Sign in
Sign in
Recover your password.
A password will be e-mailed to you.
“ସବୁବେଳେ ଉଡାଇପାରିବେ ଜାତୀୟ ପତାକା, ହେଲେ ମର୍ଯ୍ୟାଦାର ସହ”
https://youtu.be/bzjPzWm7YGU
ଜିଲ୍ଲାସ୍ତରୀୟ ୭୬ ତମ ସ୍ବାଧିନତା ଦିବସ, ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଜିଲ୍ଲାପାଳଙ୍କ ଖବର ଦାତା ସମ୍ମିଳନୀ
ନବରଙ୍ଗପୁର(ଅଶୋକ କୁମାର ସାହୁ) : ନବରଙ୍ଗପୁର ଜିଲ୍ଲା ସ୍ତରୀୟ ୭୬ ତମ ସ୍ବାଧିନତା ଦିବସ, ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା
ନିଶ୍ଚିନ୍ତକୋଇଲି,: ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସ୍ୱାଧୀନତାର ୭୫ତମ ଅମୃତ ମହୋତ୍ସବ ଉପଲକ୍ଷେ ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ…
ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମରେ ୫ଟି ରୂପାନ୍ତରିତ ବିଦ୍ୟାଳୟରେ ସାମିଲ ହେବାକୁ ଯାଉଛି…
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ମଧ୍ୟରେ ବିଦ୍ୟାଳୟ ଗୁଡ଼ିକୁ ୫ଟି ରୂପାନ୍ତରିତ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ତର୍ଭୁକ୍ତ କରାଯିବା ଏକ ନିଆରା ଉନ୍ନତ ଚିନ୍ତାଧାରା । ଏହି ବିକାଶମୂଳକ କାର୍ଯ୍ୟକ୍ରମ କୁ ପୂର୍ବତନ…
ଭାରତୀୟ ଜନତା ପାର୍ଟି ତରଫରୁ ୨୪ନଂ ଜୋନ୍ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ
ନିଶ୍ଚିନ୍ତକୋଇଲି,: ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସ୍ୱାଧୀନତାର ୭୫ତମ ଅମୃତ ମହୋତ୍ସବ ଉପଲକ୍ଷେ ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ୨୪ନଂ ଜୋନ୍ ସ୍ତରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…
କେନ୍ଦ୍ର ବିଜ୍ଞାନ ଓ ପ୍ରାଦ୍ୟୋଗିକି ବିଭାଗ ପକ୍ଷରୁ କିଟ୍ ଆର୍-ଆଣ୍ଡ-ଡି ମହାନିର୍ଦ୍ଦେଶକ ସମ୍ମାନୀତ
ଭୁବନେଶ୍ୱର, ୧୩ ।୮: ସର୍ଜନା, ଔଦ୍ୟୋଗିକତା ଓ ଇନ୍କ୍ୟୁବେସନ୍ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ କିଟ୍ ରିସର୍ଚ୍ଚ ଆଣ୍ଡ ଡେଭେଲପ୍ମେଣ୍ଟ (ଆର୍ ଆଣ୍ଡ ଡି) ଓ ଇନୋଭେସନ ମହାନିର୍ଦ୍ଦେଶକ ତଥା କିଟ୍ ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମୃତ୍ୟୁଞ୍ଜୟ ସୁଆରଙ୍କୁ ଭାରତ…
ଅଙ୍ଗଦାନ ମାଧ୍ୟମରେ ଜଣେ ବ୍ୟକ୍ତି ଆଠଟି ଜୀବନ ରକ୍ଷା କରିପାରିବ: କିମସ୍ ବିଶେଷଜ୍ଞ
ଭୁବନେଶ୍ୱର,୧୩/୮: ଗୋଟିଏ ବ୍ୟକ୍ତି ଅଙ୍ଗ ଦାନକଲେ ଅତିକମ୍ରେ ଆଠଟି ଜୀବନ ରକ୍ଷା ହୋଇପାରିବ ବୋଲି କିମସ ନେଫ୍ରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡ. ନିକୁଞ୍ଜ କିଶୋର ରାଉତ କହିଛନ୍ତି। ଅଗଷ୍ଟ ୧୩ ତାରିଖ ବିଶ୍ୱ ଅଙ୍ଗଦାନ ଦିବସ ପାଳନ ଅବସରରେ ଡା ରାଉତ କହିଛନ୍ତି ଅଙ୍ଗଦାନ କ୍ଷେତ୍ରରେ…
ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ
ଚୁଲିରେ ପାଣି ପଶିବାରୁ ଶୁଖିଲା ଖାଦ୍ୟ ଖାଇ ରହିବାକୁ ପଡୁଛି
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଶୁକ୍ରବାର ଓ ଶନିବାର ୨ ଦିନଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଥିବା ବେଳେ ଚାରିଆଡ ଜଳର୍ଣ୍ଣବ ହୋଇପଡିବା ସହିତ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଥିବା ଦେଖିବାକୁ ମିଳିଛି ।…
ସରକାର ଙ୍କ ବିଭିନ୍ନ ଯୋଜନାରେ ଭିନ୍ନକ୍ଷମ ଙ୍କ ପ୍ରତି ପ୍ରଶାସନର ଅଣଦେଖା ଅଭିଯୋଗ
ଜଗତସିଂହପୁର /ସୁମନ୍ତ କୁମାର ଦାସ: ରାଜ୍ୟ ତଥା କେନ୍ଦ୍ର ସରକାର ଦଳିତ, ଭିନ୍ନକ୍ଷମ, ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଜନ କଲ୍ୟାଣ କରି ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି l କିନ୍ତୁ ଅନଭିଜ୍ଞ ଅଧିକାରୀ, ଖଳ ପ୍ରକୃତିର କୁଜି ନେତାଙ୍କ ପାଇଁ ତାହା ସଫଳ ରୂପାୟନ…
ରଘୁନାଥପୁରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ଜଗତସିଂହପୁର/ସୁମନ୍ତ କୁମାର ଦାସ: ନାଉଗାଁ ବ୍ଲକ ଜାମୁଗାଁ ପଞ୍ଚାୟତର ରଘୁନାଥପୁର ଗ୍ରାମରେ ଏକ ନିଆରା ପରମ୍ପରା କ୍ରମରେ ତିନି ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଗ୍ରାମକୁ ଫେରିଥିବାରୁ ଗ୍ରାମର ଯୁବକ ତରଫରୁ ଆନ୍ତର୍ଜାତୀୟ ଯୁବ ଦିବସରେ ଆଜି ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି l ରାଜ୍ୟର…
ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ଭଞ୍ଜନଗର ଅଞ୍ଚଳରେ ବିଜେପିର ବାଇକ ଶୋଭାଯାତ୍ରା
ଭଞ୍ଜନଗର:. ଦେଶ ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଦେଶ ବ୍ୟାପି ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି।ଯାହା ଫଳରେ ପ୍ରତି ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବା ନିମନ୍ତେ ସରକାର ସ୍ଥିର କରିଛନ୍ତି।ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସର ରେ ଅଗଷ୍ଟ ୧୩…