Sign in
Sign in
Recover your password.
A password will be e-mailed to you.
ଗୁଣୁପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଜରୁରୀ।
ଖୁବ୍ ଶୀଘ୍ର ମରାମତି ହେବ ସେତୁ।
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ : ଗୁଣୁପୁର ସହର ମଧ୍ୟରେ ଥିବା ବଂଶଧାରା ନଦୀର ଉପର ସେତୁ ଏବେ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି। ଏହି ସେତୁ ଗୁଣୁପୁର ବାସୀଙ୍କ ଲାଇଫ ଲାଇନ୍ ଅଟେ। ଏହି ସେତୁ ଅତିକ୍ରମ କରି ରାୟଗଡା ଜିଲ୍ଲା ମୁଖ୍ୟାଳୟ ଏବଂ…
ପୁଣି କାଶୀପୁର ରେ ମୁଣ୍ଡ ନେଲା ହଇଜା, ମୃତ୍ୟୁ ସଂଖ୍ୟା 17
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ଦିନକୁ ଦିନ କାଶୀପୁର ବ୍ଳକର ସ୍ଥିତି ଝାଡାବାନ୍ତି ରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି |ଗତ ଦେଢ଼ ମାସ ଭିତରେ 17ଜଣଙ୍କ ଜୀବନ ଝାଡା ବାନ୍ତିରେ ଚାଲି ଯାଇଥିବା ବେଳେ ଏହି ପନ୍ଦରଦିନ ଭିତରେ 4ଜଣଙ୍କ ଜୀବନ ଚାଲି ଯାଇଛି |ରାୟଗଡା ଜିଲ୍ଲା କାଶୀପୁର ବ୍ଲକ…
କଲରାବାଙ୍କରେ ମିଶନଶକ୍ତି ଗୃହ ଉଦ୍ଘାଟିତ
ବିକାଶରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ପଂଚାୟତିରାଜ ମନ୍ତ୍ରୀ
କଲରାବାଙ୍କ : କଟକ ଜିଲ୍ଲା କଲରାବାଙ୍କ ସ୍ମାର୍ଟ ଭିଲେଜରେ ଆଜି ମାଣପୁର ମଡେଲ ଗ୍ରାମ ପଂଚାୟତର ମିଶନଶକ୍ତି ଗୃହ ଉଦ୍ଘାଟିତ ହୋଇଯାଇଛି । ଏହି ମିଶନ ଶକ୍ତି ଗୃହକୁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ, ପଂଚାୟତିରାଜ ଓ…
ଜଳବନ୍ଦୀରେ ଆୟତପୁର ପଞ୍ଚାୟତ ଚାଷୀ ମୁଣ୍ଡରେ ଚଡ଼କ
ହାଟଡିହି/ମକରଧ୍ବଜ ଯେନା: ଶ୍ରାବଣୀ ବର୍ଷାର ଭୟଙ୍କର ରୂପଧରିଛି ମା ବୈତରଣୀ ନଦୀ। ଆୟତପୁର ଗ୍ରାମ ପଞ୍ଚାୟତଟି ଛଅ ଗୋଟି ଗ୍ରାମ କୁ ନେଇ ପବାୟତ ଶାସନ ଚାଲିଛି। ଏହି ପଞ୍ଚାୟତ ର ସରପଞ୍ଚ ଦାୟିତ୍ୱରେ ଅଛନ୍ତି ଶ୍ରୀମତୀ ଲତିକା ଜେନା ପ୍ରବଳ ବର୍ଷା ଯୋଗୁ ନଦୀ ବନ୍ଧ କୁଳରେ ଥିବା ଗ୍ରାମ ଗୁଡିକ…
ଜଳ ସଂପଦ ମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା
ଭୁବନେଶ୍ୱର:ରାଜ୍ୟରେ ସୁବର୍ଣ୍ଣରେଖା ଓ ବୈତରଣ ନଦୀରେ ଅଧିକ ଜଳପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଆଜି ପୂର୍ବାହ୍ଣରେ ସ୍ଥିତି ସମୀକ୍ଷା କରିଛନ୍ତି । ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ସ୍ୱତନ୍ତ୍ର…
