କୃଷକଙ୍କ ପ୍ରତି ସରକାରଙ୍କ ଅବିଚାରକୁ ବରଦାସ୍ତ କରାଯିବ ନାହିଁ – ଶରତ ପଟ୍ଟନାୟକ

ପ୍ରଦେଶ କିଷାନ କଂଗ୍ରେସର ରାଜ୍ୟସ୍ତରୀୟ କିଷାନ ଚିନ୍ତନ ଶିବିର ବିଜେଡ଼ି ଓ ବିଜେପି ସରକାରର ଚାଷୀମାରଣ ନୀତି ବିରୋଧରେ ଆନ୍ଦୋଳନ ଡାକରା ଭୁବନେଶ୍ୱର - କେନ୍ଦ୍ରର ବିଜେପି ଏବଂ ରାଜ୍ୟର ବିଜେଡ଼ି ଶାସନ କାଳରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ ଓ ଚାଷ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ଗୋଟିଏ ପଟେ ଉଭୟ…

ଗୁଜୁରାଟରୁ ଗଞ୍ଜାମ ଫେରିଲା ପାର୍ଥିବଶରୀର, ଯାତାୟାତ ସହାୟତା ଯୋଗାଇ ଦେଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର : ଅର୍ଥ ଅଭାବରୁ ହୋଇ ପାରୁନଥିଲା ଅସ୍ତ୍ରୋପଚାର, ଓଡ଼ିଶା ମୋ ପରିବାର ସହାୟତାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଅସ୍ତ୍ରୋପଚାର ସଫଳ ହୋଇଥିଲା କିନ୍ତୁ ଭାଗ୍ୟର ବିଡ଼ମ୍ବନା, ସବୁ ଚେଷ୍ଟା ସତ୍ତ୍ଵେ ରାମ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପର ମୁହୂର୍ତ୍ତରେ ପାର୍ଥିବଶରୀର…

ଆଇଆଇଟି ଖଡ଼ଗପୁର ପକ୍ଷରୁ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କୁ “ୟଙ୍ଗ ଆଲୁମିନି ଆଚିଭର ଆୱାର୍ଡ”

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଆଜି ଆଇଆଇଟି ଖଡ଼ଗପୁର ପକ୍ଷରୁ "ୟଙ୍ଗ ଆଲୁମିନି ଆଚିଭର ଆୱାର୍ଡ"ରେ ସମ୍ମାନିତ ହୋଇଛନ୍ତି I ଆଇଆଇଟି ଇନଷ୍ଟିଚ୍ୟୁଟର 72 ତମ ପ୍ରତିଷ୍ଠା ଦିବସ ଅବସରରେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଏହି…

ଭୁବନେଶ୍ୱର କୁଳତା ସମାଜ କଲ୍ୟାଣ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ହ୍ବିଲଚେୟାର ପ୍ରଦାନ ।

ପଦ୍ମପୁର(ଶାସକପ୍ରଶାସକ)-ସମାଜ ସେବା ତଥା ଅସହାୟଙ୍କୁ ସହଯୋଗ କରିବା କ୍ଷେତ୍ରରେ ଭୁବନେଶ୍ୱର କୁଳତା ସମାଜ କଲ୍ୟାଣ ସଂଗଠନ ସଦାସର୍ବଦା ଚର୍ଚ୍ଚାରେ ରହି ଆସିଛି । କେବଳ ଭୁବନେଶ୍ବରରେ ନୁହେଁ ରାଜ୍ୟର ଯେକୌଣସି ଉପାନ୍ତ ଅଞ୍ଚଳରେ ମଧ୍ୟ ଲୋକଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଥାଏ ଏହି ସଂଗଠନ ।…

ମା ଫୁଲ ସୁନ୍ଦରୀ ସ୍ମୃତି ପୀଠ ତରଫରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ନଗର ପରିକ୍ରମା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମା ଫୁଲ ସୁନ୍ଦରୀ ସ୍ମୃତି ପୀଠ, ସମୁଟିଆ ସାହି କମିଟି ତରଫରୁ ଶ୍ରୀକୃଷ୍ଣଜନ୍ମାଷ୍ଟମୀ ଅବସରରେ ନଗର ପରିକ୍ରମା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ନଗର , କୁର୍ଲଣ୍ଡା ଗ୍ରାମ , ସୀତାପୁର ଗ୍ରାମ ଏବଂ ଯାଜପୁର ଗ୍ରାମର…

ଚୁକୋତ୍‍କାଠାରେ ବେରିଂ ପ୍ରଣାଳୀ ଆନ୍ତର୍ଜାତିକ ଉତ୍ସବ ଉଦ୍‍ଯାପିତ

ନୂଆଦିଲ୍ଲୀ: ବେରିଂ ପ୍ରଣାଳୀ ଆନ୍ତର୍ଜାତିକ ଉତ୍ସବ ଚୁକୋତ୍‍କାଠାରେ ଅନୁଷ୍ଠିତ ହୋଇଯାଇଛି । ରୁଷ ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ଆର୍କଟିକ କାଉନସିଲ୍‍ର ଅଧ୍ୟକ୍ଷତା କରୁଥିବାବେଳେ ଏହା ଦ୍ୱାରା ଆୟୋଜନ କରାଯାଉଥିବା ବିଭିନ୍ନ ମୁଖ୍ୟ ମୁଖ୍ୟ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଏହି ଉତ୍ସବ ଆୟୋଜିତ ହୋଇଥିଲା…

ପ୍ରଦେଶ କଂଗ୍ରେସ ପକ୍ଷରୁ ଗଠିତ ହେଲା ରାଜ୍ୟସ୍ତରୀୟ ବନ୍ୟା ରିଲିଫ କମିଟି

ଭୁବନେଶ୍ୱର - ସଂପ୍ରତି ରାଜ୍ୟରେ ବନ୍ୟା ପରିସ୍ଥିତି ଉଗ୍ରରୂପ ଧାରଣ କରିଛି । ବହୁ ସ୍ଥାନରେ ନଦୀମାନଙ୍କରେ ଘାଇ ସୃଷ୍ଟି ହେବାଫଳରେ ହଜାର ହଜାର ଜନସାଧାରଣ, ଗୃହପାଳିତ ପଶୁ ବିପନ୍ନ ଅବସ୍ଥାରେ ଥିବାବେଳେ ହଜାର ହଜାର ଏକର ଚାଷଜମି, ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ଏହି ସ୍ଥିତିରେ ବନ୍ୟା…

ଆକାଶ ମାର୍ଗ ରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

କ୍ଷତିଗ୍ରସ୍ତ ଅଞ୍ଚଳରେ ପନ୍ଦର ଦିନ ପାଇଁ ରିଲିଫ ସହାୟତା ଘୋଷଣା. ପାଣି ଛାଡିବାର ସାତଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ, ପନ୍ଦର ଦିନରେ ସହାୟତା ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର…

ଦୃଷ୍ଟିହୀନ ବ୍ୟକ୍ତି ରହିବେ କେଉଁଠି

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କାଦୁଅପଡା ପଞ୍ଚାୟତ ରାଇବରେଇ ଗ୍ରାମରେ l ଏହି ଗ୍ରାମର ଝିଲ୍ଲୀ ସେଠି ବାପା ଶଙ୍କର ସେଠି ଦୀର୍ଘ 20 ବର୍ଷ ଧରି ସରକାରୀ ଜାଗାରେ ରହି ଆସୁଥିଲେ l ସେ ଜଣେ ଭିନ୍ନକ୍ଷ୍ୟମ ଓ…

କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ଜଗତସିଂହପୁର ବନ୍ୟାଞ୍ଚଳ ପରିଦର୍ଶନ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ଜଗତସିଂହପୁର ଜିଲ୍ଲାସ୍ତରରେ ଆସି ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ l ବନ୍ୟା ବିପନ୍ନ ଲୋକମାନଙ୍କୁ ଭେଟି ସେମାନଙ୍କର ଅଭାବ ଅସୁବିଧା ସଂପର୍କରେ ପଚାରିବୁଝି…