Sign in
Sign in
Recover your password.
A password will be e-mailed to you.
ନିଃସନ୍ତାନ ଦମ୍ପତିଙ୍କୁ ପିତାମାତା ହେବାର ସୁଯୋଗ ପ୍ରଦାନ କରୁଛି କିମ୍ସ
କିମ୍ସରେ ବିଶ୍ୱ ଆଇଭିଏଫ୍ ଦିବସ
ଭୁବନେଶ୍ୱର: କିମ୍ସରେ ସୋମବାର ବିଶ୍ୱ ଆଇଭିଏଫ୍ ଦିବସ ପାଳିତ ହୋଇଯାଇଛି । ୧୯୭୮ରେ ବିଶ୍ୱର ପ୍ରଥମ ଟେଷ୍ଟଟ୍ୟୁବ୍ ଶିଶୁ ଲୁଇସ୍ ବ୍ରାଉନ୍ଙ୍କ ଜନ୍ମକୁ ପାଳନ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୫ ତାରିଖରେ ବିଶ୍ୱ ଆଇଭିଏଫ୍ ଦିବସ ପାଳନ କରାଯାଏ । ୨୦୧୭ ମସିହା…
ଜିଲ୍ଲାପାଳଙ୍କର ଫଇସଲା ଅନ ଦ ସ୍ପଟ
ଅଭିଯୋଗ ଶୁଣାଣି କାର୍ଯକ୍ରମରୁ ସିଧା ଥାନାକୁ ଗଲେ ଦୁଇ ଅଧିକାରୀ
ରେକର୍ଡ 171 ଅଭିଯୋଗ ର ଶୁଣାଣି କଲେ ଜିଲ୍ଲାପାଳ
ବରଗଡ :- ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀ ଆଜି ଜିଲ୍ଲା ସ୍ଥାରୀୟ ଅଧିକାରୀ ତଥା ସ୍ଥାନୀୟ ଅଧିକାରୀ ମାନଙ୍କ ସହିତ ଝାରବନ୍ଧ ବ୍ଲକ ରେ ଅଭିଯୋଗ ଶୁଣାଣି କରିଥିଲେ…
ସାର ଡାଙ୍ଗ ବିଜେପି ତରଫରୁ ରାଷ୍ଟ୍ରପତିଙ୍କ ବିଜୟ ଉତ୍ସଵ ପାଳିତ
ଖଇରା (ବୁଲୁ ଲେଙ୍କା ): ସିମୁଳିଆ ନିର୍ବାଚନ ମଣ୍ଡଳୀ ର ଖଇରା ବ୍ଲକ ସାର ଡାଙ୍ଗ ପଞ୍ଚାୟତରେ ବିଜେପି ତରଫରୁ ରାଷ୍ଟ୍ରପତିଙ୍କ ବିଜୟ ଉତ୍ସଵ ପାଳନ ହୋଇଯାଇଛି।ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ବିଜୟୀ ହୋଇଛନ୍ତି।ଏହାସହ ପ୍ରଥମଥର ପାଇଁ ଜଣେ ଆଦିବାସୀ ମହିଳା…
ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେଵ ସିଂ, ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…
ପ୍ରଣାମ ତଣ୍ଡାହାର: ଲଗା ଗଲା ତିନିହଜାର ଗଛ ।
ଅସ୍ତରଙ୍ଗ(ଦୁଃଶାସନ ନାୟକ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଶିଶୁଅ ପଞ୍ଚାୟତ ଅନ୍ତର୍ଗତ ତଣ୍ଡାହାର ଗାଁ,ଯେଉଁଠାରୁ ବାସ କରନ୍ତି ପ୍ରାୟ ୯୫ ପରିବାର, କିନ୍ତୁ ପ୍ରତ୍ୟକ ଦିନ ସେମାନଙ୍କର ଭୟ ଓ ଆଶଙ୍କାରେ କଟେ। କାରଣ ବେଳେ ବେଳେ ଉଚ୍ଚ ଯୁଆର ଆସିଲେ ଗାଁ ଗହିର ବନ୍ୟାରେ ଏକ ଭ୍ରମ ସୃଷ୍ଟି କରେ।…
