Sign in
Sign in
Recover your password.
A password will be e-mailed to you.
କଲ୍ୟାଣସିଂହପୁର ପୋଲସ କୁ ମିଳିଛି ବଡ ସଫଳତା, ୨୪ଘଣ୍ଟା ରେ ଚୋର ଗିରଫ, କୋର୍ଟ ଚାଲାଣ।
କଲ୍ୟାଣସିଂହପୁରରୁ ପ୍ରଦୀପ ଦଲାଇ : କଲ୍ୟାଣସିଂହପୁର ପୋଲସ କୁ ମିଳିଛି ବଡ ସଫଳତା | ଏକ ଚୋରି ଅଭିଯୋଗର ୨୪ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି | ଗତ କାଲି କିରାଣୀ ଦୋକାନ ରୁ ଲୂଟ ହୋଇଥିବା ପଚାଶ ହଜାର ଟଙ୍କାକୁ ନେଇ ଥାନା ରେ ଅଭିଯାଗ ହେବାପରେ କଲ୍ୟାଣସିଙ୍ଗପୁର…
ଅଗଷ୍ଟ ୧୩ରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା: ସିଇସି
ଭୁବନେଶ୍ୱର, : ଗତକାଲି ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ କ୍ରମେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଥିବା ବେଳେ ଅଗଷ୍ଟ ୧୩ ତାରିଖ ବେଳକୁ ଉତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ…
ଲାବ୍ରାଡର୍ର ମୂତ୍ରାଶୟରୁ ବାହାରିଲା ୫୦ ଗ୍ରାମ ରୁ ଅଧିକ ଓଜନର ଷ୍ଟୋନ୍
ସୋଆ ଭେଟେରିନାରୀ ହସ୍ପିଟାଲ୍ରେ ସଫଳ ଅସ୍ତ୍ରୋପଚାର
ଭୁବନେଶ୍ୱର: ଏକ ଧଳା ଲାବ୍ରାଡରର ମୂତ୍ରାଶୟ ଏବଂ ପରିସ୍ରାନଳୀରୁ ଅସ୍ତ୍ରୋପଚାର ଜରିଆରେ ବହୁ ପରିମାଣର ପଥର ବାହାର କରାଯାଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ନୂଆଗାଁ ସ୍ଥିତ ସୋଆ ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍ର ପଶୁ ଚିକିତ୍ସକମାନେ…
ବରିଷ୍ଠ ଅଗ୍ନିଶମ ସେବା ଅଧିକାରୀମାନଙ୍କ ବାର୍ଷିକ ଅଧିବେଶନ-୨୦୨୨
ଅଗ୍ନିକାଣ୍ଡ ଓ ବିପତ୍ତିର ତ୍ୱରିତ ମୁକାବିଲା ନିମନ୍ତେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର: ଓଡିଶା ଅଗ୍ନିଶମ ନିର୍ଦ୍ଦେଶାଳୟ ଦ୍ୱାରା ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ବରିଷ୍ଠ ଅଗ୍ନିଶମ ସେବା…
ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ସ୍ଥିତି ଅନୁଧ୍ୟାନ କଲେ ପାଣ୍ଡିୟାନ
ଭୁବନେଶ୍ୱର: ଭୁବନେଶ୍ୱରର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି | ଗାଡ଼ି ମୋଟର ସଂଖ୍ୟା ରେ ମଧ୍ୟ୍ୟ ବଢୁଛି | ଏହା ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି | ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥା ରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ…
ବର୍ଷା ମାସରେ ମଧ୍ୟ ପିଇବା ପାଣି ସମସ୍ୟା ଲାଗିରହିଛି।
ପଦ୍ମପୁର: ପଦ୍ମପୁର ସହରରେ ପିଇବା ପାଣି ର ସମସ୍ୟା ଦୀର୍ଘଦିନର,ଗତ ଖରା ଦିନରେ ଏହା ଅସହ୍ୟ ହୋଇଥିଲା, ଏମିତି ପରିସ୍ଥିତି କେବେ ଦେଖିନଥିଲୁ ବୋଲି ପଦ୍ମପୁର ବାସୀ କହନ୍ତି, ସାମୟିକ ସମାଧାନ ପାଇଁ ସ୍ଥାନୀୟ ବିଭାଗ ମାନଙ୍କ ତରଫରୁ ଟେଙ୍କର ଯୋଗେ ପାଣି ବିତରଣ କରାଯାଉଥିଲା, ବର୍ଷା ମାସ ଆରମ୍ଭ…
ଆକାଶ ବାଇଜୁସ୍ କନ୍ୟା ଶିଶୁଙ୍କ ଅନ୍ତର୍ଭୁକ୍ତି ଓ ସଶକ୍ତିକରଣ ପାଇଁ ପ୍ରଚଳନ କରୁଛି ‘ସମସ୍ତଙ୍କ ପାଇଁ ଶିକ୍ଷା’
ଏହାର ଛାମୁଆ ଜାତୀୟ ସ୍କଲାରସିପ୍ ପରୀକ୍ଷା- ଆନ୍ଥେ ୨୦୨୨ର ଅଂଶସ୍ୱରୂପ ପ୍ରାୟ ୨୦୦୦ ବଞ୍ଚିତ ଏବଂ ଛାତ୍ରୀଙ୍କୁ ମାଗଣା ଏନଇଇଟି ଓ ଜେଇଇ କୋଚିଂ ଏବଂ ସ୍କଲାରସିପ୍ ପ୍ରଦାନ କରିବ
ଏହି ପ୍ରୟାସ ଛାତ୍ରଙ୍କୁ, ବିଶେଷକରି ଛାତ୍ରୀ, ଆର୍ଥିକ ଦୁର୍ବଳ ପରିବାର ଏବଂ ଗୋଟିଏ କନ୍ୟା ସନ୍ତାନ…
ଗାନ୍ଧୀ ସ୍ମୃତିପୀଠ ବେରୋବୋଇରୁ ଲବଣ ସତ୍ୟାଗ୍ରହର ଅନ୍ୟତମ ମୁକସାକ୍ଷୀ କୁହୁଡି ପର୍ଯ୍ୟନ୍ତ ତ୍ରିରଙ୍ଗା ପଦଯାତ୍ରାରେ ଯୋଗ…
ଭୁବନେଶ୍ୱର, : ସ୍ୱାଧୀନତା ସେନାନୀଙ୍କ ପ୍ରେରଣା ଓ ଦେଶ ବିକାଶର ଅବଦାନ ରଖି ଯାଇଥିବା ମହାପୁରୁଷ ଓ ରାଷ୍ଟ୍ରନାୟକଙ୍କ ପ୍ରେରଣାକୁ ମନେ ପକାଇ ଆତ୍ମନିର୍ଭର ଭାରତ ଗଠନ ପାଇଁ ସଂକଳ୍ପ ଅମୃତ ମହୋତ୍ସବର ମୂଳ ଲକ୍ଷ୍ୟ । ସ୍ୱାଧୀନତା ୭୫ ବର୍ଷ ପୁର୍ତି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ…
ବିଶ୍ୱ ଆଦିବାସୀ ଦିବସ ପାଳିତ
ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ୍ ଉଲବା ଗ୍ରାମରେ ନିଖିଳ ଉତ୍କଳ କୁଲି ମେହେର ସମାଜ , ଓଡିଶା ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳନ ହୋଇଯାଇଛି ।ଏହି ଦିବସ ପାଳନ ଅବସରରେ ବିଭିନ୍ନ ଜିଲ୍ଲାରୁ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଯୋଗଦାନ କରିଥିଲେ । ପ୍ରକୃତି ସ୍ୱରୂପିଣୀ ମାଁ…
କାଦମ୍ବିନୀ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ
ଭୁବନେଶ୍ୱର : ଆଞ୍ଚଳିକ ଭାଷାରେ ପ୍ରକାଶ ପାଉଥିବା ଅନ୍ୟତମ ଜାତୀୟସ୍ତରର ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ମଙ୍ଗଳବାର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ ଭାରତର ସ୍ୱାଧୀନତା ହାସଲ ପାଇଁ ବହୁ…