହା ସମ୍ପୂର୍ଣ୍ଣ ସମୀଚୀନ ଓ ଯଥାର୍ଥ । ବୃକ୍ଷ ଆମ୍ଭମାନଙ୍କ ପାରିବେଶିକ ପ୍ରଦୂଷଣକୁ ଦୂରୀଭୂତ କରି ଆମ୍ଭମାନଙ୍କ ଜୀବନ ରକ୍ଷା କରିଥାଏ। ବୃକ୍ଷ ବହୁବିଧ ଉପକାରିତା ରହିଛି। ବୃକ୍ଷ ଆମ୍ଭମାନଙ୍କ ଫଳ ଓ ଛାୟା ଦାନ କରେ; ଆମ ପରିବେଶକୁ…