“ଆକାଂକ୍ଷା” ମହିଳା ସଙ୍ଗଠନ ତରଫରୁ ଭାରତର ୧୫ତମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ହାର୍ଦ୍ଦିକ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ୧୫ତମ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇ ଓଡ଼ିଶାର ଗୌରବକୁ ଦ୍ବିଗୁଣିତ କରିଛନ୍ତି ମାନନୀୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ଜଣେ ମହିଳା ମହାମୋହିମ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିବାରୁ ଓଡ଼ିଶାବାସୀଙ୍କ ସହ "ଆକାଂକ୍ଷା" ମହିଳା…
କଲ୍ୟାଣସିଂହପୁର ଶ୍ରୀ ଶ୍ରୀ ଶ୍ରୀ ପଞ୍ଚମୁଖୀ ସ୍ପଟିକ ନୀଳକଣ୍ଠେଶ୍ୱର ପୁରାତନ ପ୍ରସିଦ୍ଧ ଐତିହାସିକ ଦେବଗିରି ପୀଠ ରେ…
କଲ୍ୟାଣସିଂହପୁରରୁ ପ୍ରଦୀପ ଦଲାଇ: ଶ୍ରାବଣ ମାସର ଦୁତୀୟ ସୋମବାରରେ ଆଜି ସର୍ବ ପୁରାତନ ପ୍ରସିଦ୍ଧ ଐତିହାସିକ ଦେବଗିରି ଶୈବ ପୀଠ। ଏହି ପାହାଡ଼ରେ ଶ୍ରୀ ଶ୍ରୀ ଶ୍ରୀ ପଞ୍ଚମୁଖୀ ସ୍ପଟିକ ନୀଳକଣ୍ଠେଶ୍ୱର ମନ୍ଦିର ଅବସ୍ଥିତ।ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ଥିବା ଦକ୍ଷିଣ ଓଡ଼ିଶାର ସର୍ବ…
ଦେଶୀ ମଦ ଜବତ : ଜଣେ ଗିରଫ
ରାଉରକେଲା/ ବସନ୍ତ ଜେନା : ରାଉରକେଲା ଅବକାରୀ ବିଭାଗର ସବ୍ ଇନ୍ସପେକ୍ଟର ଶ୍ରୀଧର ମହାନ୍ତି ଓ ତାଙ୍କ ମୋବାଇଲ୍ ୟୁନିଟ ପେଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୁତ୍ର ରୁ ଖବର ପାଇ ଉଦିତ୍ ନଗର ଥାନା ଅଞ୍ଚଳର ଶୀତଳ ପଡ଼ା ଛକ ପାଖରେ ଚଢାଉ କରି ଦୁର୍ଗା ପ୍ରସାଦ ନାଥ ନାମକ ବ୍ୟକ୍ତି ଙ୍କ ଠାରୁ ୫୫…
ଦେଶର ନୂତନ ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ : ଦେଶର ନୂତନ ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ | ଆଜି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭେଙ୍କଟ ରମନା ଆଜି ଶ୍ରୀମତୀ ମୁର୍ମୁଙ୍କୁ ପଦ ଓ ଗୋପନିୟତାର ଶପଥପାଠ କରାଇଛନ୍ତି | ଶପଥ…
ବିପଦ ସଂକୁଳ ଅବସ୍ଥାରେ ନାଳ ପାର ହୋଇ ସ୍କୁଲ ଯାଉଛନ୍ତି କୁନି କୁନି ଛାତ୍ର ଛାତ୍ରୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାର ବିଭିନ୍ନ ସମୟରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକର ଉନ୍ନତି ଆଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରୁଛନ୍ତିି। ହେଲେ ଏମିତି କିଛି ଜାଗା ମୋହନା ବ୍ଲକରେ ରହିଅଛି ଯାହାକି ତିନୋଟି…