ତିର୍ତ୍ତୋଲ : ତିର୍ତ୍ତୋଲ ଚେଳିତୋଳ ବାଲିଯାତ୍ରା-୨୦୨୨ ଚତୁର୍ଥ ସନ୍ଧ୍ୟାକାଳୀନ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଯାଇଛି ମହୋତ୍ସବ କମିଟି ସଭାପତି ଇଂ ବିଜୟ ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସମାଜ ସେବୀ ଡ଼ ଶ୍ରୀଚରଣ ଦାଶ, ମୁଖ୍ୟ ବକ୍ତା ଭାବେବିଶିଷ୍ଟ ସାହିତ୍ୟିକ ତଥା ସମ୍ପାଦକ ଚେରିତୋଳ ସାଂସ୍କୃତିକ ପରିଷଦ ଶ୍ରୀଯୁକ୍ତ ସୁଶିଲ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ସଭାପତି ବିଶ୍ଵ ଓଡ଼ିଆ ମହାସଂଘ ଓ ଉପଦେଷ୍ଟା ଓଡ଼ିଶା ମୋ ପରିବାର ଡ଼ା ସୁରେନ୍ଦ୍ର ନାଥ ମହାପାତ୍ର, ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଭୂଇଁ।, ଶ୍ରୀଯୁକ୍ତ ଅଜମିର ଅଲ୍ଲୀ, ସଂଖ୍ୟାଲଘୁ ନେତା, ଶ୍ରୀଯୁକ୍ତ ଲମ୍ବୋଦର ଖୁଣ୍ଟିଆ, ବିଡ଼ିଓ ,ରଘୁନାଥପୁର, ଶ୍ରୀଯୁକ୍ତ ଅମୂଲ୍ୟ କୁମାର ସାହୁ, ତହସିଲଦାର,ତିର୍ତ୍ତୋଲ ଯୋଗ ଦେଇଥିଲେ| ଶେଷରେ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ମହାପାତ୍ର, ଶିକ୍ଷାବିତ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.