ଜଗତସିଂହପୁର/ରାକେଶ କୁମାର ରାୟ :- ଧାମନଗରରେ ଭାରତୀୟ ଜନତା ପାର୍ଟିର ଐତିହାସିକ ବିଜୟ ଉପଲକ୍ଷେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ ନେତା ତଥା ରାଜ୍ୟ ସମ୍ପାଦକ ଭାରତୀୟ ଜନତା ଯୁବମୋର୍ଚ୍ଚା ଡକ୍ଟର ପ୍ରକାଶ ଚନ୍ଦ୍ର ଦଳାଇ ଙ୍କ ଆଗ୍ରହ କ୍ରମେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ମାନସ କୁମାର ମହାପାତ୍ର ଙ୍କ ନେତୃତ୍ବରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ଜଇପୁର ଛକ ରେ ବାଜା ବଜାଇ , ବାଣ ଫୁଟାଇ , ମିଠା ଖୁଆଇ , ଭାରତ ମାତା ଙ୍କ ଜୟ ଜୟ କାର କରି ବିଜୟ ଉତ୍ସବ ପାଳନ କରାଗଲା
ଏଥିରେ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଖିତିସ୍ ଦାସ , ଜିଲ୍ଲା ସମ୍ପାଦକ ଅଞ୍ଚଳ ର ଉଦୟମାନ ଯୁବନେତା ବଳରାମ ଦଳାଇ , ଜିଲ୍ଲା ଉପସଭାପତି ଜଗନ୍ନାଥ ବାରିକ , ଜିଲ୍ଲା କୋଷାଧ୍ୟକ୍ଷ ବନୋଜ୍ ନାୟକ , ଜଇପୁର ମଣ୍ଡଳ ସଭାପତି ସଞ୍ଜୟ କୁମାର ଖୁଣ୍ଟିଆ, ଓବିସି ମୋର୍ଚ୍ଚା ମଣ୍ଡଳ ସଭାପତି ଟୁକୁ ମହାପାତ୍ର , ସାଗର ଦାସ , ପ୍ରସନ୍ନ ଦାସ , ମଙ୍ଗୁ ଦାସ ଯୋଗଦାନ କରିଥିଲେ
Sign in
Sign in
Recover your password.
A password will be e-mailed to you.
Prev Post
Next Post