ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଜଗତସିଂହପୁର ଦ୍ୱାରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁର ରେ ଜିଲ୍ଲପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀଙ୍କ ଦ୍ଵାର ଜାତୀୟ କୃମି ନାଶକ ଦିବସ…

ଗଙ୍ଗାଧର ମେହେର କ୍ଲବ, ମେହେର ପଡା, ସାହୁ ପଡା ଯୁବକ ସଂଘ ଓ ଓଡିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ସ୍ବେଛାକୃତ…

ପଦ୍ମପୁର : ଗଙ୍ଗାଧର ମେହେର କ୍ଲବ, ମେହେର ପଡା, ସାହୁ ପଡା ଯୁବକ ସଂଘ ଓ ଓଡିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ସ୍ଵେଛାକୃତ ରକ୍ତଦାନ ଶିବିର,ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଭୁଲିଆ ଧର୍ମଶାଳା, ମେହେର ପଡା, ପଦ୍ମପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଶିବିରକୁ ବୟୋଜୈଷ୍ଠ ସତ୍ୟାନନ୍ଦ ମେହେର…

୬୮ ବର୍ଷରେ ପାଦ ଥାପିଲେ ନେମାଳ ପଦ୍ମବନ ପୀଠ ମହନ୍ତ ମହାରାଜ ଗଗନାନନ୍ଦ ଗୋସ୍ୱାମୀ ।

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)-୬୮ ବର୍ଷରେ ପଦ୍ମବନ ପୀଠର ମହନ୍ତ ମହାରାଜ ପାଦ ଥାପିବା ଅବସରରେ ଏକ ଆଧ୍ୟାତ୍ମିକ ଗୁରୁ ପୂଜନ କାର୍ଯ୍ୟକ୍ରମ ନେମାଳ ଠାରେ ଅନୁଷ୍ଠିତ ହୋଇଯାଇଛି ।  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସ୍ଥିତ ପ୍ରସିଦ୍ଧ ପଦ୍ମବନ ପୀଠ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ…

ମିର୍ଜାପୂର୍ ସେବା ସମବାୟ ସମିତି ରେ ଆଜାଦି କି ଅମୃତ ମହୋତ୍ସବ ପାଳିତ

ଖଇରା (ବୁଲୁ ଲେଙ୍କା) ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅଧିନସ୍ଥ ମିର୍ଜା ପୂର୍ ସେବା ସମବାୟ ସମିତି ପକ୍ଷରୁ ଆଜାଦିକି ଅମୃତ ମହୋତ୍ସବ ପାଳିତ ହୋଇ ଯାଇଛି ।ସମିତିର ସଭାପତି ସନ୍ତୋଷ କୁମାର ନାୟକ ପତାକା ଉତଳନ କରିଥିଲେ ।ତାଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ଏଥିରେ ସମିତିର…

ଲଘୁଚାପ ଜନିତ ବର୍ଷା ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ ସତର୍କ ସୂଚନା

ନୟାଗଡ଼ (ବିଶ୍ଵଜିତ ନାୟକ) – ଉପର ମୁଣ୍ଡରେ ବର୍ଷାକୁ ଦୃଷ୍ଟିରେ ରଖି ହିରାକୁଦ ବନ୍ଧ କର୍ତ୍ତୁପକ୍ଷ ବନ୍ଧରୁ ଜଳ ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗତ କାଲି ୧୦ଟି ଗେଟ୍ ଏବଂ ଆଜି ଆଉ ୧୦ଟି ଗେଟ୍ ସମୁଦାୟ ୨୦ଟି ଗେଟ୍ ଖୋଲା ଯାଇଅଛି । ନୟାଗଡ଼ ଜିଲ୍ଲାରେ…

ବାଘ ଶିକାରର ଫଟୋ ଉଠାଇବା ଶିକାରୀ ପାଇଁ ପଡିଲା ମହଙ୍ଗା

୫ବର୍ଷ ପରେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହେଲା ବନବିଭାଗ ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ପଞ୍ଚରିଡା ବନାଞ୍ଚଳରେ ବାଘ ଶିକାର କରି ଫଟୋ ଉଠାଇବା ଶିକାରୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଦିର୍ଘ ୫ବର୍ଷର ବ୍ୟବଧାନରେ ଫଟୋକୁ ମାଧ୍ୟମ କରି ବାଘ ଶିକାର…

