ସର୍ଗିବାହାଲ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ପଦ୍ମପୁର: ପଦ୍ମପୁର ସଂକୁଳ ଅନ୍ତର୍ଗତ ସର୍ଗିବାହାଲ ଶିଶୁ ମନ୍ଦିରରେ ମହା ସମାରୋହରେ ଜନ୍ମାଷ୍ଟମୀ ପାଳିତ ହୋଇ ଯାଇଛି l ଶିଶୁ ଭାଇ ଭଉଣୀ ମାନେ ନିଜକୁ ଯଶୋଦା ରାଧା, ଶ୍ରୀକୃଷ୍ଣ ବେଶରେ ସଜାଇ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ସ୍ନେହଳତା ସାହୁ ଯୋଗ ଦେଇ ଜନ୍ମାଷ୍ଟମୀର ବୈଷିଷ୍ଟ କହିଥିବା…

ଶିଶୁମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ

ଭଞ୍ଜନଗର/ନିଲୁ ବିଷୋୟୀ :  ଭଞ୍ଜନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢ଼ାଳ ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି ।ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ପଦ୍ମନାଭ ପ୍ରଧାନ ଯୋଗଦେଇଥିଲେ।୩୦ ଜଣ ଶିଶୁ କୃଷ୍ଣ ବେଶ ଧାରଣ କରି ବିଦ୍ୟାଳୟରେ…

୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲାର ଦଶମ ଶ୍ରେଣୀରେ ସର୍ବୋଚ୍ଚ ମାର୍କ ରଖି ଛାତ୍ର ଅଭିଜିତ ପୁରସ୍କୃତ

ରାୟଗଡରୁ ସରୋଜ କୁମାର ସାହୁ: ଚଳିତ ବର୍ଷ ୭୬ତମ ସ୍ୱାଧୀନତା ଦିବସ ଅବସରରେ ମୂଖ୍ୟ ଅତିଥି ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ସମ୍ମଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିବା ପରେ ରାୟଗଡ ଜିଲ୍ଲାର ଦଶମ ଶ୍ରେଣୀରେ ବିଭିନ୍ନ ବୋର୍ଡ଼ରେ ସର୍ବୋଚ୍ଚ ନମ୍ବର ରଖି ପାସ କରିଥିବା…

ଜଗତସିଂହପୁରଠାରେ ରାଜସ୍ୱମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା

ଜଗତସିଂହପୁର/ସୁମନ୍ତ କୁମାର ଦାସ:  ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ଦିନିକିଆ ଜଗତସିଂହପୁର ଜିଲ୍ଲା ଗ୍ରସ୍ତରେ ଆସି ନାଉଙ୍ଗା ବ୍ଲକ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି l ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ…

ବନ୍ୟା ଆଳରେ ଚାଲିଛି ବେଆଇନ କାମ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପ୍ରବଳ ମାତ୍ରାରେ ହେବାରୁ ଚାରିଆଡେ ବିଲ, ପାଣି, ପୋଖରୀ, ନଦୀ, ନାଳରେ ବର୍ଷା ଜଳ ଭରପୁର ହୋଇରହିଛି l ହୀରାକୁଦରେ ଚାଳିଶି ଗେଟ ଖୋଲାଯିବାରୁ ଅଧିକାଂଶ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି l ଏଥିରେ ଜଗତସିଂହପୁର…

ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ରଙ୍କ ବନ୍ୟା ପରିଦର୍ଶନ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ନାଉଁଗା ବ୍ଲକ ଗଜରାଜପୁର ପଞ୍ଚାୟତ ଅନ୍ତର୍ଗତ ତୁମ୍ବେଶ୍ୱର ସ୍ଥିତ ଦେବୀ ନଦୀ ର ଦୁର୍ବଳ ଥିବା ବନ୍ଧ କୁ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଗ୍ରସ୍ତ କରି ସମସ୍ୟା ସମ୍ପର୍କରେ ଜନସାଧାରଣ ମାନଙ୍କ ସହିତ ଆଲୋଚନା କରିଛନ୍ତି lଜଗତସିଂହପୁର ବ୍ଲକ…

ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ଅର୍ନ୍ତଭୂକ୍ତିକରଣ ଶିବିର

ଭଞ୍ଜନଗର, : ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ଅର୍ନ୍ତଭୂକ୍ତିକରଣ ବିଭାଗ ପକ୍ଷରୁ ବେଲଗୁଣ୍ଠା ବ୍ଳ ସମ୍ମିଳନୀ କକ୍ଷରେ ସମସ୍ତ ସୟଂ ସହାୟକ ସଂଘର ସଦସ୍ୟା ଓ ଅଙ୍ଗନଓ୍ୱାଡ଼ି କର୍ମୀ ମାନଙ୍କୁ ନେଇ ଏକ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଶୀପୁର ରେ ପୁଣି ମୁଣ୍ଡ ନେଲା କଲେରା ମୃତ୍ୟୁ ସଂଖ୍ୟା 16 ରେ ପହଁଚିଲା

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ ଜିଲ୍ଲା କାଶୀପୁର ବ୍ଲକ ରେ ଦେଢ ମାସ ହେଲାଣି କଲେରା କଲ ବଲ କଲାଣି ହେଲେ ବି ପ୍ରଶାସନ ର ସମସ୍ତ ଉଦ୍ୟମ ସତ୍ୱେ ବି ନିୟନ୍ତ୍ରଣ ରେ ଆସୁନି କଲେରା, କାଶୀପୁର ବ୍ଲକ ରେ କଲେରା ବ୍ୟପିବାର ମୁଖ୍ୟ କାରଣ ହେଉଛି ପିଇବା ପାଣି |ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ…

ଆଜି ବନ୍ୟାଞ୍ଚଳ ପରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଅପରାହ୍ନ ସାଢେ ତିନିଟା ରେ ଖୁରଧା, ପୁରୀ, କଟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ | ମୁଖ୍ୟମନ୍ତ୍ରୀ ଙ୍କ ସହିତ ତାଙ୍କ ସଚିବ ଭି କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟା…

ଜିଲ୍ଲା ରେଡ଼କ୍ରସ ସଂସ୍ଥା ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

-ପାଣ୍ଠି ସଂଗ୍ରହ ଓ ଆଜୀବନ ସଦସ୍ୟତା ଗ୍ରହଣ କୁ ବ୍ୟାପକ କରିବା ଉପରେ ଗୁରୁତ୍ୱାରୋପ  ସୁବର୍ଣ୍ଣପୁର( ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ରେଡକ୍ରସ ସଂସ୍ଥା ତରଫରୁ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଳା ରେଡ଼କ୍ରସର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି…