କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲ୍ଲା ଯାଦବ ମହାସଭା ତୋରଫରୁ କାଶିପୁର ଠାରେ ରାଜ୍ୟ ସାଧାରଣ ସମ୍ପାଦକ ଅମିତ ନାୟକ ଙ୍କ ନେତୃତ ରେ ସୋର୍ଯ୍ୟ ଦିବସ ପାଳନ କରାଯାଇଛି, ୧୯୬୨ ମସିହାରେ ହୋଇଥିବା ଭାରତ ଓ ଚୀନ ଯୁଦ୍ଧ ରେ ସହିଦ ହୋଇଥିବା ୧୧୪ ଜଣ ଯାଦବ ବା ଅହିର ଙ୍କ ସନମାନ ଏହାର ଉଦେଶ୍ୟ,୧୨୪ ଜଣ ଅହିର ଚୀନ ସେନା ର ୨୦୦୦ ରୁ ଉର୍ଦ୍ଧ ସୈନିକ ଙ୍କୁ ମାରିଥିଲେ, ଭାରତ ଚୀନ ସୀମା ରେ ଥିବା ରେଜଙ୍ଗଲା ର ବୀର ଅହିର ସ୍ଥମ୍ଭ ଏହାର ମୁକ ସାକ୍ଷୀ,ଏହା କୁ ନେଇ ଆଜି ଯାଦବ ଗର୍ବିତ, ସେହି ସହିଦ ସ୍ଥମ୍ଭ ରୁ ମାଟି ଆସି ଭାରତ ସାରା ବୁଲିବ ଏବଂ ଏହି ସମୟରେ ଆମ ରାୟଗଡ ଜିଲ୍ଲା ରେ ଏହାକୁ ବିରାଟ ସମର୍ଦ୍ଧନା କରାଯିବବୋଲି ସ୍ଥାନୀୟ ଯାଦବ ନେତା ମାନେ ପ୍ରକାଶ କରିଥିଲେ, ଏହି ଶୋଭରେ ଜିଲ୍ଲା ଉପସଭାପତି ଶରତ ଗୌଡ଼ ,ଭଗବାନ ଗୌଡ଼ ଗୋପ ଗୌଡ଼ ଜିଲ୍ଲା ଗୌଡ଼ ବାଘା ଗୌଡ଼ ବେଣୁ ଗୌଡ଼ ଧୋବା ସୁରେନ୍ଦ୍ର ଗୋପାଳ ଚନ୍ଦ୍ର ଗୋପାଳ ସହ ୪୦୦ରୁ ଉର୍ଧ୍ଵ ଯାଦବ ଯୋଗ ଦେଇଥିଲେ
Sign in
Sign in
Recover your password.
A password will be e-mailed to you.