କଂଗ୍ରେସ ପକ୍ଷରୁ ସ୍ବାଧୀନତାର ଗୌରବ ଯାତ୍ରା

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ତ୍ୟାଗ ଓ ବଳିଦାନର ୭୫ ବର୍ଷ ଅବସରରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ବାଧୀନତାର ଗୌରବ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ବଳରାମପୁର ପଞ୍ଚାୟତ ଠାରୁ ପଦଯାତ୍ରା ଶୁଭାରମ୍ଭ ହୋଇ କାଦୁଅପଡା ପଞ୍ଚାୟତ…

ଶ୍ରୀରାମଚନ୍ଦ୍ର ଦାଶଙ୍କ ଶ୍ରାଦ୍ଧ ଦିବସ ପାଳିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌରପରିଷଦ ମିଳିତ ଆନୁକୂଲ୍ୟରେ ବିଶିଷ୍ଠ ଶିକ୍ଷାବିତ୍ ଶ୍ରୀରାମ ଚନ୍ଦ୍ର ଦାଶଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଅଛି l ଏହି ଅବସରରେ କଲେଜ ଛକଠାରେ ଥିବ ଶ୍ରୀରାମ ଚନ୍ଦ୍ର ଦାଶଙ୍କ ପ୍ରତିମୂର୍ତ୍ତିରେ ପୌରପରିଷଦ ଅଧ୍ୟକ୍ଷା…

ସମୁଦ୍ର ତଟ ସୁରକ୍ଷା ଓ ଲୁଣିବନ୍ଧ ସୁଦୁଢୀକରଣ ପାଇଁ ପଦକ୍ଷେପ

ଜଳ ସମ୍ପଦ ବିଭାଗ ଏବଂ ରାଷ୍ଟ୍ରୀୟ ସମୁଦ୍ର ପ୍ରାଦ୍ୟୋଗିକ ସଂସ୍ଥାନ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ଭୁବନେଶ୍ୱର: ଓଡିଶାରେ ସମୁଦ୍ର ତଟ ସୁରକ୍ଷା ଓ ଲୁଣିବନ୍ଧ ସୁଦୁଢୀକରଣ ପରିପ୍ରେକ୍ଷୀରେ ରାଜ୍ୟ ଜଳ ସମ୍ପଦ ବିଭାଗ ଏବଂ ରାଷ୍ଟ୍ରୀୟ ସାମୁଦ୍ର ପ୍ରାଦ୍ୟୋଗିକ ସଂସ୍ଥାନ ମଧ୍ୟରେ ଏକ…

ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁ ପତ୍ରିକା ଲେଖା ପାଇଁ ପାରିତୋଷିକ ବୃଦ୍ଧି

ଭୁବନେଶ୍ୱର : ଓଡିଶା ରାଜ୍ୟ ସରକାରଙ୍କ ମାସିକ ମୁଖପତ୍ର ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁ ପତ୍ରିକା ପାଇଁ ଲେଖା ପଠାଉଥିବା ଲେଖକ ଲେଖିକାମାନଙ୍କୁ ପ୍ରଦାନ କରାଯାଉଥିବା ପାରିତୋଷିକ ରାଶିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏବେ ଉତ୍କଳ ପ୍ରସଙ୍ଗ ବା ଓଡିଶା ରିଭ୍ୟୁରେ ଲେଖା ପ୍ରକାଶ…

ପଦ୍ମପୁର ରେ ବିଶ୍ବ ଆଦିବାସୀ ଦିବସ ପାଳିତ ।

ପଦ୍ମପୁର- ପଦ୍ମପୁର ସହର ସ୍ଥିତ ବିଜେଡି କାର୍ଯ୍ୟାଳୟ ପରିସରରେ ଆଦିବାସୀ ସଙ୍ଘ ରାଜବୋଡାସମ୍ବର ଉପଖଣ୍ଡସ୍ତରୀୟ ଆଦିବାସୀ ମାନଙ୍କୁ ନେଇ ଆଦିବାସୀ ଦିବସ ପାଳିତ ହୋଇଯାଇଛି ।ସଙ୍ଘର ସଭାପତି ରାଜେନ୍ଦ୍ର କୁମାର ରାଉତ, ଉପସଭାପତି ହୄଷିକେଶ ବରିହା,ଭୋଜରାଜ ସିଂ ବରିହା ଆରାଧ୍ୟା ଦେବୀଙ୍କ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୬ଷ୍ଠ ସାଧାରଣ ପରିଷଦ ବୈଠକ

ଭୁବନେଶ୍ୱର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ପୂର୍ବାହ୍ନରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଷଷ୍ଠତମ ସାଧାରଣ ପରିଷଦ ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ, ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରିଦେଇପାରେ ।…

ଦେଶସେବା ସହିତ ସମାଜସେବାରେ ନିୟୋଜିତ ସିଆରପିଏଫ

https://youtu.be/XuOUnE8VZko ହର ଘର ତିରଙ୍ଗା କାର୍ଯକ୍ରମ ଅବସରରେ ବାଇକ ରେଲି ଗ୍ରାମ ବାସୀ ଙ୍କୁ ବାଣ୍ଟିଲେ ପନ୍ଦର ଶହ ଜାତୀୟ ପତାକା ବରଗଡ଼ :-ଚଳିତବର୍ଷ ଦେଶ ସ୍ୱାଧୀନତା ର ଅମୃତ ମହୋତ୍ସବ ପାଳନ କରୁଛି । ଏହି ଅବସରରେ ଦେଶବାସୀ ଙ୍କର ମଧ୍ୟରେ ଅନେକ ଉତ୍ସାହ ରହିଛି ।…

ସ୍ଵାଧୀନତାର ୭୫ ବର୍ଷ ଉପଲକ୍ଷେ ଦେଶ ପାଳନ କରୁଛି ଅମୃତ ମହୋତ୍ସବ

ଭଦ୍ରକ (ସତ୍ୟବ୍ରତ ନାୟକ): ଭଦ୍ରକ ଜିଲ୍ଲାର ସଦାବର୍ତ୍ତମଠ ଠାରେ 75ଟି ଦୀପଦାନ ହୋଇ ଯାଇଅଛି ଏଥିରେ ବହୁ କାର୍ଯ୍ୟକତା ଉପସ୍ଥିତ ରହି ଦୀପ ଜଳାଇବା ସହିତ ଭଗବାନ ରାମ ଙ୍କୁ ପ୍ରାର୍ଥନା କରିଥିଲେ ଏଥିରେ ଭଦ୍ରକ ନଗର ସଂଯୋଜକ ନୀଳକଣ୍ଠ ସାହୁ, ବୌଦ୍ଧିକ ଦେଇଥିବା ସହିତ ମନ୍ଦିରରେ ଉପସ୍ଥିତ ଥିବା…

ଯୁବନେତା ଙ୍କର ମହାନତା , ରକ୍ତଦାନ କରି ବଞ୍ଚାଇଲେ କୁନିଛୁଆର ଜୀବନ

ବରଗଡ:- ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କର ଏକମାତ୍ର ସୁପୁତ୍ର ଶ୍ରୀ ଭୋଜରାଜ ସିଂ ବାରିହା ଖୁବକମ ସମୟ ମଧ୍ୟରେ ନିଜର ଆଚାର ବ୍ୟବହାର ଓ ସମାଜସେବା ପାଇଁ ଲୋକଙ୍କର ଅତି ପ୍ରିୟପାତ୍ର ହୋଇ ପାରିଛନ୍ତି । ଅତ୍ୟନ୍ତ ସରଳ ସ୍ୱଭାବର ଭୋଜରାଜ ସବୁବେଳେ…

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି

୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ୫ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ୨ ଜଣଙ୍କୁ ଚାକିରୀରୁ ବହିଷ୍କାର ଓ ଅନ୍ୟ ୨ ଜଣଙ୍କ ପେନ୍‌ସନ୍‌ ସ୍ଥାୟୀଭାବେ ବନ୍ଦ ଏପର୍ଯ୍ୟନ୍ତ ୧୭୩ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ…