ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜି.ଚନ୍ଦ୍ରା ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।…

ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ” ସ୍ୱରଚିତ ଦେଶାତ୍ମକବୋଧକ କବିତା…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଶୁଭ ଅବସରରେ ୨୦ଜଣ କବି ଦେଶାତ୍ମକବୋଧକ ସ୍ବରଚିତ କବିତା ଆବୃତ୍ତି…

୭୬ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ-୨୦୨୨ ପାଳିତ

https://youtu.be/yASPnMByqs8   ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସୂଚନା ଓ ଲୋକ-ସମ୍ପର୍କ ବିଭାଗ ଆନୁକୂଲ୍ୟରେ ୭୬ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ-୨୦୨୨…

ରାୟଗଡ ଜିଲ୍ଲା ସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ

ରାୟଗଡରୁ ସରୋଜ କୁମାର ସାହୁ: ଜିଲ୍ଲା ସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ରାୟଗଡ ଜିଲ୍ଲା ସଦର ମହକୁମାର ସ୍ଥାନୀୟ ଜି.ସି.ଡି ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ବଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ଘ.୯.୧୫ମି ସମୟରେ…

କାଶୀପୁର ଡାକ୍ତରଖାନା ର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ଡାକ୍ତରଖାନା ର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭିନ୍ନଧରଣରେ 76ତମ ସ୍ୱାଧୀନତା ଦିବସ କାଶୀପୁର ବାସି ପାଳିଲେ |ସ୍ୱାଧୀନତା ପୂର୍ବରୁ 1922ମସିହାରେ ପ୍ରଥମକରି ସ୍ଥାପିତ ହୋଇଥିଲା କାଶୀପୁର ରେ ଡାକ୍ତରଖାନା ଯାହା ସାଧାରଣ ଲୋକଙ୍କୁ…

ସଂଘ ପରିବାର ପକ୍ଷରୁ ସ୍ବାଧୀନତା ଦିବସ ପାଳନ

ବଲାଙ୍ଗୀର(ନିରୋଜ ମିଶ୍ର) : ଆଜି ଅଗଷ୍ଟ ମାସ ୧୫ ତାରିଖ ଗଣତନ୍ତ୍ର ପର୍ବ ପାଳନ ର ଦିବସ । ଏହି ଅବସରରେ ଆମ ପୁଣ୍ୟ ଭୂମି କର୍ମ ଭୂମି ଧର୍ମ ଭୂମି ଭାରତବର୍ଷ ର ସ୍ବାଧୀନତା ଦିବସ ପାଳନ ସଂଘ ପରିବାର ପକ୍ଷରୁ ବଲାଙ୍ଗୀର ନଗରସ୍ଥ ସଂଘ କାର୍ଯ୍ୟାଳୟ ସହ ସ୍ଥାନୀୟ ଜୋଗର୍ସ ପାର୍କ ଠାରେ କରାଯାଇଛି…

କାଶୀପୁର ବ୍ଲକ ବିଭିନ୍ନ ସ୍ଥାନରେ 76ତମ ସ୍ୱାଧୀନତା ଦିବସ ପାଳନ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ ଜିଲ୍ଲା କାଶୀପୁର ବିଭିନ୍ନ ସ୍ଥାନରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ରାୟଗଡ଼ ଜିଲ୍ଲା ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇ ସରକାରୀ ଉଚ୍ଚ ବିଦ୍ୟାଳୟ ଟିକିରି ଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ…

ଓଁ ଶାନ୍ତି ସେବା ସମିତି ତରଫରୁ ସ୍ୱାଧୀନତା ଦିବସ ପାଳନ

ରାଉରକେଲା,(ବସନ୍ତ କୁମାର ଜେନା); ଓଁ ଶାନ୍ତି ସେବା ସମିତି କଳିଙ୍ଗ ବିହାର ତରଫରୁ ସ୍ୱାଧୀନତାର 75 ବର୍ଷ ପୁତ ଅବସରେ ସମିତିର ସାଧାରଣ ସମ୍ପାଦକ ଶ୍ରୀ ନିତାଇ ଚରଣ ନାୟକଙ୍କ ଆନୁକୂଲ୍ୟରେ ସମିତିର ସଭାପତି ଶ୍ରୀ ଅମୀର ସିଂ ପତାକା ଉତ୍ତଳନ କରିଥିଲେ. ସାଧାରଣ ସମ୍ପାଦକ ଶ୍ରୀ ନିତାଇ ଚରଣ ନାୟକ…

ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଆନନ୍ଦ ଉଲ୍ଲାସ ର ସହ 76 ତମ ସ୍ୱାଧୀନତା ଦିବସ ପାଳିତ

 (ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ )- ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ 76ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ପଞ୍ଚାୟତ ସମିତି ପରିସରରେ ବ୍ଲକ ଅଧକ୍ଷା ରୋଜି ସେଠି, ବ୍ଲକ ଉପାଧକ୍ଷା ଅଶୋକ କୁମାର ଓଝା ପତାକା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ କ୍ରମେ ମାହାଙ୍ଗା ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା l

(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ ) - ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ କ୍ରମେ ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ଙ୍କ ସଂଯୋଜନା ରେ ଏକ ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଶୋଭା ଯାତ୍ରା ରେ 2କିଲୋମିଟର ରୁ ଅଧିକ ଲମ୍ୱ…