Sign in
Sign in
Recover your password.
A password will be e-mailed to you.
“ସରକାର ବନ୍ୟାର ସ୍ଥିତି ସମ୍ପର୍କରେ ସଜାଗ ଅଛନ୍ତି”
ଭୁବନେଶ୍ୱର: ବର୍ତ୍ତମାନର ବନ୍ୟା ପରିସ୍ଥିତି ସମ୍ପର୍କରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ସମୀକ୍ଷା କରିଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ବିଜୟ ମିଶ୍ର ଓ ଅନ୍ୟ…
ଉଦାରତା ଦେଖାଇ ଲୋକଙ୍କୁ ସହଯୋଗର ହାତ ବଢାଇଲେ ଭୋଜରାଜ
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ଶ୍ରୀ ଭୋଜରାଜ ସିଂ ବାରିହା ପୁଣି ଉଦାରତା ଦେଖାଇ ଅସହାୟ ଲୋକଙ୍କୁ ସାହାଯ୍ୟ ର ହାତ ହାତବଢାଇଛନ୍ତି । ମିଳିଥିବା ସୂଚନା ମୁତାବକ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମର ସ୍ନେହଳତା ବେହେରା ,ବଡ ବାରିକ , ସୁମିତ୍ରା ବାରିହା…
ଚବିଶ ଘଣ୍ଟା ଭିତରେ ଧରା ହେଲା ଚୋର : ଉଦ୍ଧାର ହେଲା ଚୋରି ହୋଇଥିବା ସୁନା
https://youtu.be/UmO1y4Ikk9Y ବରଗଡ : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୋହେଲା ଥାନାରେ ଗତ କାଲି ଲୁହୁରାଚଟି ଗ୍ରାମର ମୋହନ ରାଉତିଆ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ସେମାନେ ଦିନ ସାଢେ ଏଗାର ଟା ସମୟରୁ ଦେଢ଼ ଟା ଭିତରେ ଘରେ କେହି ନଥିବା ସମୟରେ ତାଙ୍କ ଘର ଭିତରେ ଥିବା ଆଲମାରୀ…
ସ୍କୁଲରେ ପଶିଲା ପାଣି , ବାତିଲ ହେଲା ଫରମେଟିଭ ଆସେସମେଣ୍ଟ ପରୀକ୍ଷା
ଭଦ୍ରକ : (ସତ୍ୟବ୍ରତ ନାୟକ)ବାତିଲ ହେଲା ପରୀକ୍ଷା । ବନ୍ୟା ପାଣି ପାଇଁ ବାତିଲ ହେଲା ଫରମେଟିଭ୍ ଆସେସମେଣ୍ଟ ପରୀକ୍ଷା । ଦୀର୍ଘ ସମୟ ଧରି ଠିଆ ହେବା ପରେ ଫେରିଗଲେ ଛାତ୍ରଛାତ୍ରୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ ଦେଖିବାକୁ ମିଳିଛି ଏମିତି…
ମାଛ ତରକାରୀ ରାନ୍ଧିଲାନି ବୋଲି ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
ଭଦ୍ରକ: (ସତ୍ୟବ୍ରତ ନାୟକ)ଏଭଳି ଅଭାବନୀୟ ଘଟଣ ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଈଶ୍ବରପୁର ଗାଁରେ, ଗତ ୧୪ ତାରିଖ ସନ୍ଧ୍ୟାରେ । ମୃତା ଶଶଧର ମଳିକଙ୍କ ସ୍ତ୍ରୀ ସୀତାମଣି ମଳିକ ବୋଲି ଜଣା ଯାଇଛି। ଶଶଧର ବାହାର ରାଜ୍ୟରେ କାମଧନ୍ଦା କରେ। ରବିବାର ଘରକୁ…
ଫ୍ରାଙ୍କଲିନ ଟେମ୍ପ୍ଲେଟନ ଓଡ଼ିଶାରେ ପ୍ରଚଳନ କଲା ଫ୍ରାଙ୍କଲିନ୍ ଇଣ୍ଡିଆ ବାଲାନ୍ସଡ୍ ଆଡଭାଣ୍ଟେଜ ଫଣ୍ଡ୍…
ଭୁବନେଶ୍ୱର: ଫ୍ରାଙ୍କଲିନ୍ ଟେମ୍ପ୍ଲେଟନ (ଇଣ୍ଡିଆ) ‘ଫ୍ରାଙ୍କଲିନ୍ ଇଣ୍ଡିଆ ବାଲାନ୍ସଡ୍ ଆଡଭାଣ୍ଟେଜ ଫଣ୍ଡ୍ (ଏଫଆଇବିଏଏଫ୍)’ ନାମରେ ଏକ ଓପନ-ଏଣ୍ଡେଡ ଡାଇନାମିକ୍ ଆସେଟ ଆବଣ୍ଟନ ଫଣ୍ଡ୍ ଓଡ଼ିଶା ବଜାରରେ ପ୍ରଚଳନ କଲା । ଏହି ଫଣ୍ଡ୍ ଇକ୍ୱିଟି ଏବଂ ଇକ୍ୱିଟି ସମ୍ପର୍କିତ ଉପାଦାନ ଏବଂ…
ଡଅଁର ସେବାସମବାୟ ସମିତି ପକ୍ଷରୁ ସ୍ବାଧିନତା ଦିବସ ପାଳିତ
ହାଟଡିହି (ମକର ଧ୍ୱଜ ଜେନା) କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଡଅଁର ପଞ୍ଚାୟତର ଡଅଁର ସେବା ସମବାୟ ସମିତିଲିଃ ରେ ୭୬ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଅଛି।ସମିତି ସମ୍ପାଦକ ଉମାକାନ୍ତ ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଟିତ କାଯ୍ର୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡଅଁର ସମବାୟ ସମିତିର ନିର୍ଦେଶକ…
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ଜିଲ୍ଲା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ନୂଆଗଡ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଉଭୟ କେନ୍ଦ୍ର ଓ…
ଆନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର ପକ୍ଷରୁ ତାଲିମ ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଷ୍ଟ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର ମୋହନା , ଉଦ୍ୟାନ କୃଷି ବିଭାଗ ଓ ଆନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ''ସକାଳ'' ସଂସ୍ଥାର ମିଳିତ ସହଯୋଗରେ ମୋହନା ବ୍ଲକ ଅନ୍ତର୍ଗତ କରଚବାଡି ପଞ୍ଚାୟତ ଅଧିନ ୬ଖଣ୍ଡ ଗ୍ରାମର…
ମେଲଛାମୁଣ୍ଡା ଅଂଚଳରେ ଉଡିଲା ତ୍ରିରଙ୍ଗା
ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଅଂଚଳରେ ୭୬ତମ ସ୍ୱାଧିନତା ଦିବସ ଝିପି ଝିପି ବର୍ଷା ସତ୍ୱେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମହାସମାରୋହରେ ପାଳିତ ହୋଇଯାଇଛି । ପୂର୍ବ ଦିନ ନୂଆପାଲିସ୍ଥିତ ନବପ୍ରଭାତ ଆଶ୍ରମ ଏବଂ ସ୍ଥାନୀୟ ହନୁମାନ କ୍ଳବର ମିଳିତ ସହଯୋଗରେ ୫୦୦ମିଟର…