Sign in
Sign in
Recover your password.
A password will be e-mailed to you.
ୟୁନିୟନ ଆର୍.ସେ.ଟି ପକ୍ଷରୁ ଛତୁ ଚାଷ ତାଲିମ
ପରାଳଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ ବି. ଅନ୍ତରଡା ଗ୍ରାମ ପଞ୍ଚାୟତର ମାଣିକପୁର ଗ୍ରାମ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ୟୁନିୟନ ଆର୍.ସେ. ଟି ପକ୍ଷରୁ ୧୦ ଦିନିଆ ଛତୁ ଚାଷ ତାଲିମ ଦିଆଯାଉଛି। ଏହି ତାଲିମ କାର୍ଯ୍ୟକ୍ରମ ୧୧ ଅଗଷ୍ଟ…
ମେଲଛାମୁଣ୍ଡାରେ ତ୍ରିରଙ୍ଗା ଶୋଭାଯାତ୍ରା
ମେଲଛାମୁଣ୍ଡା,(ମନୋଜ ଭୋଇ)-ଦେଶ ଆଜାଦିର ଅମୃତ ମହୋତ୍ସବ ପାଳନ ଅବସରରେ ରବିବାର ଦିନ ମେଲଛାମୁଣ୍ଡାରେ ତ୍ରିରଙ୍ଗା ଶୋଭାଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ନୂଆପାଲିସ୍ଥିତ ନବପ୍ରଭାତ ଗୁରୁକୁଲ ଆଶ୍ରମର ଆନୁକୁଲ୍ୟରେ ଏବଂ ମେଲଛାମୁଣ୍ଡା ଜୟ ହନୁମାନ କ୍ଳବର ସହଯୋଗରେ ଶୋଭାଯାତ୍ରଟି…
ମେଲଛାମୁଣ୍ଡାରେ ତ୍ରିରଙ୍ଗା ଶୋଭାଯାତ୍ରା
ମେଲଛାମୁଣ୍ଡା,(ମନୋଜ ଭୋଇ)-ଦେଶ ଆଜାଦିର ଅମୃତ ମହୋତ୍ସବ ପାଳନ ଅବସରରେ ରବିବାର ଦିନ ମେଲଛାମୁଣ୍ଡାରେ ତ୍ରିରଙ୍ଗା ଶୋଭାଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ନୂଆପାଲିସ୍ଥିତ ନବପ୍ରଭାତ ଗୁରୁକୁଲ ଆଶ୍ରମର ଆନୁକୁଲ୍ୟରେ ଏବଂ ମେଲଛାମୁଣ୍ଡା ଜୟ ହନୁମାନ କ୍ଳବର ସହଯୋଗରେ ଶୋଭାଯାତ୍ରଟି…
ଜଳ ସମ୍ପଦ ମନ୍ତ୍ରୀଙ୍କ ରାଜ୍ୟରେ ବନ୍ୟା ପରିସ୍ଥିତିର ସମୀକ୍ଷା
ଭୁବନେଶ୍ୱର:ରାଜ୍ୟ ଜଳ ସମ୍ପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଆଜି ଅପରାହ୍ନରେ ସ୍ଥାନୀୟ ସେଚସଦନ ସ୍ଥିତ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି l ମହାନଦୀର…
କିସରେ ଆଜାଦୀ କା ଅମୃତ ମହୋତ୍ସବ
ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ବ୍ୟାପୀ ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ହର୍ ଘର୍ ତିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ୧୪ ତାରିଖରେ ବିଶ୍ୱର ସର୍ବ ବୃହତ ଜନଜାତି ଶିକ୍ଷାନୁଷ୍ଠାନ କିସ୍ର ୩୦ ହଜାର ଛାତ୍ରଛାତ୍ରୀ ଏକତ୍ରିତ ଭାବେ ଅତି…
ଏଫ୍ଆଇଭିବି ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀକୁ ନାଗରିକ ସମ୍ବର୍ଦ୍ଧନା
