Sign in
Sign in
Recover your password.
A password will be e-mailed to you.
ସାଂସଦ ସପ୍ତଗିରି ଉଲାକା କାଶିପୁର ବ୍ଲକ ଡାଇରୀୟା ପ୍ରଭାବିତ ଅଞ୍ଚଳ ଗସ୍ତ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ର ଟିକିରି ଅଞ୍ଚଳ ର ବିଭିନ୍ନ ଗ୍ରାମରେ ଯେଉଁ ଡ଼ାଇରୀୟା ରୋଗରେ ଆକ୍ରାନ୍ତ ହୋଇ ବହୁ ଲୋକ ମୃତ୍ୟୁ ବରଣ କରିଛନ୍ତି ଏବଂ ବର୍ତ୍ତମାନ ହସ୍ପିଟାଲ ରେ ଯେଉଁ ରୋଗୀ ଚିକିତ୍ସିତ ହେଉଛନ୍ତି ସେମାନଙ୍କୁ ଆଜି ମାନ୍ୟବର ସାଂସଦ ଶ୍ରୀଯୁକ୍ତ…
ଗଜପତି ଗୀତାଜ୍ଞାନ ପ୍ରଚାର ସମିତି ଗଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବଡରାଧାକାନ୍ତ ମଠ ପରିସରରେ ସନ୍ଥ ଶ୍ରୀରାମନନ୍ଦ ଦାସ ମହାରାଜଙ୍କ ଆହ୍ୱାନ କ୍ରମେ ଗୀତାର ପ୍ରଚାର ପ୍ରସାର ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପଦେଷ୍ଟା ରୂପେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଅନାଦି…
ଓଡ଼ଗାଁ ବ୍ଳକ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଓଡ଼ଗାଁ ( ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରବିବାର ଦିନ ବିଜେଡିର ୨୫ ବର୍ଷ ପୁର୍ତ୍ତ ଅବସରରେ ଆରଡ଼ା ପଞ୍ଚାୟତ ପେଟାପଲ୍ଲୀ ଖେଳପଡିଆ, ନନ୍ଦିଘୋର ବେଢ଼ା ପୋଖରୀ, ଓଡ଼ଗାଁ ଏନ୍.ଏସି ସ୍ମାର୍ଟ ସ୍ମଶାନ ଠାରେ ବୃକ୍ଷରୋପଣ…
ଅଲ୍ ଓଡିଶା ମିନିଟ୍ରକ ମାଲିକ ସଂଘ ପକ୍ଷରୁ ରାଷ୍ଟ୍ରପତିଙ୍କ ସ୍ୱାଗତ ଉତ୍ସବ
ଭୁବନେଶ୍ୱର/ଚକ୍ରଧର ମାଝୀ : ଓଡିଶା ଗଣତନ୍ତ୍ର ଇତିହାସରେ ଯୋଡି ହୋଇଛି ଆଉଏକ ନୂଆ ଫର୍ଦ୍ଦ । ଓଡିଶା ମାଟିର ସୁଯୋଗ୍ୟ ମହିଳା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବହୁ ସଂଖ୍ୟକ ଭୋଟରେ ବିଜୟ ଲାଭ କରି ଭାରତର ପ୍ରଥମ ନାଗରିକ ହୋଇଛନ୍ତି । ଭାରତର ମହାମହିମ ରଷ୍ଟ୍ରପତି ଭାବେ ଓଡିଶାର ଗର୍ବ…
୫ଟି ଯୋଜନାରେ ସାମିଲ ବିଦ୍ୟାଳୟ ଗୁଡିକ ର ସମୀକ୍ଷା କଲେ ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ।
(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଓ ବିକାଶମୂଳକ ଯୋଜନା ମଧ୍ୟରେ ୫ଟି ଯୋଜନା ରେ ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ ଯୋଜନା ଅତ୍ୟନ୍ତ ଉଚ୍ଚକୋଟିର । ଏହି ଯୋଜନାରେ ମାହାଙ୍ଗା ବ୍ଲକ ଅଞ୍ଚଳର ବହୁ ବିଦ୍ୟାଳୟକୁ ସାମିଲ କରାଯାଇଛି । ଆଉ ଏହି…
ରାଜ୍ୟରେ ବ୍ୟାପିଥିବା ମହାମାରୀ ନିରୀହ ଆଦିବାସୀଙ୍କୁ ସରକାରଙ୍କ ଉପହାର- କଂଗ୍ରେସ
ଭୁବନେଶ୍ୱର - ଆଦିବାସୀମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଓ ଅପାରଗତା ପାଇଁ ବର୍ତମାନ ଆଦିବାସୀ ବହୁଳ ରାୟଗଡ଼ା, କୋରାପୁଟ କଳାହାଣ୍ଡି, ନବରଙ୍ଗପୁର, ଗଜପତି ଓ ନୂଆପଡ଼ା ଜିଲ୍ଳାରେ ମହାମାରୀ ପାଇଁ ଅନେକ ଜୀବନ ଚାଲିଯାଉଛି । ଅନେକ ଯୋଜନାର ଡିଣ୍ଡିମ ପିଟି ଲୋକଙ୍କୁ ଭୂଆଁ ବୁଲାଉଥିବା…
ଯୁବ କଂଗ୍ରେସ ର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ
ବାସୁଦେବପୁର/ପ୍ରତାପ ପାଢ଼ୀ- ଆଜି ବାସୁଦେବପୁର ବ୍ଳକ ଅନ୍ତର୍ଗତ ପିସିସି ସାଧାରଣ ସମ୍ପାଦକ ଅଶୋକ କୁମାର ଦାସଙ୍କ ବାସଭବନରେ ବାସୁଦେବପୁର ଯୁବ କଂଗ୍ରେସର ଏକ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ବିଧାନ ସଭା ମଣ୍ଡଳୀ ନେତା ଅଶୋକ ଦାସ, ଙ୍କ ସହ ନଗର କଂଗ୍ରେସ ସଭାପତି ଭକ୍ତ ରଞ୍ଜନ…
ପି.ଗୋବିନ୍ଦପୁରରେ ଝାଡାବାନ୍ତି ଥମିବାର ନାଁ ଧରୁନି
ଦୂଷିତ ପାଣି ମୁଖ୍ୟ କାରଣ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନକଲେ ଜିଲ୍ଲା ଜଳ ଯୋଗାଣ ଓ ପରିମଳ ବିଭାଗ ନିବାହୀ ଯନ୍ତ୍ରୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପି. ଗୋବିନ୍ଦପୁର ଗାଁରେ ଝାଡା ବାନ୍ତି ଆତଙ୍କ ଥମିବାର ନାଁ ଧରୁନି। ପୁଣି ୧୦ ଜଣ…
ସୁବର୍ଣ୍ଣପୁରରେ ଡେଙ୍ଗୁ ସଚେତନତା ମାସ ପାଳିତ
ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସଭା ଗୃହରେ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ସଚେତନତା ମାସ ପାଳନ ହୋଇ ଯାଇଛି l ଉକ୍ତ ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅଧ୍ୟକ୍ଷ ତଥା ଜିଲ୍ଲାପାଳ…
ମୋ’ କଲେଜ ଅଭିଯାନ ଅଧୀନରେ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଅଭିଲେଖାଗାର କକ୍ଷ ଲୋକାର୍ପଣ
ଛାତ୍ରଛାତ୍ରୀମାନଙ୍କ ଉଚ୍ଚଶିକ୍ଷା, ଗବେଷଣା ଆଦି କ୍ଷେତ୍ରରେ ବିଶେଷ ସହାୟକ ହେବ ଅଭିଲେଖାଗାର: ଆକାଶ ଦାସନାୟକ
ଖୋର୍ଦ୍ଧା(ରବିନାରାୟଣ ସାହୁ ): ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ଅଭିଲେଖାଗାର କକ୍ଷ ଲୋକାର୍ପଣ…