Sign in
Sign in
Recover your password.
A password will be e-mailed to you.
ବୈତରଣୀରେ କମୁଛି ଜଳସ୍ତର, ଏବେବି ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରଭାବିତ
ଭଦ୍ରକ : (ସତ୍ୟବ୍ରତ ନାୟକ) ବୈତରଣୀ ନଦୀରେ ଜଳସ୍ତର କମିବାରେ ଲାଗିଛି । କିନ୍ତୁ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ଏବେ ମଧ୍ୟ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବାହିତ ହେଉଛି । ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ୧୮.୨୫…
ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ
https://youtu.be/c3qirOYfYok
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲାର ବିଭିନ୍ନ ମଠ ମନ୍ଦିରରେ ଚଳିତ ବର୍ଷ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଧୂମଧାମରେ ପାଳିତ ହୋଇଯାଇଛି। ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଇଁ ପାରଳାଖେମୁଣ୍ଡି ସହର ଉତ୍ସବମୁଖର।…
ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ,ପୋଲିସ କର୍ମଚାରୀଙ୍କ ପାଇଁ ମେଗା ସ୍ୱାସ୍ଥ୍ୟ ଶିବିର ଓ ଶିଶୁ ମାନଙ୍କ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମଡେଲ ପୋଲିସ ଥାନା ପରିସରରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ଓ ପୋଲିସ କର୍ମଚାରୀଙ୍କ ପାଇଁ ଏକ ମେଗା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଥାନା ପରିସରରେ ବରିଷ୍ଠ ନାଗରିକ ମାନଙ୍କୁ…
ସରକାରୀ କର୍ମଚାରୀଙ୍କ ସଦ୍ ଭାବନା ଶପଥ ଗ୍ରହଣ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରତ୍ୟେକ କର୍ମଚାରୀ ସଦ୍ ଭାବନା ଶପଥ ଗ୍ରହଣ କରିଛନ୍ତି।ଏହି ଶପଥ ଅନୁଯାୟୀ ସରକାରୀ କର୍ମଚାରୀ ମାନେ ପ୍ରତିଜ୍ଞା ନେଇଛନ୍ତି ଯେ କୌଣସି ଜାତି ଧର୍ମ , ବର୍ଣ୍ଣ ଓ ବୈଷମ୍ୟତାକୁ ଗୁରୁତ୍ୱ ନ ଦେଇ ସମସ୍ତଙ୍କ ସହ…
ହାତୀ ଚଲାପଥରେ ଘର କରିଥିଲେ , ଘର ଭାଙ୍ଗି ଦେଲା ହାତୀ
-
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ନୃସିଂହନାଥ ରେଞ୍ଜ ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମ ନିକଟରେ ପାହାଡ଼ ତଳେ ଗତ କିଛି ବର୍ଷ ହେବ ,ବନବିଭାଗ ର ଜମିରେ ଏକ ଝୁମ୍ପୁଡି ଘର କରି ରହୁଥିବା ସହଦେଵ ବାଗ ଙ୍କର ଘରକୁ ଗତ ମଧ୍ୟ ରାତିରେ ହାତୀ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏଠାରେ…
ଅନ୍ଧ ବିଶ୍ଵାସର କରୁଣ ପରିଣତି |ଭାଇକୁ ହତ୍ୟା କଲା ଭାଇ, ଭାଉଜ ଗୁରୁତର।
ଉମରକୋଟ-/ଜିତେନ୍ଦ୍ର ମହାନ୍ତି : ଅନ୍ଧ ବିଶ୍ଵାସର କରୁଣ ପରିଣତି, ଗୁଣିଗାରେଡି ସନ୍ଦେହରେ ଭାଇକୁ ହତ୍ୟା କଲା ଭାଇ, ଭାଉଜ ଗୁରୁତର। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈାର ପରିଷଦର ଏକ ନଂ ୱାଡ ଦର୍ଗାଗୁଡ଼ା ଠାରେ। ମୃତକ ଜଣକ ହେଲେ ସୋମନାଥ ପୂଜାରୀ,…
ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଯାପିତ
ପଦ୍ମପୁର:- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁର ସଂକୁଳ ର ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ଉଦଯାପିତ ହୋଇଯାଇଛି । ମାନନୀୟ ଶ୍ରୀଯୁକ୍ତ ଦ୍ୱାଦଶ କୁମାର ପଧାନ ସଂକୁଳ ପ୍ରମୁଖ ଦୀପ ପ୍ରଜ୍ୱଳନ ପୂର୍ବକ ପୂଷ୍ପାର୍ଚ୍ଚନା କରି କୃତି ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରି…
ନୃସିଂହନାଥ ପୀଠ ରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ
ବରଗଡ଼ :- ଆସନ୍ତା ଏକ ତାରିଖ (୦୧/୦୯/୨୦୨୨) ଦିନ ସକାଳ ୧୧:୪୦ ରୁ ୧୧:୫୫ ମିନିଟ ମଧ୍ୟରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କର ନିକଟରେ ନବାନ୍ନ ଅର୍ପଣ କରାଯିବାର ଲଗ୍ନ ଧାର୍ଯ୍ୟ କରାଯାଇଛି । ମନ୍ଦିର କୂଳପୁରୋହିତ ଶ୍ରୀ ସୁନୀଲ କୁମାର ପୁରୋହିତ ଙ୍କର ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଏହି…
ରାସ୍ତା ଉପରେ ଚୋର ପୋଲିସ ଖେଳ
ଭଦ୍ରକ:( ସତ୍ୟବ୍ରତ ନାୟକ )ଚାନ୍ଦବାଲି ଗୋପୀନାଥପୁର ପଞ୍ଚାୟତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିଲା ମରଣାତ୍ମକ ଆକ୍ରମଣ । ଯାହାକୁ ନେଇ ଚଳିତ ମାସ ୧୬ ତାରିଖରେ ବାଂଶଡ଼ା ଥାନାରେ ୧୧ ଜଣଙ୍କ ନାମରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି…
ଉତ୍ତର ଓଡିଶାରେ ପ୍ରବଳ ବର୍ଷା:ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା,ପ୍ରଭାବରେ ବାଲେଶ୍ୱର ଜିଲ୍ଲା
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଛି । ଝାଡଖଣ୍ଡର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗାଲୁଡିହ ବ୍ୟାରେଜରୁ ୬ ଲକ୍ଷ କ୍ୟìସେକ୍ ପାଣି ଆସୁଛି । ଏହା ଫଳରେ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ଆସିଛି । ସେହିପରି ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁ ବୁଢାବଳଙ୍ଗ…