ଭୁବନେଶ୍ୱର,: ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଇଣ୍ଟରନ୍ୟାସ୍ନାଲ୍ ଭଲିବଲ୍ ଫେଡେରେସନ୍-ଏଫ୍ଆଇଭିବି)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ପ୍ରଥମ ଥର ଲାଗି କିଟ୍ ଓ କିସ୍ ଗସ୍ତ କରିଛି । ଭାରତୀୟ ଭଲିବଲ୍ ସଂଘର ସଭାପତି ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଅନୁରୋଧ କ୍ରମେ…
ICICI ଫାଉଣ୍ଡେସନ ତରଫରୁ ଆଜାଦି କା ଅମ୍ରିତ ମହୋତ୍ସବ ପାଳନ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ମାନନୀୟ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆଭାନ କ୍ରମେ ସର୍ବ ଭାରତରେ ହର ଘର ତିରଙ୍ଗା ,ଆଜାଦିକା ଅମ୍ରିତ ମହୋତ୍ସବ ପାଳନ ର ଜୋର ଧରିଥିବା ବେଳେ, ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ବିଭିନ ପଞ୍ଚାୟତର ଉପାନ୍ତ ଗ୍ରାମାଞ୍ଚଳରେ ମନକୁ…
କୁଖ୍ୟାତ ଅନ୍ତଃରାଜ୍ୟ ଡକାୟତ ଗିରଫ : ନଗଦ ଟଙ୍କା, ମୋବାଇଲ ଟ୍ୟାବ ଓ ବାଇକ ସହିତ ମାରଣାସ୍ତ୍ର ଜବତ
ଫାଇନାନ୍ସ କର୍ମଚାରୀ ଙ୍କୁ କରୁଥିଲେ ଟାର୍ଗେଟ
ରଣପୁର/ପ୍ରସନ୍ନ କୁମାର ସାମନ୍ତରାୟ: ନୟାଗଡ ଜିଲ୍ଲା ରଣପୁର ପୋଲିସ କୁ ମିଳିଛି ବଡ଼ ସଫଳତା | ବିଭିନ୍ନ ସମୟରେ ବିଭିନ୍ନ ଜାଗାରେ ଫାଇନାନ୍ସ କର୍ମଚାରୀ ଓ ବ୍ୟାଙ୍କରୁ ଟଙ୍କା ନେଇ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରି ଦିନ ଦ୍ଵିପରେ ମାରଣାସ୍ତ୍ର…
ମହଙ୍ଗା ମାଡ଼ ଓ ବେରୋଜଗାର ଚର୍ଚ୍ଚାକୁ ଯୋରଦାର କରିବାପାଇଁ ରାଜ୍ୟ କଂଗ୍ରେସର ପ୍ରସ୍ତୁତି ବୈଠକ
ଭୁବନେଶ୍ୱର- ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମର ଅହେତୁକ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଓ ଅର୍ଥନୀତିକୁ ଭୁଲ ବାଟରେ ପରିଚାଳନା କରିବା ଯୋଗୁଁ ଆଜି ସାରା ଭାରତ ବର୍ଷରେ ଏକ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ଏହି କିଛି ଦିନ ତଳେ କେନ୍ଦ୍ର ସରକାର ଜିଏସଟି କାଉଂନସିଲ ବୈଠକରେ ଗୁଡ଼, ଚୁଡ଼ା,…
ବରଗଡ ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତ ଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବରଗଡ : ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ଆଜି ବରଗଡ ଜିଲ୍ଲା ବିଜୁ ମହିଳା ଜନତା ଦଳ ସ୍ଵେଛାକୃତ ରକ୍ତ ଦାନ ଶିବିର ଓ "ଗୋଟିଏ ଗଛ କୋଟିଏ ଜୀବନ" ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରଗଡ ଜିଲ୍ଲା ମହିଳା ଜନତା ଦଳ ର ସଭାନେତ୍ରୀ ଶ୍ରୀମତୀ ନୀଳକୁମାରୀ ନାଏକଙ୍କ…