Sign in
Sign in
Recover your password.
A password will be e-mailed to you.
ପ୍ରଫୁଲ୍ଲ ପାଠାଗାର ପରିସରରେ ୭୫ତମ ସ୍ୱାଧୀନତା ଦିବସ ପାଳନ ହୋଇଛି
ଜଗତସିଂହପୁର, /ସୁମନ୍ତ କୁମାର ଦାସ: ପ୍ରଫୁଲ୍ଲ ପାଠାଗାର ପରିସରରେ ୭୫ତମ ସ୍ୱାଧୀନତା ଦିବସ ପାଳନ ହୋଇଛି | ଶିକ୍ଷାବିତ ବଂଶୀଧର ଆଚାର୍ଯ୍ୟ ପତାକା ଉତ୍ତୋଳନ କରିଥିଲେ l ଏଥିରେ ପାଠାଗାର ସଭାପତି ରବୀନ୍ଦ୍ର ନାଥ ତ୍ରିପାଠୀ, ସମ୍ପାଦକ ସୁରେନ୍ଦ୍ର କୁମାର ରାୟ, ବିଜୟ ପତି,ଅଞ୍ଜନ ଜେନା, ବଂଶୀଧର…
ଅଭିନବ ଉପାୟରେ ସ୍ଵାଧୀନତା ଦିବସ ପାଳନ କଲେ ନୂତନ ସରପଞ୍ଚ।
ସିମୁଳିଆ,(ଅକ୍ଷୟ କୁମାର ଜେନା): ବାଲେଶ୍ଵର ଜିଲ୍ଲାର ସିମୁଳିଆ ବ୍ଲକର ର ମଇତାପୁର ପଞ୍ଚାୟତର ସରପଞ୍ଚ ପ୍ରଥିନି ମନୋରମା ବେହେରା ସ୍ଵାଧୀନତା ର ଛସ୍ତରି ତମ ଦିବସ ଏବଂ ଆମ୍ରୀତ ମହୋତ୍ସବ ଉପଲକ୍ଷେ ଏକ ନିଆରା ପରମ୍ପରା ରେ ଏହି ଦିବସ ପାଳନ କରିଛନ୍ତି। ପଞ୍ଚାୟତ ର ସମସ୍ତ ପୂର୍ବତନ ସରପଞ୍ଚ…
ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ
ଭଞ୍ଜନଗର : ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ ଠାରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଯୋଗ ଦେଇ ସକାଳ ୯ଟା ୧୫ ମିନି ସମୟରେ ଜାତୀୟ ପତାକା ଉତ୍ତୋଳନ…
ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଜି ଜଗତସିଂହପୁର ଜିଲ୍ଲା ସଦର ମହକୁମାସ୍ଥିତ ନବକୃଷ୍ଣଚୌଧୁରୀ ଷ୍ଟାଡିଅମଠାରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ-୧୯ ମାର୍ଗଦର୍ଶିକା ଅନୁଯାୟୀ ପାଳିତ ହୋଇଯାଇଅଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ…
ସ୍ୱାଧୀନତା ଦିବସର ସନ୍ଧ୍ୟାରେ ରକ୍ତଦାନ ଶିବିର ଆୟୋଜନ କଲା ଯୁବା ମଞ୍ଚ
ବରଗଡ :- ଦେଶର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାରବାଡ଼ି ଯୁବା ମଞ୍ଚ ର ପାଇକମାଲ ଶାଖା ତରଫରୁ ଆଜି 76 ତମ ସ୍ଵାଧିନତା ଦିବସ କୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥିଲା । ସମାଜସେବା ରେ ସଦାସର୍ବଦା ସମର୍ପିତ ଯୁବା ମଞ୍ଚ ର ସଭ୍ୟ ମାନେ ଆଜି ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ…
ଅସୁସ୍ଥତା ସତ୍ତ୍ୱେ ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଧାୟକ
ପ୍ରଶାସନ ଓ ଲୋକଙ୍କ ସହିତ ଆଲୋଚନା କରି ତ୍ୱରିତ ସମାଧାନ ପାଇଁ ଗ୍ରହଣ କଲେ ପଦକ୍ଷେପ
ବରଗଡ :- ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମ୍ବାଭନା ବ୍ଲକ ହୀରାକୁଦ ଜଳଭଣ୍ଡାର ସୀମାକୁ ଲାଗି ରହିଛି । କହିବାକୁ ଗଲେ ଏହି ବ୍ଲକର ଚିଖିଲି ଗ୍ରାମରେ , ହୀରାକୁଦ ଜଳଭଣ୍ଡାର ରେ ପାଣିର…
ପାଇକମାଲ ଓ ଝାରବନ୍ଧ ରେ ସ୍ଵାଧିନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ
ବରଗଡ :- ଆଜି ବରଗଡ଼ ଜିଲ୍ଲାର ସମସ୍ତ ସ୍ଥାନରେ 76ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଜିଲ୍ଲା ସ୍ତରୀୟ ମୁଖ୍ୟ ସମାରୋହ ରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ସାମିଲ ହୋଇ ଜାତୀୟ ପତାକା ଉତ୍ତଳନ କରିଥିଲେ । ସେହିଭଳି ପାଇକମାଲ ବ୍ଲକ ସ୍ତରୀୟ ସମାରୋହରେ ପାଇକମାଲ…
“ଓଡିଶାରେ ଆଜି ରୂପାନ୍ତରଣର ନୂଆ ଯୁଗ ଆରମ୍ଭ ହୋଇଛି।”
ଓଡିଶାର ସଫଳତା ଅନ୍ୟ ମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି ।
ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ
ଭୁବନେଶ୍ୱର : "ଆଜି ସାରା ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ପବିତ୍ର ଅବସରରେ…
ବାଜିରେ ଲାଗୁଛି ଛାତ୍ର ଛାତ୍ରୀଙ୍କ ଜୀବନ:ସ୍କୁଲ କୁ ଯିବା ପାଇଁ କାଠପୋଲ ଭରସା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପଆଣିଗ୍ରାହୀ : ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି | ନେତାଙ୍କ ଭାଷଣରେ ଦେଶ ଓ ରାଜ୍ୟରେ ରାମରାଜ୍ୟ | ସବୁଆଡେ ଖାଲି ବିକାଶ ଆଉ ବିକାଶ | ହେଲେ କିଛି ଲୋକଙ୍କ ପାଇଁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ବା ଅମୃତ ମହୋତ୍ସବର…
ବାଳ ମୁକୁନ୍ଦର ବାଳ ସତସଙ୍ଗରେ ଅଖଣ୍ଡ ଭାରତ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାଧୀନତାର ଅମୃତ ମହୋତ୍ସବର ଘରେ ଘରେ ତ୍ରିରଙ୍ଗାର ଦ୍ଵିତୀୟ ଦିବସ ତଥା ଅଗଷ୍ଟ ଚଉଦ ତାରିଖ ଅଖଣ୍ଡ ଭାରତ ଦିବସ ରବିବାର ବାଳମୁକୁନ୍ଦର ବାଳ ସତସଙ୍ଗ ରାଜଗୁରୁ ସାହି ନିବାସୀ ଶିଶୁ ପ୍ରଜ୍ୟୋତି ଓ ପ୍ରଣତି ଘରେ ପାଳିତ ହୋଇଛି। ଶିଶୁଙ୍କ ଜେଜେବାପା…