ଜେକେ କାଗଜ କଳ ତାର ପାରିପାର୍ଶ୍ବିକ ଆଞ୍ଚଳରେ ସଫେଇ ଅଭିଯାନର ଆରମ୍ଭ କରିଛନ୍ତି

ରାୟଗଡ ରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲାର କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକରେ ଝାଡ଼ାବାନ୍ତିରେ ଆନେକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁ ଘଟିଛି । ଏହାସହ ବର୍ତ୍ତମାନ ବର୍ଷାଋତୁ ଚାଲିଥିବା ବେଳେ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ମାରାତ୍ମକ ରୋଗ…

ପୂର୍ବତନ ସେନାନୀ ସଂଘର ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ରାଜୁଗୁରୁ ସାହି ସ୍ଥିତ ଗୋପୀନାଥ ପାଠାଗାର ପରିସରରେ ପୂର୍ବତନ ସେନାନୀ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ୟାପଟେନ ମଲିକାର୍ଜୁନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦିବଂଗତ…

ନିଖିଳ ଉତ୍କଳ ଅଣ-ଗେଜେଟେ ଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ଜିଲ୍ଲା ସ୍ତରୀୟ ଚତୁର୍ଦ୍ଦଶ ବାର୍ଷିକ…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ତାଲିମ କକ୍ଷ ଠାରେ ନିଖିଳ ଉତ୍କଳ ଅଣ- ଗେଜେଟେଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଗଜପତି ଜିଲ୍ଲା ଶାଖାର ଜିଲ୍ଲା…

ରାଉରକେଲା ସ୍ମାର୍ଟସିଟିର ଉନତିକରଣ ପାଇଁ ଅନେକ ଲୋକମୁଖୀ କାର୍ଯ୍ୟର ଶୁଭାରମ୍ଭ

ରାଉରକେଲା, (ବସନ୍ତ କୁମାର ଜେନା ):  ରାଉରକେଲା ଜନସାଧାରଣ ଏବଂ ବ୍ୟବସାଇ ମାନଙ୍କର ଅଧିକରୁ ଅଧିକ ସୁବିଧା ପାଇଁ ଆରଏମସି ତରଫରୁ,ଏସଟିଆଇ ଗଣେଶ ମାର୍କେଟ ନିକଟରେ ପାଖାପାଖି ଚାରି କୋଟି ଟଙ୍କା ବ୍ୟୟରେ ତ୍ରୀସ୍ତରୀୟ ବିଲ୍ଦିଙ୍ଗ (ଦୋକାନ ଗୃହ ପାଇଁ),ଏବଂ ସେଇଭଳି ଭାବେ ବାସନ୍ତିକଲୋନୀ ଜଗନ୍ନାଥ…

ଧର୍ମପ୍ରାଣ। କୃଷ୍ଣପ୍ରିୟା ମହାପାତ୍ରଙ୍କର ଶେଷକୃତ୍ୟ ସମ୍ପୂର୍ଣ

ରାଉରକେଲା/ରାଉରକେଲା ରୁ ବସନ୍ତ କୁମାର ଜେନା  : ରାଉରକେଲା ବିଜୁ ଜନତା ଦଳର ବରିଷ୍ଟ ଆଇନିଜୀବୀ ଶ୍ରୀ ସତ୍ୟ ନାରାୟଣ ମହାପାତ୍ରଙ୍କ ମାଆ ଗତ କାଲି ସ୍ବର୍ଗାହରଣ କରିଥିଲେ । ସାନପୁଅ ଶ୍ରୀ ସୋମ୍ୟ ରଞ୍ଜନ ମହାପାତ୍ରଙ୍କ ଆଗମନକୁ ଅପେକ୍ଷା କରି ଆଜି ବେଦବ୍ୟାସ ମୁକ୍ତି ସ୍ମଶାନ ଠାରେ ଶେଷକୃତ୍ୟ…

ଶୋକ ସନ୍ତପ୍ତ ପରିବାର ଙ୍କୁ ଭେଟି ସମବେଦନା ଜଣାଇଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ।

ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ନିଶ୍ଚିନ୍ତକୋଇଲି ବ୍ଲକ ଗ୍ରସ୍ତ କରି ଜିଗ୍ନିପୁର  ପଞ୍ଚାୟତର ୩ଟି ପରିବାର ଓ କଟରପଡା ପଞ୍ଚାୟତ ର ପଞ୍ଚାୟତ ସଭାପତି ଙ୍କ ପିତାଙ୍କ ଦ୍ବାଦଶ କର୍ମରେ ଯୋଗଦାନ କରିଥିଲେ । ପ୍ରକାଶ…

ଗୁରୁତୁଲୀଗାଁରେ ପହଞ୍ଚି ସ୍ଥିତି ପରଖିବା ପରେ ଲୋକଙ୍କୁ ସଚେତନ କଲେ ଏଡିଏମ ଡା. ବି ଏଲ ଏମ୍ ରାଜୁ।

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ//ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ଓ ବୁଡ଼ାଗୁଡା ଅଞ୍ଚଳରେ ହୋଇଥିବା ଡାଇରିଆ ଗାଁକୁ ଏଡିଏମ ଡାକ୍ତର ବି ଏଲ ଏମ୍ ରାଜୁ ଗସ୍ତ କରିଥିଲେ ।ଏଡିଏମ ବୁଡ଼ାଗୁଡା ପଞ୍ଚାୟତର ଗୁରୁତୁଲୀ,କୁମ୍ଭାର ଗୁରୁତୁଲୀ ଓ ସିକରପାଇ ର କୃଷ୍ଣ ନଗର ଗାଁରେ ପହଞ୍ଚି…

ସାମ୍ପ୍ରତିକ ସମୟରେ ଯନ୍ତ୍ର ମାନବ ଠାରୁ ଭାବପ୍ରବଣତା ଆଶା କରାଯାଏନା; ଡ. ଅରୁଣ

ଓଡ଼ଗାଁ ଶ୍ରୀ ରଘୁନାଥ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ଅଧିବେଶନ ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) :   ଓଡ଼ଗାଁ ଶ୍ରୀ ରଘୁନାଥ ବରିଷ୍ଠ ନାଗରିକ ମଞ୍ଚର ଦ୍ୱିବାର୍ଷିକ ସାଧାରଣ ଅଧିବେଶନ ଓଡ଼ଗାଁ ବ୍ଳକ ସଭାଗ୍ରୁହ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ବସନ୍ତ କୁମାର ମିଶ୍ରଙ୍କ…

ସଂଖ୍ୟାଲଘୁଙ୍କୁ ସରକାରଙ୍କ ଅଣଦେଖା ଅଭିଯୋଗରେ ସଂଖ୍ୟାଲଘୁ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଶାନ୍ତି…

ଘୁ.ଉଦୟଗିରି(ଗଗନ କୁମାର ପ୍ରାଧାନ): ସଂଖ୍ୟାଲଘୁ ଲୋକମାନଙ୍କୁ ସରକାରଙ୍କ ଅଣଦେଖା ଅଭିଯୋଗ l ସଂଖ୍ୟାଲଘୁ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଶାନ୍ତି ପୂର୍ଣ୍ଣ ଧାରଣା ଦେବା ପାଇଁ ନିସ୍ପତି l ଯେକୌଣସି ସରକାରଙ୍କ ସୁବିଧାରେ ସଂଖ୍ୟା ଲଘୁ ଛାତ୍ରଛାତ୍ରୀ ସୁବିଧା ପାଇପାରୁ ନାହିଁନ୍ତି…

ଆୟୁର୍ବେଦ ଚିକିତ୍ସିକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)-ପଲସଦା ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ର ର ବରିଷ୍ଠ ଅଧିକାରୀ ଡା ମନୋରଞ୍ଜନ ଦେବତା ପବିତ୍ର ଗନ୍ଧମାର୍ଦ୍ଦନ ପାଦଦେଶ ରେ ଥିବା ଶ୍ରୀ ଶ୍ରୀ ନୃସିଂହ ଆୟୁର୍ବେଦ କେନ୍ଦ୍ର ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ, ନୃସିଂହ ନାଥ ର ପ୍ରଥମ ବ୍ଯାଚ ଜଣେ ଆଦର୍ଶ ମେଧାବୀ…