ଘେଁସ ରେଂଜରେ ବିଶ୍ୱ ହାତୀ ଦିବସ ପାଳନ

ମେଲଛାମୁଣ୍ଡା(ମନୋଜ ଭୋଇ)-ଘେଁସ ସ୍ଥିତ ବନାଂଚଳ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅପରାହ୍ନରେ ବିଶ୍ୱ ହାତୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ରେଂଜର ଗଜେନ୍ଦ୍ର କୁମାର ଏଣ୍ଡଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ତାଳପଦର ମହାବିଦ୍ୟାଳୟ ଅଧ୍ୟାପକ ଉମାକାନ୍ତ ସାହୁ, ଘେଁସ…

ଟାଟା ଟି ପ୍ରିମିୟମ୍‌-ଦେଶ କି ଚାଏ ‘ଦେଶ କା ଗର୍ବ’ ଅଭିଯାନର ଅଂଶ ସ୍ୱରୂପ ଓଡ଼ିଶାର ପ୍ରସିଦ୍ଧ ହୀରାକୁଦ ନଦୀବନ୍ଧକୁ…

ଦେଶ କା ଗର୍ବ ଟି-ସେଟ୍ ସମ୍ଭାରର ସୀମିତ ସଂସ୍କରଣ, ସ୍ୱତନ୍ତ୍ର ଟିଣ ପ୍ୟାକ୍ (indiakichai.com)ରେ ଉପଲବ୍ଧ) ଓ ଭାରତର ସ୍ୱାଧୀନତା ପରବର୍ତୀ ଗୌରବମୟ ମୁହୂର୍ତକୁ ପାଳନ କରିବା ଲାଗି ଏକ ସିନେମା ଉନ୍ମୋଚିତ ଭୁବନେଶ୍ୱର: ଏହି ସ୍ୱାଧୀନତା ଦିବସରେ ସଦ୍ୟତମ ‘ଦେଶ କା ଗବ’ର୍ ଅଭିଯାନର…

ନବରଙ୍ଗପୁର ସ୍ନାତକ ମହିଳା ମହାବିଦ୍ୟାଳୟ ରେ ବିଭାଜନ ବିଭୀଷିକାର ସ୍ମୃତିଚାରଣ ଦିବସ ପାଳିତ

ନବରଙ୍ଗପୁରରୁ ଅଶୋକ ସାହୁ: ଭାରତ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ବିଭାଜନ ବିଭୀଷିକା ର ସ୍ମୃତିଚାରଣ ଦିବସ (14 ଅଗଷ୍ଟ)ପାଳିତ ହୋଇଯାଇଛି। ଏଥିରେ ଇଂରାଜୀ ବିଭାଗ ର ଅଧ୍ୟାପକ ଶ୍ରୀ ବିନୋଦ ବିହାରୀ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ଯୁବ ରେଡକ୍ରସ…

କୃଷକଙ୍କୁ ସହାୟତାର ହାତ ବଢାଉଛି ୟୁଏଆଇଏଲ୍‍ର ‘ପ୍ରୋଜେକ୍ଟ ୱାଡି’

ଭୁବନେଶ୍ୱର: କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ବିଷୟକୁ ଆଦିତ୍ୟ ବିର୍ଲା ଗ୍ରୁପ୍‍, ହିଣ୍ଡାଲକୋର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ତାହାର ସିଏସ୍‍ଆର କାର୍ଯ୍ୟକ୍ରମରେ ଅଗ୍ରାଧିକାର ଦେଉଥିବାବେଳେ ‘ପ୍ରୋଜେକ୍ଟ ୱାଡି’ ଆରମ୍ଭ କରିଛି । ୨୦୧୮ରୁ ନାବାର୍ଡ ସହଭାଗିତାରେ ଏହା କାର୍ଯ୍ୟକାରୀ…