ପୁଣି ବଢ଼ିଲା ହାଇ ସିକ୍ୟୁରୀଟି ନମ୍ବର ପ୍ଲେଟ ନିଷ୍ପତ୍ତି କାର୍ଯ୍ୟକାରିତା ସମୟ ସୀମା

0

ଭୁବନେଶ୍ୱର : ପୁଣି ବଢ଼ିଲା ହାଇ ସିକ୍ୟୁରୀଟି ନମ୍ବର ପ୍ଲେଟ ନିଷ୍ପତ୍ତି କାର୍ଯ୍ୟକାରିତା ସମୟ ସୀମା  | ବଢ଼ିଲା ହାଇ ସିକ୍ୟୁରୀଟି ନମ୍ବର ପ୍ଲେଟ ସମୟ ସୀମା ଓ ବ୍ୟବସ୍ଥାକୁ ନେଇ ପ୍ରତିବାଦ ଦୁର୍ବାର ହେଲା ଓ ସମସ୍ତେ ମୁହଁଖୋଲିଲେ । ରାଜ୍ୟବ୍ୟାପୀ ପ୍ରତିବାଦ ହେଲା । ସାହସ କରି କୋର୍ଟକୁ ଗଲେ । ଲୋକଙ୍କ ଅସନ୍ତୋଷକୁ ପରିପ୍ରେକ୍ଷୀରେ ମାସେ ଘୁଞ୍ଚିଥିଲା ସମୟସୀମା ଓ ସେହି ଡେଟ ଲାଇନ ଶେଷ ହେବା ପୂର୍ବରୁ ଆଜି ପୁଣି ଘୁଞ୍ଚିଲା ମାସେ ।

Leave A Reply

Your email address will not be published.