ବନ ସୁରକ୍ଷା ସମିତିର ଦବଙ୍ଗଗିରି: ଘର ଜାଳିଲେ, ମକା ଫସଲ ନଷ୍ଟ କଲେ

ଉମରକୋଟ/ ଜିତେନ୍ଦ୍ର ମହାନ୍ତି : ନବରଙ୍ଗପୁର ଜିଲ୍ଲାରେ ବନ ସୁରକ୍ଷା ସମିତିର ଦବଙ୍ଗଗିରି। ନଷ୍ଟ କରିଦେଲେ ଶହ ଶହ ଏକର ଜମିର ମକା ଫସଲ। ଜାଳିଦେଲେ ଘର। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ପଂଚାୟତ ଅନ୍ତର୍ଗତ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ଜଙ୍ଗଲ ଜମି ଅଧିକାରକୁ ନେଇ…

ଜେକେ କାଗଜ କଳ ତରଫରୁ ଆଜାଦି କା ଅମୃତ ମହୋତ୍ସବ ପାଳନ

ରାୟଗଡରୁ ସରୋଜ କୁମାର ସାହୁ:ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଜେକେ କାଗଜ କଳ ତରଫରୁ ତାର ଆଖପାଖ ଅଞ୍ଚଳରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକୃତା ପ୍ରଜିଯୋଗିତାର ଆୟୋଜନ କରା ଯାଇଥିଲା। ଏଥିରେ ୫୪ ଟି ସ୍କୁଲର ମୋଟ ୭୦୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ଓ ଫାଇନାଲ କୁ…

ସଂସ୍କୃତ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର-ଭୁବନେଶ୍ୱର ଉପକଣ୍ଠ ପାଇକରାୟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ମନୋରଞ୍ଜନ ମିଶ୍ରଙ୍କ ଉଦ୍ଦେଶ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ସମ୍ବର୍ଦ୍ଧନା ଉତ୍ସବ ରେ ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାମଞ୍ଚ ଉଦଘାଟନ କରାଯାଇଥିଲା |…

ବିଶ୍ଵ ଅଙ୍ଗ ଦାନ ଦିବସ : ଗଞ୍ଜାମର ସ୍ୱର୍ଗତ ସୁଶୀଲ ସାହୁ ଓ ସିଦ୍ଧି ସମୃଦ୍ଧିଙ୍କୁ ସୁରଜ୍ ପୁରସ୍କାର-୨୦୨୨

https://youtu.be/U4laGX-8xcs ଉଭୟଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ପୁରସ୍କାର ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ ଦ୍ବାରା ସମାଜ ଉପରେ ଭଲ ପ୍ରଭାବ ପଡୁଛି, ସେମାନଙ୍କ ପରିବାର ନିକଟରେ ସମାଜ ୠଣୀ ଭଲ କାମ କରି ସମାଜ ପାଇଁ ପ୍ରେରଣା ସୃଷ୍ଟି କରିବାକୁ…

ଟ୍ୱିଟର ଗାର୍ଲ ଦୀପାଙ୍କଟ୍ଵିଟ ପରେ ମରାମତି ହେବ ବୈତାଳିରୁ ଅଡ଼ାପାଣି ରାସ୍ତା

ଉପକୃତ ହେବେ ଅନେକ ପର୍ଯ୍ୟଟକ ତଥା ଅଞ୍ଚଳବାସୀ ବରଗଡ଼: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁର୍ଲାରୁ ଶକ୍ତି ଲେରଗାଁ ଛକ ପର୍ଯ୍ୟନ୍ତ ରାସ୍ତା ମରଣଜନ୍ତା ପଲଟିଥିବା ବେଳେ ପାଇକମାଲ ଅଞ୍ଚଳର ଟ୍ଵିଟର ଗାର୍ଲ ଭାବେ ଜଣାଶୁଣା ସ୍ବେଚ୍ଛାସେବୀ ଦୀପା ବାରିକଙ୍କ ପ୍ରୟାସ ଯୋଗୁଁ ଉକ୍ତ ରାସ୍ତା…

ଦୁଇ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର: ଅସହାୟ ଦିବ୍ୟାଙ୍ଗମାନଙ୍କ ମନୋବଳକୁ ଦୃଢ କରିବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ କୃତ୍ରିମ ଅଙ୍ଗ ଯୋଗାଇ ଦେଉଛି ଓଡ଼ିଶା ମୋ ପରିବାର । ଏହି ପରିପ୍ରେକ୍ଷୀରେ ଆଜି ଦୁଇ ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । ଉଲ୍ଲେଖଯୋଗ୍ୟ, କଟକ ମହାନଗର…

ଜଙ୍ଗଲୀ ବାର୍ହା ଶିକାର ମାମଲା: ରକ୍ଷକ ସାଜିଲେ ଭକ୍ଷକ-ଶୁଣନ୍ତୁ ଟେଲିଫୋନ କଥାବାର୍ତ୍ତା

ଅପରାଧୀ ମାନଙ୍କୁ ଖସେଇ ଦେବା ପାଇଁ ଓ ମମାଲକୁ ଚପେଇ ଫରେଷ୍ଟ ଗାର୍ଡ ଓ ଫରେଷ୍ଟର କରିଥିଲେ ଖେଳ !!!!!! https://youtu.be/9e_dmq0sUkg ବରଗଡ :- ବନ୍ୟ ଜନ୍ତୁ ଓ ଜଙ୍ଗଲ ର ସୁରକ୍ଷା ମଣିଷ ସମାଜ ପାଇଁ ନିହାତି ଆବଶ୍ୟକ । କେବଳ ସରକାର ନୁହେଁ ଆମର ମଧ୍ୟ ସମାନ ଦାଇତ୍ୱ ରହିଛି ଜଙ୍ଗଲ ଓ…

ଜନସାଧାରଣଙ୍କ ପ୍ରତି ପ୍ରତାରଣା କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର – ପିସିସି ସଭାପତି

ମୁଦ୍ରାସ୍ପିତି, ଅହେତୁକ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ବିରୋଧରେ ଅଗଷ୍ଟ ୧୭ ରୁ ୨୩ ତାରିଖ ରାଜ୍ୟ ବ୍ୟାପି “ମହଙ୍ଗାଇ ପର ଚର୍ଚ୍ଚା” ଆସନ୍ତା ୨୮ ତାରିଖ ଦିଲ୍ଲୀର ରାମଲୀଳା ମୈଦାନରେ “ମହଙ୍ଗାଇ ପର ହାଲ୍ଲା ବୋଲ – ଚଲୋ ଦିଲ୍ଲୀ” ଭୁବନେଶ୍ୱର - ବିଜେପି ନେତୃତ୍ୱାଧୀନ ମୋଦି…

“ମାଳତୀ ଝୁଲଣ ଯାତ୍ରା” ଉଦଯାପିତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌଡିୟ ସଂପ୍ରଦାୟର ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ) ଚାଲିଥିବା "ମାଳତୀ ଝୁଲଣ ଯାତ୍ରା" ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି। ଏହି ଯାତ୍ରା ଶ୍ରାବଣ ମାସର…

“ହର ଘର ତ୍ରିରଙ୍ଗା”କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଜାତୀୟ ପତାକା ବିତରଣ

https://youtu.be/U5vXqY03eDU ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ଦିନ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା "ଆଜାଦୀ କା ଅମୃତ ମହୋତ୍ସବ" ପାଳନ ଅବସରରେ ସରକାରଙ୍କ ଦ୍ଵାରା…