ଜଗତସିଂପୁର/ସୁମନ୍ତ କୁମାର ଦାସ: ଝିଙ୍କଟି ଡିହ ଠାରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ଭାଷା ଭାବନା ” ଦ୍ବାରା ଆୟୋଜିତ ଏକ ବର୍ନାଢ୍ଯ ସାରସ୍ବତ ସମାରୋହ ତଥା ଗାୟକ ବାଣୀକଣ୍ଠ ବନମାଳୀ ପତିଙ୍କ ଗୁରୁ ପୂଜନ ଓ ସମ୍ବନ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ଯ ଅତିଥିଭାବେ ଜିଲ୍ଲା ସଂସ୍କୁୃତି ଅଧିକାରୀ ଶ୍ରୀ ଯୁକ୍ତ ଦିଲ୍ଲୀପ ଜେନା, ସମ୍ମାନିତ ଅତିଥିଭାବେ ଭାଷା ଭାବନାର ପ୍ରତି ଷ୍ଠାତା ଶ୍ର ଯୁକ୍ତ ସୁକାନ୍ତ କୁମାର ପ୍ରଧାନ ଓ ଗାଯକ ନାରାୟଣ ମହାରଣା ଯୋଗଦେଇ ଗୁରୁ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଏଥିରେ ଶିକ୍ଷକ ଅଶୋକ କୁମାର ମୁଦୁଲି ଓ ଦୁଯୋଧନ ମାରହଣାଙ୍କୁ ସମ୍ମାନିତ କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.
Prev Post
Next Post