ଟଙ୍କା ଲୁଟ ଓ ଟ୍ରାକ୍ଟର ସେଲଫ ଚୋରି ଘଟଣା ରେ ଦୁଇ ଜଣ ଗିରଫ l
ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଜଗଦଳପୁର ଥାନା ଦିନ ଦ୍ବିପହର ରେ ରାସ୍ତା ମଝି ରେ ସାପଲହର ଗ୍ରାମ ର ବଳରାମ ବାରିକ ଜଣେ ବ୍ୟାଙ୍କ କର୍ମଚାରୀ ଗିରିଶ ମେହେର କୁ ଭୟଭୀତ ଏବଂ ଧମକ ଚମକ କରି 36 ହଜାର 930 ଟଙ୍କା ଛଡାଇ ନେଇଥିଲେ l ଏ ସମ୍ପର୍କ ରେ ଶ୍ରୀ ମେହେର ଜଗଦଳପୁର ଥାନା ରେ ଲିଖିତ…
ମହିଳା ସ୍ନାତକ ମହାବିଦ୍ୟାଳୟରେ ଭୋଟର ସଚେତନତା ଓ ଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ନିର୍ବାଚନ କାର୍ଯ୍ୟାଳଳୟ ପକ୍ଷରୁ ଏକ ଭୋଟର ସଚେତନତା ତଥା ଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ…
ଓଡିଶାର ସଂସ୍କୃତି ପୁରୁଷ , ସୁବିଖ୍ୟାତ ଐତିହାସିକ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୦ ତମ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ମାଟିର ସୁଯୋଗ୍ୟ ସନ୍ତାନ ତଥା ଓଡ଼ିଶାର ସଂସ୍କୃତି ପୁରୁଷ , ସୁବିଖ୍ୟାତ ଐତିହାସିକ , ପ୍ରତ୍ନତତ୍ତ୍ୱବିଦ ଓ ଶିଳାଲେଖ ପାଠକ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ୧୨୦ ତମ ଜୟନ୍ତୀ ଉତ୍ସବ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ…
ଜଗତସିଂହପୁର ଜିଲ୍ଲା ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ବିଭିନ୍ନ ବନ୍ୟାଅଞ୍ଚଳ ପରିଦର୍ଶନ ସହ ଗୋଖାଦ୍ୟ…
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବୀର କିଶୋର ପରିଡ଼ା ଏ.ଡି.ଭି.ଓ. ଡାକ୍ତର ବିଭୂରଞ୍ଜନ ଦାସଙ୍କ ସହିତ ଆଜି ତିର୍ତ୍ତୋଲ ବ୍ଲକର ତିର୍ତ୍ତୋଲ, ଜଳବନ୍ଦୀରେ ଥିବା ବିଲ କୋଲ୍ଲର ଓ ନାଗପୁର । ବନ୍ୟାଞ୍ଚଳ ପରିଦର୍ଶନ…
ତିର୍ତ୍ତୋଲ କଂଗ୍ରେସ ପକ୍ଷରୁ ରିଲିଫ ବଣ୍ଟନ
ଜଗତସିଂହପୁର /ସୁମନ୍ତ କୁମାର ଦାସ: ତିର୍ତ୍ତୋଲ କଂଗ୍ରେସ ପକ୍ଷରୁ କରାଯାଉଥିବା ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ର ଦ୍ବିତୀୟ ଦିନରେ କ୍ରୁଷ୍ଣାନନ୍ଦପୁର, ବିଷନପୁର, ଆମ୍ବେରୀ, ସାମନ୍ତରାପୁର ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ବନ୍ଯା ଜଳରେ ପ୍ରଭାବିତ ହୋଇ ସ୍କୁଲ୍ ଘରେ ନଇ ବନ୍ଧ ରେ ଆଶ୍ରୟ…